ସିଭିଲ୍ କୋର୍ଟ ପରିସରରେ ସ୍ପେଶାଲ୍ ଜଜ୍ଙ୍କ ପେପରଲେସ୍ କୋର୍ଟ ଉଦ୍ଘାଟିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରେ ଆଜି ସକାଳ ୯ଟା ୩୦ ମିନିଟ ସମୟରେ ସ୍ପେଶାଲ ଜଜ୍ (ଭିଜିଲାନ୍ସ)ଙ୍କ ପେପରଲେସ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଛନ୍ତି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍!-->…
Read More...
Read More...