Daily Archives

ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ : ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟୀ ଗାଁରେ ଅଭାବନୀୟ ଘଟଣା । ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଥିଲେ । ଯାହାପରେ ଯୁବକ ଜଣଙ୍କ ଗୁରୁତର ହୋଇ
Read More...

ସମତା ଜୋନ୍ ଆନୁକୂଲ୍ୟରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀର ଅଗ୍ରଦୂତ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲଠାରେ ସମତା ଜୋନ୍ ଆନୁକୂଲ୍ୟରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀର ଅଗ୍ରଦୂତ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଦିଲ୍ଲୀରୁ ଇନକମଟ୍ୟାକ୍ସ କମିଶନର ସୃଜନୀ ମହାନ୍ତି, ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ
Read More...

୨୨ରୁ ପ୍ରବଳ ବର୍ଷା : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼
Read More...

ବିଶ୍ୱ ସ୍ତନ କର୍କଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ପ୍ରାୟ ୨୩ ଲକ୍ଷ ନୂତନ ଭାବେ ଆକ୍ରାନ୍ତ ସହିତ ସ୍ତନ କର୍କଟ ହେଉଛି ବିଶ୍ୱରେ ସବୁଠାରୁ ସାଧାରଣ କର୍କଟ ରୋଗ । ଏହା ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ । ବିଭିନ୍ନ ପ୍ରକାରର କର୍କଟ ରୋଗ ମଧ୍ୟରେ ପ୍ରତି ଆଠ ଜଣଙ୍କ ଭିତରେ ସ୍ତନ
Read More...

ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତାଆମ ଭାଷା ଗୁଡିକ ହେଉଛି 'ଭାରତୀୟତା'ର ପ୍ରାଣଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ
Read More...

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ଇଣ୍ଡିଆ କେମ୍ ୨୦୨୪ରେ ଭାରତର ପେଟ୍ରୋକେମିକାଲ୍ ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି

ଭାରତ ବିଶ୍ୱ ରସାୟନ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାର ସମ୍ଭାବନା ରହିଛି : ମନ୍ତ୍ରୀ ଶ୍ରୀ ପୁରୀପେଟ୍ରୋକେମିକାଲକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୦୨୫ ସୁଦ୍ଧା ନୂଆ ପିସିପିଆଇଆର ନୀତି ଅଧୀନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ନୂଆଦିଲ୍ଲୀ, (ପିଆଇବି) :
Read More...