Daily Archives

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମ୍ବିରା ମଳିକଙ୍କ
Read More...

ବିଷମକଟକ କଲ୍ୟାଣୀ ମଣ୍ଡପଠାରେ ଭୀମ ଭୋଇ ସମର୍ଥ ଶିବିର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମକଟକ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମମାନଙ୍କ ସେବାରେ ସରକାରଙ୍କ ସଶକ୍ତି କରଣ ପାଇଁ ରାୟଗଡା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ରଞ୍ଜନ କୁମାର ସାହୁ, ସଂଘମିତ୍ରା ପାତ୍ର, ସୁଜ୍ଞାନ ଦାସ, ସୁପ୍ରଭା ପଣ୍ଡା,
Read More...

ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ । ଓଡ଼ିଶା ଜୀବିକା ମିଶନ ସିନାପାଲି ବ୍ଲକସ୍ତରୀୟ ଇସି ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ
Read More...

ଦନ୍ତା ଆକ୍ରମଣରେ ଦୁଇ ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଶ୍ୱନାଥପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ଼ ସେକ୍ସନର କାଦୋମାଳି ଗାଁରେ ଏକ ଅଭାବନୀୟ ଘଟଣା ଅଂଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଜୀବନ ଯାତ୍ରାରେ ଖାଦ୍ୟ ପାଇଁ ଉଭୟ ଗଜରାଜ ଏବଂ ମଣିଷ ମଧ୍ୟରେ ସଂଗ୍ରାମ ଚାଲିଥିବାବେଳେ
Read More...

ଲଉଡ଼ିଦର୍ହା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ନୂତନ ବଜେଟ ଉପରେ ବିଶେଷ ପ୍ରତିକ୍ରିୟା

ମହେନ୍ଦ୍ର କୁମାର ଖୁଣ୍ଟିଆ ଦେଖନ୍ତୁ ବଜେଟରେ ନୂଆ କିଛି ନାହଁ । ମଦ ପୁରୁଣା ବୋତଲ ନୂଆ । ଓଡିଶା ପାଇଁ ତ୍ରିପଲ ଇଞ୍ଜିନ ସରକାର ଓଡ଼ିଶାବାସୀ ଯେଉଁ ଆଶା ଦେଖିଥିଲେ ସେହି ଆଶା ଆଶାରେ ରହିଗଲା । ଓଡିଶା ପାଇଁ ସେମିତି ସ୍ପେଶିଆଲ ପେକେଜ ନାହିଁ । ଦ୍ୱିତୀୟ କଥା ଆମ କୃଷି ପ୍ରଧାନ ରାଜ୍ୟରେ
Read More...

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ନାଥଙ୍କ
Read More...

କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

• ଶିଶୁର ଜନ୍ମ ହେବା ପର ଠାରୁ ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ସବୁ ଆବଶ୍ୟକତାକୁ ପୂରଣ କରିବ ବଜେଟ୍ - ଧର୍ମେନ୍ଦ୍ର ପ୍ରଧାନ• ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟବରାଦ• ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ
Read More...

ଅର୍ଥନୀତିରେ ପୁଞ୍ଜିନିବେଶର ତୃତୀୟ ଇଞ୍ଜିନ୍ ଭାବେ ସରକାରୀ-ଘରୋଇ ଭାଗିଦାରୀରେ ବହୁକ୍ଷେତ୍ରୀୟ ସଂସ୍କାର, ରାଜ୍ୟଗୁଡ଼ିକୁ…

୨୦୨୫-୨୦୨୬ ପାଇଁ କେନ୍ଦ୍ରୀୟ ବଜେଟରେ କୋବାଲ୍ଟ ପାଉଡର ଏବଂ ବର୍ଜ୍ୟବସ୍ତୁ, ଲିଥିୟମ-ଆୟନ ବ୍ୟାଟେରୀ ସ୍କ୍ରାପ୍, ଜିଙ୍କ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ସମ୍ପୂର୍ଣ୍ଣ ଛାଡ଼ ରଖାଯାଇଛି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ
Read More...

୨୦୨୫-୨୬ କେନ୍ଦ୍ରୀୟ ବଜେଟରେ ଶିଳ୍ପ ସାମଗ୍ରୀ ପାଇଁ ୭ଟି ସୀମା ଶୁଳ୍କ ହାର ହଟାଇବାର ପ୍ରସ୍ତାବ ରହିଛି

କର୍କଟ ଓ ଅନ୍ୟାନ୍ୟ ରୋଗ ପାଇଁ ବ୍ୟବହୃତ ହେଉଥିବା ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ମୌଳିକ ସୀମା ଶୁଳ୍କ ଛାଡ଼ କରାଯିବଇ-ମୋବିଲିଟିକୁ ପ୍ରୋତ୍ସାହନ : ବୈଦ୍ୟୁତିକ ଯାନ ପାଇଁ ବ୍ୟାଟେରୀ ଉତ୍ପାଦନ ପାଇଁ ଆବଶ୍ୟକ ୩୫ଟି ଅତିରିକ୍ତ ପୁଞ୍ଜିଗତ ସାମଗ୍ରୀ ପାଇଁ ମୌଳିକ ସୀମା ଶୁଳ୍କ ଛାଡ଼ଘରୋଇ
Read More...