Daily Archives

ନୂଆପଡ଼ାରୁ ବୋଲେରୋ ଭଡାରେ ଆଣି ଦୁର୍ବୃତ୍ତଙ୍କ ମୁରିବାହାଲରେ ଲୁଟ୍ ଉଦ୍ୟମ ବିଫଳ

୩ ଅଭିଯୁକ୍ତ ଥାନାରେ ଅଟକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୁଦୂର ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ଏକ ବୋଲେରୋକୁ ଭଡାରେ ଆଣି ଦୁର୍ବୃତ୍ତମାନଙ୍କ ମୁରିବାହାଲ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ
Read More...

ବଙ୍ଗୋମୁଣ୍ଡାରେ କ୍ରିଷ୍ଣା ଲର୍ନିଂ ସ୍କୁଲର ଜ୍ଞାନ ମେଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା କ୍ରିଷ୍ଣା ଲର୍ନିଂ ସ୍କୁଲର ଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଧରମପାଲ ଜୈନ ଯୋଗଦେଇ ମେଳାକୁ ଶୁଭ ଉଦ୍‌ଘାଟନ କରିବା
Read More...

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ : ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ : ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି ଚରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ୠୁରୁତର । ମୃତ ଭଉଣୀ ହେଉଛନ୍ତି
Read More...

ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌ : ୪ ମୃତ

ଜୟପୁର : ଜବାକାନାଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବୈପାରିଗୁଡା ବ୍ଲକ ବିଚାଲ କୋଟା କଲୋନୀର ଧୋବା ପରଜା, ଘାସି ପରଜା, ନକିଆ ପରଜା, ବୁଟି ପରଜା ବୋଲି ଜଣାପଡିଛି । । କୋରାପୁଟ ଜିଲ୍ଲା
Read More...

ମାନବ ସମାଜ ବାର୍ଷିକୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୨୨ରେ ପାଳନ କରାଯାଉଥିବା 'ମାନବ ସମାଜ ବାର୍ଷିକୀ ଦିବସ' ବିଶ୍ୱର ବୃହତ୍ତମ ପ୍ରାଣୀ ସୁରକ୍ଷା ସଂଗଠନ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାକୁ ସୂଚିତ କରେ । ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ ଶହ ଶହ ପ୍ରାଣୀଙ୍କୁ
Read More...

ଆଇଏଫ୍ଏଫ୍ଆଇରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ଚତୁର୍ଥ ସଂସ୍କରଣ ଉଦ୍‌ଘାଟିତ

• ଯୁବ ସ୍ୱର ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟାକୁ ଉଜାଗର କରିବା ଗୁରୁତ୍ୱପୂର୍ଣ୍ଣ : ପ୍ରସୂନ ଯୋଶୀ• ସିଏମ୍‌ଓଟି ଯୁବ ନିର୍ମାତାମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ : ସଞ୍ଜୟ ଜାଜୁ
Read More...

ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଭାଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ ସ୍ୱାଗତ ସମ୍ଭାଷଣ ସହିତ ନିଜ ବିଭାଗର କାର୍ଯ୍ୟାବଳୀ ଓ
Read More...

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଚିରସ୍ଥାୟୀ ଆଦର୍ଶକୁ ସମ୍ମାନ

• ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ
Read More...

ରାଷ୍ଟ୍ରପତିଙ୍କୁ ସାହିତ୍ୟ ଏକାଡେମୀ ପ୍ରକାଶିତ ହରେକୃଷ୍ଣ ମହତାବଙ୍କ ପୁସ୍ତକ ପ୍ରଦାନ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର
Read More...

ପ୍ରୟୋଗ ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରୟୋଗ ତାଲିମ ଉଦ୍‌ଯାପିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...