Daily Archives

ଶଳାର ପତ୍ନୀଙ୍କୁ ଦୁଷ୍କର୍ମ କରି ଭିଣେଇ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧୀନରେ ଜୈନିକା ନବବଧୂ ମହିଳାଙ୍କୁ ତାଙ୍କ ସ୍ୱାମୀର ଭିଣେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ୍‌ ନଂ ୩୦୫/୨୪ କ୍ରମେ ଦଫା ୪୯୮(ଏ), ୨୯୪, ୩୭୬(୧), ୩୨୩, ୫୦୬, ୩୪ ଆଇପିସି, ୪
Read More...

ପୂଜା ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା : ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଜୟଗୁରୁ ମନ୍ଦିରରୁ ପୂଜାସାରି ସନ୍ଧ୍ୟାରେ ଘରକୁ ନିଜ ବାଇକ୍‌ ଯୋଗେ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ଅନ୍ୟ ଏକ ବାଇକ୍‌ ଧକ୍କା ଦେବା ଦ୍ୱାରା ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କ ନାମ ଗୋବିନ୍ଦ ଦାସ
Read More...

ସଇଁତଲା ଗାୟତ୍ରୀ ପୀଠରେ ଗୁରୁ ପୂର୍ଣ୍ଣିମା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗାୟତ୍ରୀ ପୀଠ ଠାରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକକୁଣ୍ଡୀୟ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ପ୍ରଦୀପ କୁମାର ଜାଲ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଯୋଗଦାନ କରିଥିବା ବେଳେ ସୁଶାନ୍ତ ମାଝି ପୂଜା
Read More...

ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ଆଦୃତା ଶିଶୁ ସଦନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ଆଦୃତା ଶିଶୁ ସଦନ ଠାରେ ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ସ୍କୁଲର ପ୍ରିନ୍ସିପାଲ୍ ଦିବ୍ୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଦୃତା ଶିଶୁ ସଦନର ସମସ୍ତ ଶିଶୁ ମାନଙ୍କ ସହ ମିଶି ଦୟାନନ୍ଦ
Read More...

ଗୁରୁଣ୍ଡା ଗ୍ରାମରୁ ଜଣେ ୧୭ ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ : ଥାନାରେ ମାମଲା ରୁଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଗତ ୪ ଦିନ ହେବ ନିଖୋଜ ଥିବା ନେଇ ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ବାପା ଏତଲା ମୁତାବକ ତାଙ୍କ ନାବାଳିକା ଝିଅ
Read More...

ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୂଜନଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ତରଫରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଗୁରୁଭାଇ ଓ ଭଉଣୀଙ୍କ ଦ୍ୱାରା ପୂଜ୍ୟପାଦ ସଦ୍‌ଗୁରୁଦେବ ଶ୍ରୀ ଶ୍ରୀ ବ୍ରଜ ମୋହନ ଶରଣଦେବ, ମହନ୍ତ ନୃସିଂହ ମନ୍ଦିରଙ୍କ ଶ୍ରୀଚରଣରେ
Read More...

ଭତ୍ତା ନେବାକୁ ଆସି ବୃଦ୍ଧ ବେହୋସ୍‌ : ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷାରେ ସାମିଲ ହୋଇଥିବା ବୃଦ୍ଧବୃଦ୍ଧା ମାନଙ୍କ ଘରକୁ ଭତ୍ତାଟଙ୍କା ପହଞ୍ଚାଇବା ବ୍ୟବସ୍ଥା ଥିବାବେଳେ ବଲାଙ୍ଗିର ଜିଲ୍ଲାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ୨୦୧୯ ମସିହାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଭତ୍ତା
Read More...

ପ୍ରଗତି ଉତ୍କଳ ସଂଘରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୃକ୍ଷ ହିଁ ଜୀବନ । ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି । ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସାହିତ୍ୟ - ସଂସ୍କୃତି କାର୍ଯ୍ୟକ୍ରମ ସହ ପରିବେଶର ସୁରକ୍ଷା ପାଇଁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ
Read More...

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଥିଲା । ଏମିତିକି ମା' ସମଲେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର
Read More...

ପୂଜ୍ୟପୂଜା ସେବା ସଂଗଠନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ
Read More...