Yearly Archives

2023

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡରେ ମଧ୍ୟ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ
Read More...

ରାସ୍ତା ପାର୍‌ ହେବା ବେଳେ ବନ୍ୟାଜଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ବୁଢା ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯାଜପୁର ବ୍ଲକ ଶିମିଳିଆ ପଞ୍ଚାୟତର ଓଳେଇପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଓଳେଇପଡ଼ା ଅଞ୍ଚଳ ଅକ୍ଷୟ କୁମାର ନାୟକ ବୁଢା ନଦୀ ପାର୍‌ ହେଉଥିଲେ । ଏହି ସମୟରେ ହଠାତ୍‌ ସେ ପାଣିରେ
Read More...

ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି

କଟକ : ଲଗାଣ ବର୍ଷା ଯୋଗୁଁ କଟକ ମା' ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି । ମନ୍ଦିର ଭିତରେ ପାଣି ପଶିବାରୁ ମା'ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
Read More...

ବିଷାକ୍ତ ଛତୁ ଖାଇ ୫ ଅସୁସ୍ଥ

ଭବାନୀପାଟଣା : ଜୁନାଗଡ଼ ଥାନା ଅନ୍ତର୍ଗତ ବାନ୍ଧନପଲା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରୁତର । ଏମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । ସେମାନଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବାନ୍ଧନପଲା
Read More...

ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦେଇଛି ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ସକାଳୁ ଆନ୍ଦୋଳନକାରୀମାନେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଯାନବାହାନ
Read More...

ଓଡିଶା ଖାଦ୍ୟ ଆୟୋଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

ଖାଦ୍ୟ ନିରାପତ୍ତା ଯୋଜନାରେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ଅଛନ୍ତି ବୋଲି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ସୂଚନା ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ବୁଧବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି
Read More...

ସରକାରୀ ଚାକିରିରେ ନିରପେକ୍ଷ ଭାବେ ନିଯୁକ୍ତି ଦାବୀ

ଭୁବନେଶ୍ୱର ସ୍ଥିତ ଲୱେର ପିଏମ୍‌ଜିଠାରେ ଗଣଧାରଣା ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଲୱେର ପିଏମ୍‌ଜିଠାରେ ଗଣଧାରଣା ସଂଗଠିତ ହୋଇଥିଲା । ଧାରଣା ସ୍ଥଳରେ ସରକାରୀ ଚାକିରି ପାଇଁ ଆଶାୟୀ ପାର୍ଥୀମାନେ ସଂଗଠିତ ହେବାର ଦେଖିବାକୁ ମିଳିଛି । ଏହି ଗଣଧାରଣା
Read More...

ଖଗ୍‌ସାବାହାଲ୍‌ ଗାଁକୁ ମାଡ଼ିଲା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଗ୍‌ସାବାହାଲ୍‌ ଗାଁକୁ ମାଡ଼ିଲା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ ପାଣି । ବିସ୍ଥାପନ ପାଉଣା ବାକି ଥିବା କହି ଗାଁରେ ୮ଟି ପରିବାର ଗାଁ ଛାଡ଼ିବାକୁ ନାରାଜ ଥିବା ବେଳେ ଡ୍ୟାମ୍‌ ପାଣି ମାଡ଼ି ଆସିବାରୁ ଆଜି ସକାଳୁ ସେମାନଙ୍କୁ ଚୁଡ଼ାପାଲି ସ୍ଥିତ ଅସ୍ଥାୟୀ
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ତଥା ଆଖ ପାଖ ଅଞ୍ଚଳରେ ଗତ ଦୁଇ ଦିନ ହେଲା ଲଗାତାର ବର୍ଷା ହେଉଛି ଫଳରେ ମାନସିକ ରୋଗୀ ତଥା ଅସହାୟ ବୃଦ୍ଧ, ବୃଦ୍ଧା ବ୍ୟକ୍ତି ଯଦି କୌଣସି ସ୍ଥାନରେ ରହିଥିବେ ତା'ହେଲେ ସଂକଳ୍ପ ପରିବାର ସହିତ ଯୋଗାଯୋଗ କରିବାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଅନୁରୋଧ
Read More...

ତିନିଦିନ ଭିତରେ ୬ଟି ଦୋକାନର ତାଲା ଭାଙ୍ଗି ଚୋରି ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ସିରିଏଲ୍ ଚୋରି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଚାରିଦିନ ହେବ ବିଳମ୍ବିତ ରାତିରେ ୬ଟି ଦୋକାନ ଘର କବାଟ ତାଲା କାଟି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ଚାରି ଛକ
Read More...