Daily Archives

ପୁରୀ ରଥଯାତ୍ରାରେ ଗଞ୍ଜାମ ଟିମ୍‌ଙ୍କ ସ୍ୱେଚ୍ଛାସେବୀ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଭୂୟସୀ ପ୍ରଶଂସା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷର ଦୁଇଦିନର ରଥଯାତ୍ରାରେ ଦେଖିବାକୁ ମିଳିଥିଲା ଅଗଣିତ ଭକ୍ତଙ୍କର ଭିଡ଼ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟ ଓ ରାଜ୍ୟ ବାହାରରୁ ଦେଶ ଓ ଦେଶ ବାହାରରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ ଓଡ଼ିଶାର
Read More...

ବନବିଭାଗ ପକ୍ଷରୁ ଗୋପାଳପୁର ଓ କରାପଲ୍ଲୀ ଠାରେ ବିଟ୍-ହାଉସ୍‌ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବନଖଣ୍ଡ ଅଧୀନରେ ଥିବା ଗୋପାଳପୁର ଓ କରାପଲ୍ଲୀ ଠାରେ ବନବିଭାଗର ବିଟ୍-ହାଉସ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ-ସଂରକ୍ଷକ ଡା. ସଞ୍ଜୟ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ
Read More...

ଯୁବ ବ୍ୟବସାୟୀ ସ୍ୱର୍ଗତ ଦୀନବନ୍ଧୁଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଂଚାୟତ ଯୋରକଣୀ ଗ୍ରାମର ଯୁବ ବ୍ୟବସାୟୀ ଦିବ୍ୟଙ୍ଗତ ଦୀନବନ୍ଧୁ ବଳିୟାରସିଂହଙ୍କ ଏକାଦଶାହ ଉତ୍ସବ ପାଳନ ଅବସରରେ ରାଧାମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ବାସଭବନ ସମ୍ମୁଖରେ ଏକ ସ୍ମୃତି ଚାରଣ ସଭା ସହ
Read More...

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଜଙ୍ଗଲ ଅନୁମୋଦନ ମିଳିଲା

୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା୨୩ ହଜାର ହେକ୍ଟର ଜମି ହେବ ଜଳସେଚିତଉପକୃତ ହେବେ ଦଶପଲ୍ଲା ଓ ନୟାଗଡର ଚାଷୀ ଓ ସାଧାରଣ ଜନତାମୁଖ୍ୟମନ୍ତ୍ରୀ ତାଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ଏ ବିଷୟରେ କେନ୍ଦ୍ର ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ସହିତ ଆଲୋଚନା
Read More...

କୁଟାସିଂହା – ପଟୁଆପାଲି ରାସ୍ତାର ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କାମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା-ପଟୁଆପାଲି ରାସ୍ତାର ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କରାଯାଉଥିବା ଦେଖାଯାଇଛି । କଂକ୍ରିଟ ରାସ୍ତା ଉପରେ ମାଟି ପକାଇବା କେତେ ଯୁକ୍ତିଯୁକ୍ତ ଏହା ଦେଖି ଲୋକେ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଅନୁସାରେ
Read More...

ବନ ମହୋତ୍ସବ ସପ୍ତାହ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ସହାୟକ ପ୍ରଫେସର ଦୀପ୍ତିମୟୀ
Read More...

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଅଭିଭାବକ, ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁର ଭାଷା ଶିକ୍ଷାରେ
Read More...

ବିଧାୟିକା ବର୍ଷାଙ୍କ ସହ ସାମ୍ବାଦିକଙ୍କ ସୌଜନ୍ୟମୂଳକ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନୃସିଂହନାଥ ବିନ୍ଧ୍ୟବାସିନୀ ଅତିଥି ଭବନରେ ସୋମବାର ଝାରବନ୍ଧ, ପାଇକମାଲ, ପଦ୍ମପୁରର ସାମ୍ବାଦିକ ପ୍ରତିନିଧି ତାଙ୍କୁ ଉପଢୌକନ
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ‘ଏକ ପେଡ୍‌ ମା’ କେ ନାମ’ ଅନ୍ତର୍ଗତ ବୃକ୍ଷରୋପଣ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପୀ 'ଏକ ପେଡ୍‌ ମା' କେ ନାମ' କାର୍ଯ୍ୟକ୍ରମ ସାରା ଦେଶରେ କରାଯାଉଥିବା ବେଳେ ସୋମବାର ଦିନ ଟିଟିଲାଗଡ଼ ସହରର ପିପଲପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲରେ ଏହି କାର୍ଯ୍ୟକ୍ରମ ସ୍କୁଲ
Read More...

ପଦ୍ମପୁରରେ ରଥଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରାଜପଡା ଠାରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ରାଜପଡା କମିଟି ଓ ପଦ୍ମପୁର ସହିତ ଆଖପାଖ ଗାଁର ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ । ଝିପି ଝିପି ବର୍ଷା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ ଭେଉଁରିଆ ଛକ ରଥ
Read More...