Daily Archives

ଧିରେ ଧିରେ ଖୋଲୁଛି ରହସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ ଭିତରୁ ତଂଟି କଟା ଅବସ୍ଥାରେ ହଳେ ଯୁବକ ଯୁବତୀଙ୍କର ମୃତଦେହ ଉଦ୍ଧାର ଘଟଣା ଅନେକ ଦିଗ ଆଜି ଉନ୍ମୋଚିତ ହୋଇଥିବା ବେଳେ ମୃତ ଯୁବକ ଯୁବତୀ ଝାରଖଣ୍ଡ ଅଂଚଳର ବୋଲି ସ୍ପଷ୍ଟ ହୋଇଯାଇଛି । ଏପରିକି ମୃତ ଯୁବକ ଜଣକ
Read More...

ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସେ ହେଉଛନ୍ତି, କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ ବୋଲି କୁହାଯାଏ । ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ ।
Read More...

ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପୋଲିଓ ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଏକ ଅଟୋ ସଚେତନତା ରାଲି ବାସନ୍ତୀ କଲୋନୀ ସ୍ଥିତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ୍‌ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ତମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ବ୍ରାହ୍ମଣ ସମାଜର ସଂସ୍କୃତି ମଣ୍ଡପ ଠାରେ ୨୫ତମ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ) ଶନିବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ପାଇକମାଲ ଶିବ
Read More...

ରାଜ୍ୟସ୍ତରୀୟ ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୧୫ରେ ହେବାକୁ ଥିବା ଭଗବାନ ବିର୍ସାମୁଣ୍ଡା
Read More...

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଳନ ଉପଲକ୍ଷେ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ମାନ ବିଭିନ୍ନ ସଂଗଠନ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବଲାଙ୍ଗିର ପି.ପି ଏକାଡେମୀ ଠାରେ ବଲାଙ୍ଗିର ଦିନ୍‌ ଆୟୋଜକ ମଂଚ କମିଟି ତରଫରୁ ଉଦ୍‌ଘୋଷକ /
Read More...

ନକଲି କିନ୍ନର ଚିହ୍ନଟ ଦାବି

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ବୁଲୁଥିବା ନକଲି କିନ୍ନର ଚିହ୍ନଟ ପାଇଁ ଦାବି ହୋଇଛି । କଣ୍ଟାବାଞ୍ଜିରୁ ଆସିଥିବା ପ୍ରାୟ ୭ ଜଣ କିନ୍ନର ଖଡ଼ିଆଳ ସହରରେ ବୁଲୁଥିବା କିଛି କିନ୍ନରଙ୍କୁ ନକଲି କିନ୍ନର କହି ଖଡ଼ିଆଳ ଥାନାକୁ ନେଇଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ
Read More...

ଗୋପାଳପୁର ପୋର୍ଟ ପରିବହନ କାର୍ଯ୍ୟରେ ଆଞ୍ଚଳିକସ୍ତରୀୟ ଟ୍ରକ୍ : ଡ୍ରାଇଭରଙ୍କୁ ନିୟୋଜିତ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏବଂ ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଟ୍ରକ୍ ମାଲିକ ସଂଘର ତଥା ଆଞ୍ଚଳିକସ୍ତରୀୟ ଟ୍ରକ୍ ଓ ଡ୍ରାଇଭରଙ୍କୁ ସ୍ଥାୟୀ ଭାବେ ପରିବହନ କାର୍ଯ୍ୟରେ ଲଗାଯିବାକୁ ଦୀର୍ଘ ଦିନର ଦାବୀ ହୋଇଉଠିଛି । ଏଦିଗରେ ଗଞ୍ଜାମ
Read More...

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ କରୱାଚୌଥ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ୧୨୧ତମ ଖୁସି ବାଣ୍ଟିବାର ଦିନ ପାଳନ ଅବସରରେ କରୱାଚୌଥ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ବଲାଙ୍ଗିର ଡବଲ ମର୍ଡର ଘଟଣାରେ ମିଳିଲା ପରିଚୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତଣ୍ଡାମୁଣ୍ଡା ଘାଟିରେ ଡବଲ ମର୍ଡର ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଏସ୍‌ଡିପିଓ ପ୍ରଦୀପ ସାହୁ । ପୁଲିସର ତଦନ୍ତ ଜାରି ରହିଥିବା ବେଳେ ପୁଲିସ ହାତରେ କିଛି ସୁରାକ ଲାଗିଥିବା ଜଣାପଡିଛି । ସେମାନଙ୍କ ପରିଚୟ ମିଳିଥିବା ଏସ୍‌ଡିପିଓ କହିଛନ୍ତି ।
Read More...