Daily Archives

ଯୁଧିଷ୍ଠିର ଦାସ ସାଲିସବିହୀନ ସଂଗ୍ରାମୀ ଥିଲେ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାଜ ଗଠନ ଲାଗି ଯୁଧିଷ୍ଠିର ଦାସ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅବିରାମ ଲଢେ଼ଇ ଜାରି ରଖିଥିଲେ । ନୀତି, ଆଦର୍ଶ, ମୂଲ୍ୟବୋଧ ଉପରେ ତାଙ୍କର ରାଜନୀତି ପର୍ଯ୍ୟବେସିତ ଥିଲା । ସର୍ବୋପରି ଏକ ଶ୍ରେଣୀ ବିହୀନ ତଥା ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ନିମନ୍ତେ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଏଲ୍‌ଏସ୍‌ କ୍ଲବକୁ ହରାଇ ଦୋସ୍ତି ବ୍ରଦର୍ସ ଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ (ସୋନୁ)ଙ୍କ
Read More...

ଯୁବ କୁଲୁତା ସମାଜ ତରଫରୁ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଦେଓଗାଁ ବ୍ଲକ ପଡିଆରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଦେଓଗାଁ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ଓ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା
Read More...

ସି.କେ. ନାୟଡୁ ଟ୍ରଫି : ଓଡିଶା ବନାମ ପଞ୍ଜାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା କର୍ଣ୍ଣେଲ ସି.କେ. ନାୟଡୁ ଟ୍ରଫିର ଦ୍ୱିତୀୟ ଦିବସରେ ପଞ୍ଜାବ ଦଳ ତାର ଅସମାପ୍ତ ପାଳି ୯୨/୩ରୁ ଆରମ୍ଭ କରି ସମୁଦାୟ
Read More...

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁମଯୋର ନିକଟ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ଵାରା ଜୟପାଟଣା ପୋଲିସର ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସୋମବାର
Read More...

ଉତ୍ତରପ୍ରଦେଶରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ

ଲ‌‌‌‌‌କ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିିତ ଥିଲେ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ
Read More...

ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣା

ସମ୍ବଲପୁର : ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଟ୍ରକ୍ ଚାପାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋମବାର ସକାଳୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ତେବେ କ୍ଷତିପୂରଣ ଦାବିରେ ପେଟ୍ରୋଲ ପମ୍ପ୍‌
Read More...

ଗାନ୍ଧୀ ମାର୍ଗରେ ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘର ଧାରଣା

ଭୁବନେଶ୍ୱର : ରାତି ପାହିଲେ ମାଟ୍ରିକ ପରୀକ୍ଷା । ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୩ ଦିନ ହେଲା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଦାବି ପୂରଣ କରା ନଗଲେ ଆମେ ପରୀକ୍ଷାରେ ଅସହଯୋଗ କରିବୁ ଏପରି କହି ଶିକ୍ଷକ
Read More...

କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ମାରି ଦେବାକୁ ଧମକ, ସହରର ୨ଟି ଜାଗାରେ ଲାଗିଛି ପୋଷ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ମାରି ଦେବାକୁ ଧମକ ଦିଆଯାଇ ସହରର ୨ଟି ଜାଗାରେ ପୋଷ୍ଟର ଲାଗିଥିବା ଆଜି ସକାଳୁ ଜଣାପଡ଼ିଛି । ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା କରିବା ସଂକ୍ରାନ୍ତରେ ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ
Read More...

ଅନ୍ୟ ପାଇଁ ବଞ୍ଚବାର ସଂକଳ୍ପ ନେବା

ଆଶୁତୋଷ ନାୟକ ଏ ବିଶ୍ୱ ବ୍ରହ୍ମାଣ୍ଡରେ ମନୁଷ୍ୟ ସର୍ବଶେଷ୍ଠ ପ୍ରାଣୀ । ଆମ ହିନ୍ଦୁ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି ଯେ, ମନୁଷ୍ୟ ଜୀବନ ଅତି ଦୁର୍ଲଭ କାରଣ ଏହା ବିଶ୍ୱାସ କରାଯାଏ ଅନେକ ତପସ୍ୟା ଏବଂ ପୁଣ୍ୟ ବଳରେ ଏହି ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ । ବିଶ୍ୱର ଅନେକ ପ୍ରସିଦ୍ଧ
Read More...