Daily Archives

ଯମୁନା ମାହେଶ୍ଵରୀ ମନ୍ଦିରରେ ଡୁମାଳ ସମାଜ ଯମୁନା ଚକର ବିରାଟ ସାଙ୍ଗଠନିକ ବୈଠକ

ସଂଗଠନରେ ଦୃଢ଼ତା ଓ ସୁପରିଚାଳନା ଉପରେ ଗୁରୁତ୍ୱ ଆରୋପ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବ ପୁରାତନ ପୀଠରେ ଗୁରୁବାର ମହାଲକ୍ଷ୍ମୀ ପୂଜା ଓ
Read More...

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ବିଭାଗର ତାଲିମ ପ୍ରତିଷ୍ଠାନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାିଛି । କେବିକେ ମୁଖ୍ୟ ବୈଜ୍ଞାନିକ
Read More...

ଜବାହାରଲାଲ ନେହେରୁ ଇନଡୋର ଷ୍ଟଡିୟମରେ ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡିଶା ମାଷ୍ଟର୍ସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତିଓଡିଶାର ଭାଗ ନେବେ ଋତୁପଣ୍ଣା ଓ ସ୍ୱେତାପର୍ଣ୍ଣା ପଣ୍ଡା, ଆୟୁଷ ପଟ୍ଟନାୟକ ଓ ଅଭିନାଶ ମହାନ୍ତି, ଅମ୍ରିତ ମହାନ୍ତି ଓ ଅଭିଜିତ ମହାରଣାଙ୍କ ଯୋଡି ଭୁବନେଶ୍ୱର : ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ବି.ଡବ୍ଲୁ.ଏଫ୍ ଟୁର ସୁପର ୧୦୦
Read More...

ଜାତୀୟ ପଞ୍ଚାୟତ ପୁରସ୍କାର – ୨୦୨୪ : ୭ଟି ବିଭାଗରେ ଓଡ଼ିଶାକୁ ମିଳିବ ପୁରସ୍କାର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ‘ଜାତୀୟ ପଞ୍ଚାୟତ ପୁରସ୍କାର - ୨୦୨୪’ରେ ଓଡ଼ିଶାକୁ ସାତଗୋଟି ବିଭାଗରେ ପୁରସ୍କୃତ କରାଯିବ । ଆସନ୍ତା ଡିସେମ୍ବର ୧୧ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ
Read More...

ସାଲେଭଟାରେ ସମ୍ବିଧାନ ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡୁଙ୍ଗୁରିପାଲିରୁ ଆସିଥିବା ଡଃ. ଭିମରାଓ ଆମ୍ବଦକରଙ୍କ ସମ୍ବିଧାନ ପୁସ୍ତକକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ଚଣ୍ଡୀ ମନ୍ଦିର
Read More...

ଗୁଳି ଫୁଟାଇ କାଜୁ ବ୍ୟବସାୟୀଙ୍କ ବ୍ୟାଗ ଲୁଟି ନେଲେ ର୍ଦୁବୃତ୍ତ : ୨ଟି ଖୋକା ଗୁଳି ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ନିକଟବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ କିଛି ର୍ଦୁବୃତ୍ତ କାରରେ ଯାଉଥିବା କାଜୁ ବ୍ୟବସାୟୀ ଓ ସହଯୋଗୀଙ୍କୁ ବ୍ଲାଙ୍କ ଫାୟାରିଙ୍ଗ କରି ତାଙ୍କ ଠାରୁ ଏକ ବ୍ୟାଗ ଲୁଟିବାକୁ ଚେଷ୍ଟା କରୁଥିବା
Read More...

ଗୀତା ଜୟନ୍ତୀ ପାଳନ ଉପଲକ୍ଷେ ବ୍ରାହ୍ମଣ ମହାସଭାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୀତା ଜୟନ୍ତୀ ପାଳନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀ ନୃସିଂହମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ଏ ବିଷୟରେ ବିସ୍ତୃତ ଆଲୋଚନା
Read More...

ଛତ୍ରପୁର ବ୍ଲକ ମହାନାଦପୁର ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ବିଜ୍ଞାନ ମେଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଉଳଗାଁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏସ୍‌.
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଚତୁର୍ଥ ଦିନ ପ୍ରତିଧ୍ଵନିର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଚତୁର୍ଥ ଦିବସରେ
Read More...

ପ୍ରୟାତ କବି ସନତ୍ ରାୟଙ୍କୁ ସାରସ୍ୱତ ଶ୍ରଦ୍ଧାଞ୍ଜଳି

ଅଙ୍ଗୁରବାଳା ପରିଡ଼ାଙ୍କୁ ସନତ୍ ରାୟ ସ୍ମୃତି ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍ ରାୟ ସ୍ମୃତି କମିଟି ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ସନତ ସାହିତ୍ୟ ସମାରୋହ ସହିତ ସାରସ୍ଵତ ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ
Read More...