Yearly Archives

2023

ଛତ୍ରପୁର ଲକ୍ଷ୍ମୀବଜାର ପୂଜାମଣ୍ଡପ ମନ୍ତ୍ରଧ୍ୱନିରେ ପ୍ରକମ୍ଫିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାର ପୂଜାମଣ୍ଡପରେ ଚିତାକର୍ଷକ ମୃଣ୍ମୟୀ ଗଜଲକ୍ଷ୍ମୀ ମେଢ଼ରେ ପୂଜା ପାଉଛନ୍ତି । ଦୈନିକ ପ୍ରଭାତରୁ ମଧ୍ୟାହ୍ନ ଏବଂ ଅପରାହ୍ନରୁ ରାତ୍ରୀ ୧୧ଘଣ୍ଟା ପର୍ଯ୍ୟନ୍ତ ଅସ୍ଥାୟୀ ପୂଜାମଣ୍ଡପରେ ମୃଣ୍ମୟୀ ଦେବୀ
Read More...

ନିଶୁଳ୍କ ବୃହତ୍ ସ୍ୱାସ୍ଥ୍ୟ ଶିବିରର ଆନୁଷ୍ଠାନିକ ଉଦ୍‌ଘାଟନ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ସ୍ଥିତ ଡାଇମଣ୍ଡ ଟ୍ୟାଙ୍କ ନିକଟସ୍ଥ ବୀରବ୍ରହ୍ମେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ "ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ" ସାମାଜିକ ଅନୁଷ୍ଠାନ ତରଫରୁ ଆୟୋଜିତ ଚକ୍ଷୁ ଚିକିତ୍ସା ତଥା ଆବଶ୍ୟକୀୟ ଅସ୍ତ୍ରୋପଚାର, ରକ୍ତ ଶର୍କରା ପରୀକ୍ଷା ତଥା
Read More...

ତାଲପାଲିପଡ଼ାରେ ୧୨ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ୱାର୍ଡ ନଂ ୩ ଅନ୍ତର୍ଗତ ତାଲପାଲିପଡ଼ା ଠାରେ ବଡ଼ ଧୁମଧାମରେ ୧୨ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ ଆନନ୍ଦ ବନ୍‌ଛୋର ଓ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚନା ବନ୍‌ଛୋର ବସିଥିବା ବେଳେ ପୂଜାରେ ମାଁଙ୍କ ଆଳତି ପ୍ରତିଦିନ
Read More...

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ପୋକସୋ କୋର୍ଟ ବିଚାରପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ବଲାଙ୍ଗିର ପୋକସୋ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତ ପୁଇଁତଲା ଥାନା ମହାକୁରପାଲିର ସଦାନନ୍ଦ ନାଗ (୨୬)
Read More...

କେନ୍ଦ୍ରିକଳା ଗ୍ରାମରେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

ବଣାଇ, (ହବିବ ମହମ୍ମଦ) : ଐତିହାସିକ କେନ୍ଦ୍ରିକଳା ଗ୍ରାମ ନିଜ କଳା କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପାଇଁ ରାଜାରାଜୁଡ଼ା କାଳରୁ ଖ୍ୟାତି ସମ୍ପନ୍ନ । ପ୍ରତିବର୍ଷ ଭଳି ଏବର୍ଷ ପାରମ୍ପରିକ ପ୍ରଥା ଅନୁଯାୟୀ ମା' ଲକ୍ଷ୍ମୀଙ୍କ ପୂଜା ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅନେକ
Read More...

ପାଣି ନାହିଁ ତ ଭୋଟ ନାହିଁ : ବଡଟିକା ଶ୍ରୀରାମ ଯୁବକ ସଂଘ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ । ତେବେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ନଅଗାଁ (ଖ), ବଡଟିକା, ବେନ୍ଦ୍ରା ଓ
Read More...

ରୂପକ ହନୁମାନ ହତ୍ୟା ମାମଲା, ଅନ୍ୟତମ ଅଭିଯୁକ୍ତ ଲିଚୁ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ଓରଫ କିଲୁ ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ଲୋଇସିଂହା ପୋଲିସ । ଦୀର୍ଘ ୧୮ ମାସ ପରେ ବଲାଙ୍ଗିର ରେଲଷ୍ଟେସନରୁ ଅଭିଯୁକ୍ତ ସତ୍ୟଜ୍ୟୋତି ବାଗ ଓରଫ ଲିଚୁକୁ ପୋଲିସ ଗିରଫ
Read More...

ମୁରିବାହାଲ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

୨୭୬ଟି ପ୍ରକଳ୍ପ ପାଇଁ ୧୧କୋଟି ଟଙ୍କାର ଅନୁଦାନ ମଞ୍ଜୁର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଆମ ଓଡ଼ିଶା ନବୀନ ଓଡ଼ିଶାର ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିଡିଓ କନଫରେନ୍ସି
Read More...

କପିଲାଭଟା ଗାଁରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ସ୍ଥାନୀୟ ପୁରୁଣା ମିଲଘର ଛକଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ଗ୍ରାମର ଲୋକମାନେ ଉପସ୍ଥିତ
Read More...

ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ତଥା ପାଲେଷ୍ଟାଇନ ସଂହତି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟଠାରେ ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ତଥା ପାଲେଷ୍ଟାଇନ ସଂହତି ଦିବସ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ପାଳନ କରାଯାଇଛି । ଏହି ଉତ୍ସବରେ ଲାଲ ପତାକାକୁ ଉତ୍ତୋଳନ କରିଥିଲେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ
Read More...