Daily Archives

ମୁରିବାହାଲରେ ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧ ମୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନ୍‌ ଠାରୁ ପୂର୍ବକୁ ୧ କି.ମି ଦୂରରେ ସୋମବାର ସକାଳୁ ଏକ ଅଜଣା ଟ୍ରେନ୍‌ ଧକ୍କାରେ ମୁରିବାହାଲ ବଜାର ପଡ଼ାର ସଦାନନ୍ଦ କୁମ୍ଭାର(୬୫)ନାମକ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସଦାନନ୍ଦଙ୍କ ସାମାନ୍ୟ
Read More...

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ୫୦୦ ଗୋଟି ଆଦିବାସୀ ପରିବାରଙ୍କୁ ଦେଶୀ ଖରିଫ ପନିପରିବା ବିହନ ସହାୟତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ସ୍ଥିତ ଜନମୁକ୍ତି ଅନୁଷ୍ଠାନ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ସହାୟତାରେ ପ୍ରବାସୀ ଓ ଆଦିବାସୀ ସମୁଦାୟର ନିରନ୍ତର ଜୀବିକା ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରଣ କାର୍ଯ୍ୟକ୍ରମ ମୁରିବାହଲ ବ୍ଲକର ୬ ଗୋଟି
Read More...

ଗୁଡିଘାଟ ଗ୍ରାମରକ୍ଷୀ ସୁବଳ ନାଗଙ୍କ ଆକସ୍ମିକ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟର ଗ୍ରାମରକ୍ଷୀ ରୂପେ କାର୍ଯ୍ୟ କରୁଥିବା ସୁବଳ ନାଗ(୫୬)ଙ୍କ ରବିବାର ଆକସ୍ମିକ ବିୟୋଗ ଘଟିଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ବଲାଙ୍ଗିର ଓ ପରେ ବରଗଡ଼ ବିକାଶ
Read More...

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ୱାରା ମୁରିବାହାଲ ବ୍ଲକର ୧୪୩ ଜଣ ଭିନ୍ନକ୍ଷମ, ବିଧବା ଓ ବୃଦ୍ଧବୃଦ୍ଧାଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ସୋମବାର ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସାମାଜିକ ସୁରକ୍ଷା ଯୋଜନାରେ ବ୍ଲକର ମୋଟ୍‌ ୧୪୩ ଜଣଙ୍କୁ ନୂତନ ଭାବେ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଥିଲା । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ
Read More...

କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀ କଲ୍ୟାଣ ସମିତି ବୈଠକ

ଜିଲ୍ଲାର ଏକ ନମ୍ବର ଡାକ୍ତରଖାନା କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକଡାକ୍ତରଖାନାରେ ଡାକ୍ତରମାନଙ୍କ ଉନ୍ନତ ସେବା ଯୋଗାଇବା ନେଇ ବିଧାୟକ ଶ୍ରୀ ବାଗଙ୍କ ପ୍ରତିଶୃତିକଣ୍ଟାବାଞ୍ଜି ଡାକ୍ତରଖାନାକୁ ଉପଖଣ୍ଡିୟ ଡାକ୍ତରଖାନାରେ ପରିଣତ ପାଇଁ ବିଧାୟକ ସରକାରଙ୍କ ଠାରେ କରିବେ ଦାବୀ
Read More...

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ସଭା ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ସ୍ୱରଚିତ କବିତା ପାଠ ଉତ୍ସବ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସଙ୍କ ପୌରୋହିତ୍ଵରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଅଞ୍ଚଳ ମହାବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଅଧ୍ୟାପକ ବୃନ୍ଦ, ସଭାପତି ଗୋବିନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରତିନିଥି ମଣ୍ଡଳରେ ଅଧ୍ୟକ୍ଷ ଲଳିତ ମୋହନ
Read More...

ଦକ୍ଷିଣମୁଖୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବେଙ୍ଗେର ଗ୍ରାମର ପବିତ୍ର ମାଟିରେ ଜନସାଧାରଣଙ୍କ ସହଯୋଗରେ ନବ ନିର୍ମିତ ଶ୍ରୀ ହନୁମାନ ମନ୍ଦିର ଓ ଦକ୍ଷିଣମୁଖୀ ଶ୍ରୀ ହନୁମାନଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି ।
Read More...

ଟଙ୍କା ଓ ବାଇକ୍‌ ଲୁଟ୍‌ ଅଭିଯୋଗରେ ୨ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କ ଠାରୁ ଟଙ୍କା ଓ ବାଇକ୍‌ ଲୁଟ୍‌ ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ୍‌ ନଂ ୨୧୯/୨୪ ଅନୁସାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୯(୬) , ୩(୫) ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ
Read More...

କନ୍ଧକେଲଗାଁ ସେକ୍ସନରେ ଅବାଧରେ ବନ୍ୟଜନ୍ତୁ ଶୀକାର : ୧୫ ଦିନ ପରେ ମଧ୍ୟ ବନବିଭାଗ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ବନପାଲ ଓ ବନ୍ୟଜନ୍ତୁ ଶିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲରେ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଛି । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଇଁତଲା
Read More...