Daily Archives

ଯମୁନା ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବପୁରାତନ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ମଙ୍ଗଳବାର ରାତିରେ ପୀଠରେ ଧୁମଧାମର ସହ
Read More...

ଘଣ୍ଟବାହାଲ ଗ୍ରାମର(ଗଣ୍ଡାପଡ଼ା) ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମ ଗଣ୍ଡାପଡ଼ା ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୋଖରୀରୁ ମହିଳାଙ୍କ
Read More...

କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା ବସ୍ : ଅଳ୍ପକେ ବଞ୍ଚିଲେ ସମସ୍ତ ବସ୍…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଏକ ଘରୋଇ ବସ୍ କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା । ସୂଜନା ଅନୁସାରେ ଘରୋଇ ବସ୍ ସାଇ ରାମ ବୋଲି କୁହାଯାଏ । ବସ୍‌ର
Read More...

କଳା ସୃଜନୀ ଶିଳ୍ପୀ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା ସୃଜନୀ ଓ ସେକ୍ଟର ୭ କମ୍ୟୁନିଟି ସେଣ୍ଟରର ମିଳିତ ଆନୁକୂଲ୍ୟରେ ଗତ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା କଳା ସୃଜନୀ ଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ୧୩ ତାରିଖ ଦିନ କମ୍ୟୁନିଟି ସେଣ୍ଟରର ସମ୍ପାଦକ ସମୀର ଦାସ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ଦିଗପହଣ୍ଡି ଠାରେ ଆୟୋଜିତ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଠାରେ ଗ୍ରାମବାସୀ ଓ ଯୁବକମାନଙ୍କ ଦ୍ଵାରା ଆୟୋଜିତ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା ଯୋଗଦେଇ ବୁଦ୍ଧିଜୀବୀଙ୍କୁ
Read More...

କୁଡ଼ାସିଂହା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ପୁରୁଣା ବସ୍‌ଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୮ମ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ପାଇଁ ମୁଖ୍ୟ କର୍ତ୍ତା ଧନୁ ପଟେଲ ଏବଂ ଘର ପଟେଲ, ପୂଜକ
Read More...

ରାବଣ ବଧ ସହ ଗୌଡଗୋଠ ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ଚାଲିଥିବା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ମହାଲୟା ଅମାବାସ୍ୟା ଠାରୁ ଖଣ୍ଡାବସା ଆରମ୍ଭ ହୋଇଥିଲା । ଗତ ନବମୀରେ ମାଁ ପାଟଖଣ୍ଡା ଗ୍ରାମ ପରିକ୍ରମା କରିଥିଲେ । ଦଶମୀ ଦିନ ଦେନ୍ଦୁଝରରୁ ଦେବୀ ବରୁଆ ଦିହରେ ଆବିର୍ଭୂତ ହୋଇ
Read More...

ବ୍ରହ୍ମପୁର ଟାଉନ ଥାନା ଅଧୀନସ୍ଥ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ନିକଟସ୍ଥ ଗଳିରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭଗ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏନେଇ ଖବର ପାଇ ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ର
Read More...

୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡକପ ଚାମ୍ପିୟନ ସିପ୍‌ର ଆୟୋଜକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ପ୍ୟାରିସ ଅଲମ୍ପିକରେ ଭାରତ ୩ଟି ବ୍ରୋଞ୍ଜ ମେଡାଲ ଜିଣି ରେକର୍ଡ କରିଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିବାରୁ ଆଗାମୀ ୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡ ଚାମ୍ପିୟନ ସିପ୍‌ ଆୟୋଜନ କରିବ ବୋଲି ଏନଆର୍‌ଏଆଇର ସଭାପତି କଳିକେଶ ନାରାୟଣ
Read More...

ଝାରସୁଗୁଡ଼ା ଜିଲ୍ଲାରେ ବେଦାନ୍ତର ବେଆଇନ୍‌ ଫ୍ଲାଏ ଆସ୍ ଡମ୍ପିଂ ମାମଲା : କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ : ଝାରସୁଗୁଡ଼ାରେ ପ୍ରତିଷ୍ଠିତ ବେଦାନ୍ତ କମ୍ପାନୀର ପାୱାର୍ ପ୍ଲାଣ୍ଟରୁ ନିର୍ଗତ ଫ୍ଳାଏ ଆସ୍ ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ, ଏନେଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି
Read More...