କଟକରେ ଦୁଇଦିନିଆ ଟ୍ରାଫିକ୍ କଟକଣା: ଶନିବାର ଦିନ ୧ଟାରୁ ରାତି ୯ଟା ଭାରୀଯାନ ମନା, ରବିବାର ସକାଳ ୮ଟାରୁ କଟକଣା
କଟକ : କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଶନିବାର ନେଟ୍ ପ୍ରାକ୍ଟିସ୍ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର!-->…
Read More...
Read More...