Monthly Archives

March 2024

ଦାଦି ହୃଦୟମୋହିନୀଙ୍କ ତୃତୀୟ ପୂଣ୍ୟ ତିଥି ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶାଖା ଶାନ୍ତି ଅନୁଭୂତି ଭବନ ଠାରେ ବ୍ରହ୍ମାକୁମାରୀ ସଂସ୍ଥାର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ହୃଦୟମୋହିନୀ (ଗୁଲ୍‌ଜାର)ଙ୍କ ତୃତୀୟ ପୂଣ୍ୟ ତିଥି ପାଳନ କରାଯାଇଥିଲା ।…
Read More...

ଗୋହିରାପଦର ଗ୍ରାମରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗ୍ରାମରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଏକ ପୋଖରୀରୁ ବିରାଟ ଶୋଭାଯାତ୍ରାରେ ବାହାରି କଳସ ଆଣି ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହି…
Read More...

ଜନମୁକ୍ତି ଅନୁଷ୍ଠାନର ୨୦୨୩-୨୪ ବର୍ଷର ୨୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରିଗୁଡା ଗ୍ରାମରେ ୨୦୨୩-୨୪ବର୍ଷ ପାଇଁ ଜନମୁକ୍ତି ଅନୁଷ୍ଠାନର ୨୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ…
Read More...

ମୁରିବାହାଲ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ତଥା ବ୍ଲକ ଡବ୍ଲୁଇଓ ଭୀମରାମ ମାଝୀଙ୍କ…
Read More...

ଜାତୀୟ ଉତ୍ତମ ଦୟାଶୀଳ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ଉତ୍ତମ ଦୟାଶୀଳ‌ ଦିବସ' ପାଳନର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଆବଶ୍ୟକ ସମୟରେ ସାହାଯ୍ୟ ପ୍ରଦାନ କରନ୍ତି ସେମାନଙ୍କ ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବା । 'ଉତ୍ତମ ଦୟାଶୀଳ' ଶବ୍ଦ ବାଇବଲପେରେବଲରୁ ଆସିଛି ଯେଉଁଠାରେ ଜଣେ ସହୃଦୟ ବ୍ୟକ୍ତି…
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ ପରୀକ୍ଷାର୍ଥୀଙ୍କୁ ତିଲକ ଲଗାଇ ସଫଳତାର ମନ୍ତ୍ର ଦେଲେ ସ୍କୁଲ ଅଧ୍ୟକ୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଶମ ବୋର୍ଡ ପରୀକ୍ଷା ଫେବୃଆରୀ ୧୬ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା । ଯେହେତୁ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ଉପରେ ଚାପ ରହିଥାଏ, ଏହାକୁ ଦୂର କରିବା ପାଇଁ ସଫଳତାର ମନ୍ତ୍ର ଦେବା ସହ ରୀତିନୀତି ଅନୁସାରେ ତିଲକ ଲଗାଇ ଆଶୀର୍ବାଦ ପ୍ରଦାନ କରି…
Read More...

ଜିଲ୍ଳାସ୍ତରରେ ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରସ୍କାର ସହ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ…
Read More...

ଚଳିତ ଥରରୁ ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ଵତନ୍ତ୍ର ହୋମ୍-ଭୋଟିଙ୍ଗ ବ୍ୟସ୍ଥାପନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଠାରୁ ମତଦାନ ବ୍ୟବସ୍ଥାରେ କେତେଗୁଡ଼ିଏ ନୂତନ ବିଧିବଦ୍ଧ ବ୍ୟବସ୍ଥା କରାଯାଉଛି । ଯାହାକି ଚଳିତ ଥର ପାଇଁ ପ୍ରଥମଥର ଲାଗୁ ହେଉଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରର ଜିଲ୍ଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜ୍ୟରେ ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା

ଭଞ୍ଜନଗର ଏନ୍‌ଏସି ମୁନିସିପାଲିଟିକୁ ଉନ୍ନୀତ ହେଲା ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନ୍‌ଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି ।…
Read More...

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର : ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର । ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ । ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ…
Read More...