Daily Archives

ବନ ବିଭାଗର ଚଢାଉ : ୧୦ ଲକ୍ଷର ସାଗୁଆନ କାଠ ଓ ଉଡକାରଭିଙ୍ଗ ମେସିନ ଜବତ

ନୂଆପଡ଼ା, (କେପିଏନ୍‌ଏସ୍‌) : ସିନାପାଲି ବ୍ଲକ ସଦର ଗ୍ରାମ ଜଣଙ୍କ ଘରେ ବେଆଇନ ସାଗୁଆନ କାଠରେ ଫର୍ନିଚର ନିର୍ମାଣ ଚାଲିଥିବା ବେଲେ ବନ ବିଭାଗ ମଙ୍ଗଲବାର ଦିନ ଚଢାଉ କରିଛି । ପ୍ରାପ୍ତ ଖବର ଅନୁସାରେ ଏଠାରେ ଏକବର୍ଷରୁ ଅଧିକ ଦିନହେବ ବେଆଇନ ଭାବେ ସାଗୁଆନ କାଠରେ ଫର୍ନିଚର ତଥା ପଲଙ୍କ, କବାଟ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଉି । ଦିଲ୍ଲୀଠାରେ ଆୟୋଜିତ ଓଡିଶା ପରବରେ ବଲାଙ୍ଗିରରୁ ନକୁଳ ଭୁଜା, ରବି ଚା ଦୋକାନ ଏବଂ କୋଶଳ ଫୋକ ଏକାଡେମୀର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର +୩ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ବାବୁ ଫାସଡ ଗାଁର କ୍ରୀଷ୍ଣା ଖମାରୀ (୧୭) ଘର ଛାତ ବିମରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଥିବା ଗାଁ ଲୋକେ ଆଗଲପୁର ଥାନାରେ ଅଭିେଯାଗ କରିବାରୁ
Read More...

ଟ୍ରକକୁ ପିଟିଲା ବାଇକ : ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ଛକଠାରେ ଠିଆ ହୋଇଥିବା ଏକ ଟ୍ରକ (ଏପି ୩୯ଭିଏଫ୍‌ ୩୩୩୫)ରେ ଏକ ବାଇକ (ଓଡ଼ି୦୭୯ଏଜି୩୦୨୯) ପିଟି ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ରଞ୍ଜନ ଗୌଡ଼ ଓ
Read More...

ଦ୍ୱିତୀୟ ପର୍ଯ୍ୟାୟ ପ୍ରୟୋଗ ତାଲିମ ସମାପିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ୩ ଦିନିଆ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର
Read More...

ବ୍ଲକସ୍ତରୀୟ ୨ ଦିନିଆ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ବିଆରସିସି ନାରାୟଣ ଭୋଇଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଶିକ୍ଷା
Read More...

ପରିବେଶ ସମ୍ବନ୍ଧୀୟ ଦିନିକିଆ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଇସିଡ଼ିଏସ ହଲ ପରିସରରେ ମମତା ଏଚ୍‌ଆଇଏମ୍‌ସି ସଂସ୍ଥାର ପ୍ରୋଜେକ୍ଟ ଜାଗୃତି ଆନୁକୂଲ୍ୟରେ ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ବେନଞ୍ଜମୀନ ନାୟକଙ୍କ ତତ୍ତ୍ୱବଧାନରେ ଦିନିକିଆ ପରିବେଶ ସମ୍ବଦ୍ଧିତ ଅଧିବେଶନ ଉପରେ କର୍ମଶାଳା ଅନୁଷ୍ଠିତ
Read More...

ସଇଁତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଟିଟିଲାଗଡ଼ ମାତୃଶିଶୁ ହସ୍ପିଟାଲରୁ ଉଠିଲା ଅଳିଆ ଆବର୍ଜନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲ ଭିତରେ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡ଼ିରହିଥିବାରୁ ଦୁର୍ଗନ୍ଧ ବାହାରୁଥିବା ଲୋକମାନେ ଅଭିଯୋଗ କରୁଥିଲେ । ଏନେଇ ଖବର ପ୍ରସାରଣ କରିବାର ୨୪ ଘଣ୍ଟା ନପୁରୂଣୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ
Read More...

ଶିକ୍ଷା ବିଭାଗର ଅଜବ ନୀତି : ଦୁଇଟି ଶିକ୍ଷକରେ ଗୋଟିଏ ଛାତ୍ର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଶିକ୍ଷା ବିଭାଗର ଅଜବ ନୀତି କେଉଁ ବିଦ୍ୟାଳୟରେ ଗୁଡ଼ାଏ ଛାତ୍ରଛାତ୍ରୀକୁ ଗୋଟିଏ ଶିକ୍ଷକ ତ କେଉଁଠି ଗୋଟିଏ ଛାତ୍ରକୁ ପାଠ ପଢ଼ାଉଛନ୍ତି ୨ଟି ଶିକ୍ଷକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା
Read More...