Daily Archives

‘ମୁହୁରି’ ପତ୍ରିକା ପ୍ରକାଶନ ପାଇଁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷାର ଏକ ଅନନ୍ୟ ପତ୍ରିକା ‘ମୁହୁରି’ ପ୍ରକାଶନ ପାଇଁ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିରର ଏକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ସମ୍ପାଦକ
Read More...

ହଜି ଯାଉଛି ବୁଢ଼ା ବରଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ । ଏହାକୁ ବଟବୃକ୍ଷ ବୋଲି କୁହାଯାଏ । ଉଦ୍ଭିଦ ବିଜ୍ଞାନର ନାମାନୁସାରେ ଏହାକୁ ଫାଇକସ ବେଙ୍ଘାଲେନସିସ (Ficus Benghalensis) କୁହାଯାଏ । ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲାପରେ ଏହାର ଡାଳରୁ ଓହଳ ବାହାରି ମାଟିରେ
Read More...

ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ବିଭିନ୍ନ ରୀତିନୀତି ସହ ପାଳିତ ହେଉଛି । ପ୍ରଥମେ କଳସ ଯାତ୍ରା ସହିତ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଛି । ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୫୩ତମ ପୂଜା ଅନୁଷ୍ଠିତ
Read More...

ଯମୁନା ଡଙ୍ଗରରେ ବାରପାଲି ହଳଦୀ ବିରାଟ ଡଙ୍ଗରବୁଢ଼ା ଯାତ୍ରା ଅନୁଷ୍ଠିତ

ଶହ ଶହ ବୋଦା ଓ କୁକୁଡ଼ା ବଳି, ରକ୍ତରଞ୍ଜିତ ଡଙ୍ଗର ଖଳା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀର ବିରାଟ ଡଙ୍ଗରବୁଢ଼ା ଯାତ୍ରା ଶୁକ୍ରବାର ଯମୁନା ଡଙ୍ଗର (ପାହାଡ)ରେ ମହାସମାରୋହରେ ପାଳିତ ହୋଇଯାଇଛି । ସମଗ୍ର ହଳଦୀ ବାରପାଲି ଅଞ୍ଚଳରେ
Read More...

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଏବଂ ହ୍ରାସ କରିବା ଲାଗି ନିଆଯାଉଥିବା ସ୍ୱଳ୍ପକାଳୀନ ଏବଂ ଦୀର୍ଘମିଆଦୀ ପଦକ୍ଷେପର କଲେ ସମୀକ୍ଷାଦିଲ୍ଲୀରେ ଅଳିଆ ଗଦା ସ୍ଥାନକୁ ଖାଲି କରିବାରେ ମନ୍ଥର ଗତି ଏବଂ ଏମ୍‌ସିଡି ଦ୍ୱାରା ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ଯୋଜନା କାର୍ଯ୍ୟକାରୀ
Read More...

ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା : ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ସହିତ, ମାହେଶ୍ଵରୀ ଦେବୀଙ୍କ ପୀଠରେ ନବର୍ଣ୍ଣ ଲଗାଇ ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ ସମ୍ପର୍ନ୍ନ ହୋଇଯାଇଛି ।
Read More...

ବରଦା ଗ୍ରାମର ମା’ ବରଦେଶ୍ଵରୀ ମନ୍ଦିରରେ ନବରାତ୍ରି ପୂଜା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲାଡ ଗ୍ରାମ ପଞ୍ଚାୟତର ବରଦା ଗ୍ରାମରେ ଗତ ୨୦୨୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ମା' ବରଦେଶ୍ଵରୀ କାଳୀ ମନ୍ଦିରରେ ନବରାତ୍ରି ପୂଜା ପାର୍ବଣ ନେଇ ଖୁବ୍ ଚଳଚଞ୍ଚଳ ହୋଇ ଉଠିଛି । ଦୈନିକ ଅଗଣିତ
Read More...

ଡୁମେରବାହାଲ ଗାଁରେ ଷୋହଳ କୋଠି ପୂଜା ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମେରବାହାଲ ଗାଁ ଗୌରପଡାରେ ଷୋହଳ କୋଠି ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ ଉତ୍ସବ ତିନିଦିନ ଧରି ପାଳନ ହୋଇଯାଇଛି । ଗ୍ରାମର ଗୋମତି ହଂସ, ଗିରିଜା ବାଗ, ନୁଆଦେଈ ସେଠ, ଜାମା ବାଗ, ଯମୁନା
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପାଇକମାଲ ନାଗରିକ କମିଟିର ସଦସ୍ୟ : ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନାଗରିକ କମିଟିର ସଦସ୍ୟ ମାନେ ଶୁକ୍ରବାର ପଦ୍ମପୁର ଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ
Read More...

ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ପାଇକମାଲ ବ୍ଲକ ଅନ୍ତର୍ଗତ ପ୍ରକାଶପୁର ଗ୍ରାମର ୨୬ ବର୍ଷୀୟ ଯୁବକ ମନୋଜ ପାଇକ ହୋଇଥିବା ଜିଲ୍ଲା କାରାଗାରର ଜେଲ୍‌ର ସୂଚନା ଦେଇଛନ୍ତି । ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗତ
Read More...