Daily Archives

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ନବଗଠିତ ସିନ୍ଧିକାଗୁଡା ପଞ୍ଚାୟତର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ପବିତ୍ର ଗଣେଶ ପୂଜାର ଅମୃତବେଳାରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଆୟୋଜିତ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ସୁଭଦ୍ରା ରଥର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ବିଭୁତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଓଡିଶାଙ୍କ କରକମଳରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୬ଟି ସୁଭଦ୍ରା ରଥର ଶୁଭାରମ୍ଭ
Read More...

ବଲାଙ୍ଗିର ମୁଖ୍ୟାଳୟରୁ ଗଡ଼ିଲା ସୁଭଦ୍ରା ସଚେତନତା ରଥ

ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ
Read More...

କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିବା ଲୋକୋ ପାଇଲଟ୍‌ ନିଖୋଜ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୪ ତାରିଖ ଦିନ ଟିଟିଲାଗଡ଼ ରେଳ ଷ୍ଟେସନରୁ ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁର ସିଂ ନିଜ ସହ ଲୋକୋ ପାଇଲଟ୍‌କୁ ସାଙ୍ଗରେ ନେଇ ୧୮୫୩୦ ବିଶାଖାପାଟଣା ଦୁର୍ଗ ଏକ୍ସପ୍ରେସରେ ଟିଟିଲାଗଡ଼ ଷ୍ଟେସନରୁ କଣ୍ଟାବାଞ୍ଜି ଷ୍ଟେସନକୁ ବାହାରିଥିଲେ । ହେଲେ କଣ୍ଟାବାଞ୍ଜି
Read More...

ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂର ପାସ୍ ଆଉଟ୍‌ଙ୍କୁ ପ୍ରମାଣପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଦ୍ୱାରା ୨ ମାସ ତଳେ ଗଠିତ ହୋଇଥିବା ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂରେ ଟ୍ରେନିଂ ନେଇଥିବା ଶିକ୍ଷାର୍ଥୀ ମାନେ ଉତ୍ତୀର୍ଣ୍ଣ ହେବା ପରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର
Read More...

ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀଙ୍କୁ ଖଡ଼ି ଛୁଆଁଗଲା

ଚର୍ଚ୍ଚାରେ ୧୭ ଫୁଟିଆ ଗଣେଷ ମୂର୍ତ୍ତି ପୂଜା ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନ୍‌ର ସମସ୍ତ
Read More...

ଅବକାରୀ ବିଭାଗର ନୀରବତା କୁଚିଆ ମଦ ଭାଟିକୁ ପ୍ରୋତ୍ସାହିତ କରୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଗ୍ରାମରେ କୁଚିଆ ମଦଭାଟି ବହୁତ ଜୋରରେ ଚାଲିଛି । ନିଜ ପାଖରେ ମଦ ପାଇ ଅନେକ ନାବାଳକ ପଥଭ୍ରଷ୍ଟ ହୋଇ ଅସାମାଜିକ କାମ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଫଳରେ ଗ୍ରାମରେ ଚୋରି, ଗୁଣ୍ଡା ଓ ଅନେକ ଦୁର୍ନୀତି ହେଉଛି
Read More...

ରାଜ୍ୟ ରାଜପଥରେ ଟ୍ରକ୍‌ ଅଟକାଇ ଲୁଟ୍‌ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ୍‌କୁ ଅଟକାଇ ଲୁଟ୍‌ କରୁଥିବାବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି । ସୂଚନା
Read More...

ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶାଗୁଣା ହେଉଛି ଆମର ପ୍ରାକୃତିକ ଦୁନିଆର ନୀରବ ଜାଗ୍ରତ ପ୍ରହରୀ । ଏହି ଉଲ୍ଲେଖନୀୟ ପ୍ରାଣୀମାନେ ପ୍ରକୃତିର ସଫେଇବାଲା, ଇକୋସିଷ୍ଟମ୍ ବା ପରିସଂସ୍ଥା ରକ୍ଷକ, ଉଡନ୍ତା ମହାକାୟ ପ୍ରାଣୀ ଏବଂ ଉତ୍ସର୍ଗୀକୃତ ପିତାମାତା । ସ୍ଥାୟୀ ଏବଂ ସୁସ୍ଥ ଇକୋସିଷ୍ଟମ
Read More...

ସହରର ବିଭିନ୍ନ ସମସ୍ୟା ପାଇଁ ରାଉରକେଲା ବିକାଶ ମଞ୍ଚର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଉରକେଲା ବିକାଶ ମଞ୍ଚର ଏକ ସାଧାରଣ ବୈଠକ ଆମ୍ବାଗାନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱ
Read More...