shyamal
Daily Archives

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଯୁବ-ରେଡକ୍ରସ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡକ୍ରସ ସଭାପତି ଡ. ଅଜୟ କୁମାର
Read More...

ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବ୍ଲକର ସ୍ୱଚ୍ଛ ଭାରତର ଦୁଇ ଆଦର୍ଶ ଗ୍ରାମ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ଡିଏଲସି ଡ. ପ୍ରଶାନ୍ତ ନାୟକ ମୁରିବାହାଲ ବ୍ଲକର ସ୍ୱଚ୍ଛ ଭାରତ(ଗ୍ରାମୀଣ)ର ଦୁଇ ଆଦର୍ଶ ଗ୍ରାମ ଗରଗଡବାହାଲ ପଞ୍ଚାୟତ କନ୍ଦାଖାଲ ଓ କଟାଡୁଙ୍ଗୁରି ଗ୍ରାମକୁ ବୁଧବାର ପରିଦର୍ଶନ
Read More...

ପାଇକମାଲ ପୋଲିସ ହାତରେ ୪ ଗୋରୁ ମାଫିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଞ୍ଚଳରୁ ଗୋଟିଏ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲେ । ଚଢ଼ାଉ କରି କଣ୍ଟେନରରେ ୧୯ଟି ଗାଇ ସହ ଚାଲାଣରେ ସମ୍ପୃକ୍ତ
Read More...

ଆଗଲପୁର ବାଂଜିପାଲି ଗାଁରେ ପ୍ରେମିକାକୁ କୀଟନାଶକ ପିଆଇଦେଲା ପ୍ରେମିକ

ବଲାଙ୍ଗିର/ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଂଚଲ୍ୟ । ଜନ୍ମଦାତ୍ରୀ ମା’ର ଆଖି ଆଗରେ ଘଟିଗଲା ସବୁ ଘଟଣା । ତାଙ୍କ ଝିଅକୁ ଜୋର୍‌ ଜବର୍‌ଦସ୍ତ କୀଟନାଶକ ପିଆଇଦେଲା ଯୁବକ । ସଂସାର ଛାଡ଼ିଦେଲା ଝିଅ । ଏମିତି ଏକ ଅଭାବନୀୟ ଘଟଣା ଆଜି ଆଗଲପୁର ବ୍ଲକ୍‌ ତଥା ସାରା
Read More...

ମୃତ ଛାତ୍ରଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ଘୋଷଣା କଲେ ସରକାର ଓ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ରାତିରେ ପଦ୍ମପୁର ଅନ୍ଵେଷା ହଷ୍ଟେଲ ଅନ୍ତେବାସୀ ପ୍ରିନ୍ସ କୁମ୍ଭାରଙ୍କର ହଷ୍ଟେଲରେ ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରାଜ୍ୟ ସରକାରଙ୍କର ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ମୃତ ଛାତ୍ରଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ
Read More...

ଐତିହାସିକ ୪୬ତମ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କଲା ଭାରତ

ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଭାରତ ଅଗ୍ରଣୀ : ବିଶ୍ୱ ଐତିହ୍ୟ ସଂରକ୍ଷଣ ପାଇଁ ୟୁନେସ୍କୋକୁ ୧ ନିୟୁତ ଡଲାର ଅନୁଦାନଭାରତର ୪୩ତମ ସ୍ଥଳ ଭାବେ ମୈଦାମକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ମିଳିଛି‘‘ବିରାସତ୍ ପର୍ ଗର୍ବ (ଐତିହ୍ୟକୁ ନେଇ ଗର୍ବ)’’: ଗତ ଦଶନ୍ଧିରେ ୧୩ଟି ବିଶ୍ୱ
Read More...

ଡେପୁଟି କଲେକ୍ଟରଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସଚିଦାନନ୍ଦ ମିଶ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ତାଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ
Read More...

ଘୋରଡ଼ିଆ ରାଧାକାନ୍ତ ମନ୍ଦିରରେ ଅଷ୍ଟପ୍ରହରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଘୋରଡ଼ିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଅଷ୍ଟପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ଭେଳ ନଡିଆ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ ।
Read More...

ଧଣ୍ଡାମୁଣ୍ଡା ଶାନ୍ତିପୁର ତ୍ରିନାଥ ସେଲ୍ସରେ ବଲାଙ୍ଗିର ସିଟି ଓ ଜିଏସ୍‌ଟି ଟିମ୍‌ର ମିଳିତ ଚଢ଼ାଉ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବୁଧବାର ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗର ଏକ ୮ ଜଣିଆ ଟିମ୍‌ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶାନ୍ତିପୁର ଠାରେ ଥିବା ନିରଞ୍ଜନ ସାହୁଙ୍କ ତ୍ରିନାଥ ସେଲ୍ସ ଦୋକାନ ସହ ଗୋଦାମ ଘରରେ ଅତର୍କିତ ଚଢାଉ କରିଥିବା
Read More...

କଲମପୁରରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ସମ୍ବାଦ ଆମ ଓଡିଶା ପକ୍ଷରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ୍‌ ୨୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ବିଡ଼ିଓ ବିଜୟକୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ
Read More...