Daily Archives

ବଡ଼ ମାଛକୁ ଛାଡି ଛୋଟ ମାଛ ଧରିବାକୁ ବନବିଭାଗର ତତ୍ପର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବନବିଭାଗ ହେଲେ କାହା ପାଇଁ ନିଜ ପକେଟ ଗରମ ପାଇଁ ନା ପରିବେଶ ସୁରକ୍ଷା ପାଇଁ ବୋଲି ଲୋକଙ୍କ ଅଭିଯୋଗ ହେଉଛି । ଗଛ କାଟିବା ପାଇଁ ଏବେ ମାତିଛନ୍ତି ଗଛ ମାଫିଆ ଏବଂ ନିଦାବିଷ୍ଣୁ ସାଜିଛି
Read More...

ଡକାୟତି ଉଦ୍ଦେଶ୍ୟରେ ହତ୍ୟା ଉଦ୍ୟମକାରୀଙ୍କୁ ୩ ବର୍ଷ କାରାଦଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସିଷ୍ଟେଣ୍ଡ ସେସନସ୍‌ ଜଜ୍‌ କମ୍‌ ସିନିୟର ସିଭିଲ ବିଚାରପତି ଏସ୍‌. କୁନମୁନ ଆଚାରୀ (ଏଲ୍‌ଆର ଏଣ୍ଡ ଏଲ୍‌ଟିଭି ବଲାଙ୍ଗିର) ସେସନ କେସ ନଂ.୧୩୪ ମସିହା ୨୦୨୨ ମାମଲାରେ ଶୁଣାଣି କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସଂଜିବ ବିଶ୍ୱାଲଙ୍କୁ
Read More...

ଶିଶୁ ଦିବସରେ ପୁରାତନ ଛାତ୍ର କେତନ ରଣାଙ୍କୁ ସମ୍ବର୍ଦ୍ଧନା

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର କେତନ ରଣା (୨୦୨୧ ମେଟ୍ରିକ ବ୍ୟାଚ)ଙ୍କୁ ଆଜି ଶିଶୁ ଦିବସ ଅବସରରେ ସ୍କୁଲ ପ୍ରଧାନ ସିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ,ସହକାରୀ ପ୍ରଧାନ ଶିକ୍ଷକଙ୍କ ସହ ଶିକ୍ଷକ
Read More...

ଆଗଲପୁର ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବୃନ୍ଦାବନ ଧାମ ପ୍ରବଚକ ବାଳମୁକୁନ୍ଦ ମହାରାଜ ଦୀପ ପ୍ରଜ୍ୱଳନ କରି ଶିଶୁ ମାନଙ୍କୁ ଶିଶୁ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିଭାବେ ସମାଜସେବୀ ଅଭୟ
Read More...

ପାର୍ବତୀ ଗିରି ବାଲନିକେତନରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲନିକେତନ ଶିଶୁ ଯନ୍ତ୍ର ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି । ଏଥିରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ସାମାଜିକ କର୍ମୀ
Read More...

ବିଶ୍ୱଶାନ୍ତି ଓ ପ୍ରାଣୀ ଜଗତର ମଙ୍ଗଳ ପାଇଁ ୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଦୀପଦାନ ଓ ତୁଳସୀ ପତ୍ରରେ ପ୍ରଭୁଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଦ୍ୱାରା ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନର ପ୍ରଥମ ତଥା ଦ୍ଵିତୀୟ ଦିବସରେ ବହୁ ଦୂରଦୂରାନ୍ତରୁ ମହିଳା କୀର୍ତ୍ତନ୍ୟ ଦଳ ତଥା ରଙ୍ଗୀନ କୀର୍ତ୍ତନ୍ୟ ଦଳମାନେ ଆସି ପ୍ରଭୁଙ୍କ ନାମ ନେଉଛନ୍ତି । ଚଳିତ
Read More...

ଅବ୍ୟବସ୍ଥାରେ ଶିକ୍ଷା : ଶିଶୁ ଦିବସରେ ରାଜରାସ୍ତାରେ ଶିଶୁ

ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ୧୪ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିଶୁ ଦିବସରେ ନିଜ ଶିକ୍ଷା ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇ
Read More...

ଶିଶୁ ଦିବସ ଅବସରରେ ବୈତାଳି ସିଆର୍‌ସିସିଙ୍କ ନିଆରା ପ୍ରୟାସ

ତହଁକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ଶିଶୁ ତଥା ଶିକ୍ଷକ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁ ନିଜ କ୍ଲଷ୍ଟର ସ୍ତରରେ ଛାତ୍ରଛାତ୍ରୀ ତଥା ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଅନେକ ଅଭିନବ
Read More...

ସରକାରୀ ବାଳକ ୟୁ.ପି ସ୍କୁଲ ତୁଷୁରା ଠାରେ ଶିଶୁ ଦିବସ ତିଥି ଭୋଜନ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପବିତ୍ର ଶିଶୁ ଦିବସ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜ ସଂସ୍କାରକ ରାଧାରମଣ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ଶିଶୁ ଦିବସ ପାଳନ ଅବସରରେ ଭାଷଣ ଦେବା ସମୟରେ ଟଳି ପଡିଲେ ପ୍ରଧାନ ଶିକ୍ଷକ

ତୁରେକେଲା, (ପିତାମ୍ବର ଦୀପ) : ଏମିତି ବି ମୃତ୍ୟୁ ଆସେ । ତୁରେକେଲା ବ୍ଲକ କୁଇ ବାହାଲ ହାଇସ୍କୁଲରେ ଶିଶୁ ଦିବସ ପାଳନ ଅବସରରେ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ । ସୂଚନା ଅନୁସାରେ ତୁରେକେଲା ବ୍ଲକ କୁଇବାହଲ ଗାଁ ପଲ୍ଲୀବିକାଶ ପଂଚୟତ ଉଚ୍ଚ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳନ ଅବସରରେ ଭାଷଣ
Read More...