ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ
● ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ● ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱଗୁରୁ ଭାବେ ରୂପାନ୍ତରିତ କରିବ : ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ● ଭୁବନେଶ୍ୱରରେ ଏନଇପି-୨୦୨୦କୁ ନେଇ ମିଳିତ ସାମ୍ବାଦିକ!-->…
Read More...
Read More...