Daily Archives

ବିଜେଡ଼ି ପାଇଁ ଡୋର୍‌ ଟୁ ଡୋର୍‌ ବୁଲି ସମର୍ଥନ ଲୋଡ଼ିଲେ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ମଧ୍ୟ ବଲାଙ୍ଗିର ସହରରେ ବେଶ୍‌ ପ୍ରଖର ହେବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଖରାକୁ ଖାତିର୍‌ ନକରି ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ
Read More...

ଶ୍ରେଣୀଗୃହ ନିର୍ମାଣରେ ଅନିୟମିୟତା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍‌ ଡ଼ଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ ପୁଢେରଖାର ଗ୍ରାମ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ସାତ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ସରକାର କିନ୍ତୁ ଶ୍ରେଣୀଗୃହ ନିର୍ମାଣରେ ଅନିୟମିୟତା ହୋଇଥିବା ଗ୍ରାମବାସୀ କହିଛନ୍ତି ।
Read More...

ଟାଙ୍ଗିଆରେ ହାଣି ଜଣେ ବୃଦ୍ଧଙ୍କୁ ହତ୍ୟା

ରାୟଗଡ଼ା : ଟାଙ୍ଗିଆରେ ହାଣି ଜଣେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ହେଲେ ସ୍ଥାନୀୟ ଥାନା ଅଧୀନ କୁମ୍ଭିକୋଟା ପଞ୍ଚାୟତ ପୁଞ୍ଜାପାଇ ଗାଁର ଲାଚ୍ଛା ମାଣ୍ଡାଙ୍ଗି(୫୦) । ବୁଧବାର ମଧ୍ୟାହ୍ନରେ ଲାଚ୍ଛା ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ । ନିଶାସକ୍ତ ଅବସ୍ଥାରେ ମଦନ ସେଠାରେ
Read More...

ଗ୍ରୀଷ୍ମ ଛୁଟିରେ ସନ୍ଦେହ ମୋଚନ ନିରନ୍ତର ଶିକ୍ଷା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପିଲାମାନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି । ହେଲେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଲର ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଅନୁରୋଧ କ୍ରମେ ସକାଳ ୬.୩୦ ମି.ରୁ ୮. ୩୦
Read More...

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫୧ ପ୍ରାର୍ଥୀ ଲଢ଼ିବେ…

● ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ନିମନ୍ତେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ର ପାଇଁ ୨୯୬୩ ନାମାଙ୍କନ ପତ୍ର ଦାଖଲ ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ୧୩୫୧
Read More...

ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହଜାର ହଜାର ସମର୍ଥକ ଗହଣରେ କଂଗ୍ରେସ ନେତା ଭାଗିରଥି ବେହେରା ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ବୁଧବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ପୁତିଗୋପାଳପୁର ଠାରୁ ଏକ ବିଶାଳ ଶୋଭାଯାତ୍ରା ପଦଯାତ୍ରା ମାଧ୍ୟମରେ ବର୍ଣ୍ଣାଢ଼୍ୟ
Read More...

୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଚୟନ ହେଲା ଏଫଟିଆଇଆଇ ଛାତ୍ରଙ୍କ ଫିଲ୍ମ ‘‘ସନ୍‌ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ…

● ଚିଦାନନ୍ଦ ନାଏକ (ନିର୍ଦ୍ଦେଶକ) ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏଫଟିଆଇଆଇର ବର୍ଷାନ୍ତ ସମନ୍ୱିତ ଅଭ୍ୟାସ ନିମନ୍ତେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର 'ଲା ସିନେଫ୍ରେ' ହେବ ପ୍ରଦର୍ଶିତ ନୂଆଦିଲ୍ଲୀ, (ପିଆଇବି) : ଫ୍ରାନ୍ସର ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ‘ଲା ସିନେଫ୍’
Read More...

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ରେ ବୁଡି ବୃଦ୍ଧ ନିଖୋଜ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପ୍ରତାପପୁର କେନାଲ୍‌ଛକ ନିକଟରେ ସ୍ନାନ ପାଇଁ ଯାଇ ଜଣେ ବୃଦ୍ଧ ଭାସି ଯାଇଥିବାର ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ପ୍ରତାପପୁର ଗ୍ରାମର ଲଛମନ ରାଉତ (୬୫) ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ
Read More...

ବିଜେଡିର ଗଡ଼ରେ ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଉଛି ନବୀନଙ୍କ ନିର୍ବାଚନ ମଣ୍ଡଳୀ ଆଉ ସେହି ଜିଲ୍ଲାର ହେଡ୍ କ୍ୱାଟର ଛତ୍ରପୁରକୁ ଆସନ୍ତି ନବୀନ ବାବୁ ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରତିଥର ଆସିଥାନ୍ତି । ଏପରିକି ନବୀନ ବାବୁଙ୍କ ବହୁ ଯୋଜନା, ରାଜ୍ୟସ୍ତରୀୟ, ଜାତୀୟସ୍ତରର
Read More...

୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା

କଟକ : ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ଖବର ମୁତାବକ, ଗତକାଲି ଶହେ ଟଙ୍କା ପାଇଁ ଅଭିଯୁକ୍ତ ବାପା ମାନସ ବେହେରା ତାଙ୍କ ପୁଅ
Read More...