ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ମିଳିଲା ୧୭ ପଦକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେଠାରେ ୩୫ତମ ସବ୍ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ସର୍ବମୋଟ ୪୨୧ ଜଣ କରାଟେକା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ୨୮ ଓ ୨୯ ଅକ୍ଟୋବର ଦୁଇ ଦିନ ଧରି ହୋଇଥିବା!-->…
Read More...
Read More...