Daily Archives

ଦୋକାନରୁ ତାଲା କାଟି କମ୍ପ୍ୟୁଟର ସାମଗ୍ରୀ ଚୋରି ଘଟଣା : ଧରାପଡିଲେ ୪ ଅଭିଯୁକ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ କିଛି ଦିନ ତଳେ କିଛି କମ୍ପୁଟର ଦୋକାନରୁ ତାଲା କାଟି କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଘଟଣାରେ ତୁରେକେଲା ପୋଲିସକୁ ମିଳିଛି ବଡ ସଫଳତା । ସୂଚନା ଅନୁଯାୟୀ ଗତ ୯ ତାରିଖ ରାତିରେ ତୁରକେଲା ଥାନା ଅନ୍ତର୍ଗତ
Read More...

୫୦ ହଜାର ଲାଞ୍ଚ ନେଇ ବଲାଙ୍ଗିର ଚିଫ୍‌ ସିଏସ୍‌ଓ ପ୍ରଭାକର ପାତ୍ର ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବି. ପ୍ରଭାକର ପାତ୍ର ଆଜି ଜଣେ ରାଇସ୍‌ ମିଲର୍ସଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ବାସଭବନ, ପୈତୃକଗ୍ରାମ ସମେତ ୩ଟି ସ୍ଥାନରେ ଚଢାଉ
Read More...

ମଦନପୁର ବିଦ୍ୟୁତ୍‌ ସବ୍ ଷ୍ଟେସନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ. ରାମପୁର ବ୍ଲକ ମଦନପୁର ଟିପିଡବ୍ଲୁଓଡିଏଲ୍‌ ସବ୍ ଷ୍ଟେସନ ଠାରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରମୋସ କୁମାର ପାତ୍ର, କର୍ମଚାରୀ ସିଲୁ ସେଠ, ପାଇକ, ରାଜେନ୍ଦ୍ର ରଣା,
Read More...

ବରଗଡ଼ ମୁଖ୍ୟ କେନାଲରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲ ବରଡୋଲ ଦେଓଗାଁ ମଧ୍ୟରେ ଥିବା ଡବଲ୍‌ ବ୍ରିଜ୍‌ ନିକଟରୁ ଆଜି ଏକ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ପାଣିରେ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇଁ ବରଗଡ଼ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ମୃତ ବ୍ୟକ୍ତିଙ୍କ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଓ ଡେଙ୍ଗୁ ନିରାକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଏବଂ ଡେଙ୍ଗୁ ନିରାକରଣ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରତି ଶନିବାର ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପାଳନ
Read More...

ଟ୍ରାକ୍ଟର ଫାଇନାନ୍ସ କରିଦେବା ନାଁରେ ଠକେଇ : ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଫାଇନାନ୍ସ କରାଇ ଲିଜ୍‌ରେ ନେବା ବାହାନାରେ ଲୋକଙ୍କୁ ଠକି ଟ୍ରାକ୍ଟର ନେଇ ରାଜ୍ୟ ବାହାରକୁ ପଳାଉଥିଲେ । ଶେଷରେ ବାନ୍ଧିଲା ପୁଲିସ । ଆଜି ଅପରାହ୍ନ ୩ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ
Read More...

ସଂକଳ୍ପ ପରିବାର ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷରୋପଣ ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ଗ୍ରାମ ପରିସରରେ ରହିଥିବା ଖାଲି ସ୍ଥାନରେ ସାମାଜିକ ବନୀକରଣ ତଥା ୭୫ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବନଖଣ୍ଡ
Read More...

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ୍‌ ବୁଲିବା ସହ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ଇସ୍ପାତ ନଗରୀର ସେକ୍ଟର-୧୪ ଏଓବି ବ୍ଲକ୍‌ରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ବଢୁଥିବା ଖବର ପାଇ ସେହି ଅଞ୍ଚଳକୁ ଯାଇ ଘର ଘର ବୁଲି ଲୋକମାନଙ୍କ ସହ ଡେଙ୍ଗୁ ଉପରେ ସଚେତନତା ଜାଗ୍ରତ
Read More...

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବାର ମୃର୍ତ୍ତିମନ୍ତ ପ୍ରତିକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ସପ୍ତାହ ଅବସରରେ ‘ସମାଜ’ ବଲାଙ୍ଗିର ସଂସ୍କରଣ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ବଲାଙ୍ଗିର ବିଧାୟକ
Read More...

ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରବଳ ବର୍ଷା : ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଠିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ପାଣିପାଗ
Read More...