Yearly Archives

2023

ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

କରଞ୍ଜିଆ : ଶିମିଳିପାଳ ଉତ୍ତର ଅଭୟାରଣ୍ୟ କେନ୍ଦୁମୁଣ୍ଡି-ବାରାକାମୁଡା ସେକ୍ସନର ଗାମୁଛାଝରଣ ନିକଟରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରେ କାର୍ଯ୍ୟରତ ଥିବା ଜଣେ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇଥିବେ ଖବର ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବହଳଦା ନିବାସୀ ଅପର ବାରାକାମୁଡା
Read More...

ଜି-୨୦ କୃଷିମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

“ଅର୍ଥନୀତିର ଗୋଟିଏ କ୍ଷେତ୍ରର ଦାୟିତ୍ୱ ସମ୍ଭାଳିବା କୃଷିମନ୍ତ୍ରୀଙ୍କର ଏକମାତ୍ର କାର୍ଯ୍ୟ ନୁହେଁ, ତାଙ୍କୁ ମଧ୍ୟ ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ କାମ କରିବାକୁ ପଡିବ”“ ‘ବ୍ୟାକ୍ ଟୁ ବେସିକ୍ସ’ଓ ମାର୍ଚ୍ଚ ଟୁ ଫ୍ୟୁଚର-ଏହି ଦୁଇ ତତ୍ତ୍ୱ୍ୱର ସଂଯୋଜନ ହିଁ ଭାରତର ନୀତି”“ଆସନ୍ତୁ
Read More...

ରଜ ପର୍ବ ଅବସରରେ ଦହି ପଣା ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅସହ୍ୟ ତାତି ଓ ଗୁଳୁଗୁଳିରୁ ପଥିକମାନଙ୍କ ତୃଷା ନିବାରଣ ପାଇଁ ଗ୍ଲୋବାଲ ୨୨୨ ସଂଗଠନ ପକ୍ଷରୁ ଦହି ପଣା ବଣ୍ଟନ କରାଯାଇଛି । ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ରଜ ପର୍ବ ଅବସରରେ ଡେଲାଙ୍ଗ - ଇନ୍ଦିପୁର ରାସ୍ତାର ପାଟପୁର
Read More...

ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସଇଁତଲା ବିଜେପି ଦଳର ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ସହରରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଉଥିବା ବେଳେ ତାତିରେ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହି ପ୍ରଚଣ୍ଡ ତାତିରେ ଲୋକେ ପଦାକୁ ବାହାରିବା ପାଇଁ କଷ୍ଟକର ହୋଇ ପଡୁଥିବା
Read More...

ତୁଲଣ୍ଡିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କଲେ ନରସିଂହ

୧୩ ଜଣ ହିତାଧିକାରୀଙ୍କୁ ହେଲା ଗୁହାଳ ବଣ୍ଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତର ତୁଲଣ୍ଡିଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ଦିଆଯାଇଛି । ନିଜ ବିଧାୟକ
Read More...

ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଜ୍ୟୋତି ଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସନାତନ ବୈଦିକ ଧର୍ମରକ୍ଷକ ଆଦିତ୍ୟ ବାହିନୀର ପ୍ରତିଷ୍ଠାତା ଅନନ୍ତ ବିଭୂଷିତ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୧ତମ ପ୍ରାକଟ୍ୟ ଉତ୍ସବ ପାଳିତ ହୋଇଯାଇଛି ।
Read More...

ଜିଲ୍ଲା ସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ…

ସୁବର୍ଣ୍ଣପୁର : (କେପିଏନ୍‌ଏସ୍‌) : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ଶ୍ରୀମତୀ ମମତା ସାହୁଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦେବା ଅବସରରେ ମିଶନଶକ୍ତି ମା'ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା ଜିଲ୍ଲାପାଳଙ୍କ
Read More...

କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ରଜ ପର୍ବ ସମ୍ଭାର ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁରଠାରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତିନିଦିନିଆ ରଜ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ମହାଆଡମ୍ବର ତଥା ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି ।ବିଶେଷ କରି ଗ୍ରାମର କନ୍ୟାମାନଙ୍କ ମଧ୍ୟରେ
Read More...

ଲୋକକଳା ସଙ୍ଗମ -୨୦୨୩ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସୁରସଙ୍ଗମ ସାଂସ୍କୃତିକ ସାଂସଦ, ଲୋଇସିଂହା ଦ୍ୱାରା ଆୟୋଜିତ ଲୋକକଳା ସଙ୍ଗମ ୨୦୨୩ ଲୋଇସିଂହା ସ୍ଥିତ ସୁରସଙ୍ଗମ ନାଟ୍ୟ ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ
Read More...

କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତାମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାକୁ ୬୬%…

ଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି । ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା
Read More...