Daily Archives

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ
Read More...

ଅଘରିଆ ସମାଜର ଏକ ଜରୁରୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳ ୯ଟା ସମୟରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଅଧ୍ୟକ୍ଷତାରେ କନ୍ଧପାଲିପଡା ସ୍ଥିତ ଅଘରିଆ ଭବନଠାରେ ଏକ ଜରୁରୀ ବୈଠକ ୪ ମଣ୍ଡଳ ସଭାପତି, ୧୮ ଗୁଡ଼ି ସଭାପତି, ଉପଦେଷ୍ଟା ମଣ୍ଡଳୀ ସଭ୍ୟ, କେନ୍ଦ୍ର
Read More...

ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ଟା ସମୟରେ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ
Read More...

ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ବିଜେପିକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ…

ରାଉରକେଲା, (ସସ୍ମିତା ପ୍ରଧାନ) :ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ବିଜେପି ପୂର୍ବ ମଣ୍ଡଳର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ମନୋଜ ସେନାପତିଙ୍କ ଅଧ୍ୟକ୍ଷତାରେ ସେକ୍ଟର - ୧, କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା । ଦୀପ ପ୍ରଜ୍ୱଳନ କରାଯାଇ ସାମୁହିକ ବନ୍ଦେ ମାତରଂ
Read More...

ବଲାଙ୍ଗିର ସଦର ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ସ୍କୁଲରେ ଶିକ୍ଷକ, ଯୁବକଙ୍କୁ ରୋଜଗାର ଆମର ଲକ୍ଷ୍ୟ –…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ରେ କଂଗ୍ରେସର ଜୋର୍‌ସୋର୍‌ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସ୍କୁଲରେ ଶିକ୍ଷକ, ଯୁବକଙ୍କୁ ରୋଜଗାର ଆମର ଲକ୍ଷ୍ୟ ବୋଲି ପ୍ରଚାର ସମୟରେ କହିଛନ୍ତି ସମରେନ୍ଦ୍ର । ଶିକ୍ଷା ପାଇଁ ଶିକ୍ଷକ ନଦେଇ ସ୍କୁଲ କୋଠାରେ ୫-ଟି ନାଁରେ
Read More...

ବିଜୁ ଯୁବ-ଛାତ୍ର ଜନତା ଦଳର ସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ୍ ଅନ୍ତର୍ଗତ ବିଡିଘାଟ ପଞ୍ଚାୟତରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ବିରାଟ ସଭାର ଆୟୋଜନ ହୋଇଥିଲା । ଆଖପାଖରୁ ଶତାଧିକ ଯୁବ-ଛାତ୍ର, ବିଜେଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡ଼ି ବିଧାୟକ
Read More...

ମଧୁସୂଦନଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଆସନ୍ତା ଏପ୍ରିଲ ୨୮ ତାରିଖ ଦିନ ସଂଘ ପରିସରରେ ଥିବା ମଧୁମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସଂଘ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

କେନାଲ ପାଣି ଅଭାବରୁ ଚାଷ ନଷ୍ଟ : ଚିନ୍ତାରେ ଚାଷୀ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଚାରବାହାଲରେ କେନାଲ ପାଣି ଅଭାବରୁ ପ୍ରାୟ ୨୫ ଏକରରୁ ଅଧିକ ଚାଷ କରିଥିବା ଧାନ ନଷ୍ଟ ହେଇଯାଇଛି । କୁସୁମଖୁଣ୍ଟି ଅଧିନସ୍ଥ ଘୁମେରଗୁଡ଼ା ସବ୍‌ମାଇନର୍‌ କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ
Read More...

ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମହାବୀର ପଡ଼ାସ୍ଥିତ ହନୁମାନ ମନ୍ଦିରରେ ଗତ ମଙ୍ଗଳବାର ଦିନ ଶ୍ରଦ୍ଧାର ସହିତ ପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ହନୁମାନ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇ ମନ୍ଦିରରେ ପୂଜାର୍ଚ୍ଚନା
Read More...

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାରେ ମଂଚସ୍ଥ ହେଲା ସୁର୍ପଣଖାର ନାଶାକର୍ଣ୍ଣ ଛେଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ସୁର୍ପଣଖାର ନାଶାକର୍ଣ୍ଣ ଛେଦନ । ଖୁବ୍‌ ସୁନ୍ଦର ଅଭିନୟରେ କଳାକାରମାନେ ଦର୍ଶକମାନଙ୍କ ମନ ମୋହିଛନ୍ତି । ଲଙ୍କାପତି ରାବଣ ନିଜ ଭଉଣୀ ସୁର୍ପଣଖାର ନାଶାକର୍ଣ୍ଣ ଛେଦନ ସମ୍ବାଦ ପାଇ
Read More...