Yearly Archives

2023

ୱାର୍ଡ ନଂ ୧୦ ସୁଦପଡାରେ ପିଏଚ୍‌ଡି ପାଣିର ଅପଚୟ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଡ ନଂ ୧୦ ସୁଦପଡାରେ ପିଏଚ୍‌ଡି ପାଣିର ଅପଚୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପିଏଚ୍‌ଡି ପାଇପ୍ ଫାଟି ସୁଦପଡା ୱାର୍ଡ ନଂ ୧୦ରେ ରାସ୍ତାରେ ବହୁଳ ମାତ୍ରାରେ ପାଣିର ସୁଅ ଛୁଟୁଛି । ଲୋକେ ଖରା ମାସରେ ପାଣି ଟିକିଏ ପାଇଁ ଡହକ ବିକଳ ହେଉଥିବା ବେଳେ
Read More...

ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ଆଜି ଅପରାହ୍ନ ସମୟରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରାଜ୍ୟର ଜଣେ ବୃଦ୍ଧା ମହିଳା ଏବଂ ଜଣେ ଯୁବତୀ
Read More...

କଥା କଟାକଟିକୁ ନେଇ ବଲାଙ୍ଗିର ସହର ତାଲପାଲିପଡାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାକଟାକଟିକୁ ନେଇ ମରଣାନ୍ତକ ଆକ୍ରମଣ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତାଲପାଲିପଡାରେ । ଜଣେ ଯୁବକଙ୍କୁ କିଛି ଦୃବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି
Read More...

ଅଗ୍ନିବୀର ନିଯୁକ୍ତି ରାଲି ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ତା ୧୬/୦୬/୨୩ରୁ ତା ୧୯/୦୬/୨୩ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ସେନା ନିଯୁକ୍ତି ଅଧିକାରୀଙ୍କ ତତ୍ୱାବଧାନରେ ଅଗ୍ନିବୀର ନିଯୁକ୍ତି ରାଲି (ଅଗ୍ନିପଥ ଯୋଜନା) ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଅଗ୍ନିବୀର ସେନା ନିମନ୍ତେ ପଞ୍ଜିକୃତ କରି ଯୋଗ୍ୟ
Read More...

‘ଭଏସ ଅଫ୍ ଆଲୋକ’ର ନିଆରା ପ୍ରୟାସ “ପ୍ରତିଭାର ଖୋଜ୍”

ଭୁବନେଶ୍ୱର : “ଭଏସ୍‌ ଅଫ୍‌ ଆଲୋକ” ଫେସବୁକ୍‌ ପେଜର ଏକ ଅଭିନବ ପ୍ରୟାସ ହେଉଛି “ପ୍ରତିଭାର ଖୋଜ୍” । ପ୍ରତି ରବିବାର ସନ୍ଧ୍ୟା ୬ ଟାରେ ନୂଆ ନୂଆ କଳାକାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି । ଉକ୍ତ କାର୍ଯ୍ୟକ୍ରମକୁ ଲାଇଭ ସମୟରେ ପ୍ରାୟ ୫ ହଜାରରୁ
Read More...

ବିଶ୍ୱ ରକ୍ତଦାତା ଦିବସ : ଶରୀରଦାନ, ଚକ୍ଷୁଦାନ ସହ ରକ୍ତଦାନ

ବରଗଡ, (ନିରୋଜ କୁମାର ପାଣୀ) : କଲ୍ୟାଣୀ ସଂସ୍ଥା ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି "ବିଶ୍ୱ ରକ୍ତଦାତା ଦିବସ" ଅବସରରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଏବଂ ଦଶଟି ସକ୍ରିୟ ଅଗ୍ରଣୀ ସଂଘକୁ ନେଇ ମିଳିତ ଭାବେ ବିଜୁ ପଟ୍ଟନାୟକ ଟାଉନହଲଠାରେ ପାଳନ କରିଛି । ଆଜିର ଏହି କାର୍ଯ୍ୟକ୍ରମକୁ
Read More...

ନିଟ୍‌ରେ ଅନିକେଶଙ୍କ ସଫଳତାକୁ ନେଇ ସଇଁତଲାରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ସହରର ବାସିନ୍ଦା ତଥା ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ପୁଅ ବଲାଙ୍ଗିର ଯୁବୋଦୟ ଛାତ୍ର ଅନିକେଶ ପାଣିଗ୍ରାହୀ ସମୁଦାୟ ୬୨୪ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ
Read More...

ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ : ଅସହ୍ୟ ତାତିରେ ମନମୁଖୀ ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳ ବିକଳ, ବିଦ୍ୟୁତ ବିଭାଗୀୟ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ଗତ କିଛି ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଅସହ୍ୟ ତାତି ଅନୁଭୂତି ହେଉଥିବା ବେଳେ ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ ଅଛି । ଏପରି ସ୍ଥଳେ ବିଦ୍ୟୁତ ବିଭାଗର
Read More...

ସରକାର, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ କୋସଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ : ବଲାଙ୍ଗିର ବାଇପାସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ କୋସଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ । ଶ୍ରୀ ମିଶ୍ର ଆହ୍ୱାନ ଦେଇ କହିଛନ୍ତି ଯେ, ଗତକାଲି ବଲାଙ୍ଗିର ଜିଲ୍ଲା ଛୁଇବନ୍ଧଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହେବା ସହ
Read More...

ରୋଟାରୀ କ୍ଲବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡ୍‌ର ବହୁମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବରିଷ୍ଠ ନାଗରିକମାନଙ୍କର ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର
Read More...