Monthly Archives

February 2023

ସରଲା ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ସରଲା ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ନରୋତ୍ତମ ତାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ରଶ୍ମିରେଖା ଦାଶ ମୁଖ୍ୟ ଅତିଥି, ବିଶିଷ୍ଟ
Read More...

ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଇଓ ଭାଗିରଥି
Read More...

ମୁଭ୍ ଫର୍ ଆର୍ଥ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱିଚ ଅନ୍‌ ଫାଉଣ୍ଡେସନ୍‌ ତରଫରୁ ଡ୍ରିମ୍ ଇଣ୍ଡିଆର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର, ଗୁଡ଼ଖାପାଲା ଏବଂ କୁଲୁତାପଡ଼ା ଗ୍ରାମପଞ୍ଚାୟତରେ ମୁଭ୍ ଫର୍ ଆର୍ଥ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ରୁପାଧର ପୁଟାଙ୍କ
Read More...

ତୃତୀୟ ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

କୃଷି ସଂବନ୍ଧୀୟ ଆଲୋଚନାଚକ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାର ଆଜି ତୃତୀୟ ଦିବସରେ କୃଷି
Read More...

କମ୍ୟୁନିଷ୍ଟ ନେତା କାମରାଜୁ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବାନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପିଲାଟି ଦିନରୁ ପଞ୍ଚାୟତ ଲୋକଙ୍କ ସେବା କରିବା ମନଭାବ ରଖିଥିଲେ ବଡ ହୋଇ ଲୋକଙ୍କ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଗରିବଙ୍କ ପାଇଁ ସରକାର ସହିତ ଲଢେଇ କରିବା, ୧୯୮୫ ମସିହାରେ ହୋଇଥିବା ଲବଣ
Read More...

ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ କରିବାକୁ ଉଦ୍ୟମ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଆରଡିଓ ଝସକେତନ ମେହେର, ରକ୍ଷକ
Read More...

ଫକୀର ଚରଣ ପାଢ଼ୀଙ୍କ ‘ତୁଷାର ମାନବ’ ଲୋକାର୍ପିତ ଓ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶିଷ୍ଟ ସାହିତ୍ୟିକ ଫକୀର ଚରଣ ପାଢ଼ୀଙ୍କ ରଚିତ "ତୁଷାର ମାନବ' ପୁସ୍ତକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧ ବାର୍ଷିକ ସତ୍ୟବାଦୀର ପଞ୍ଚସଖା ସମାଧି ପୀଠରେ ଉତ୍କଳ ସମ୍ମିଳନୀ ପୂରୀ ଜିଲ୍ଲା ଶାଖାର ପାଳନ ଅବସରରେ ଲୋକାର୍ପିତ ହୋଇଯାଇଛି ।
Read More...

କଲରାପତରିଆ ବାଘ ଆତଙ୍କ : ୧ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ସିନାପାଲି ରେଞ୍ଜ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ହିରାପୁରଠାରେ କଲରାପତରିଆ ବାଘ ଆତଙ୍କ ଦେଖାଯାଇଛି । ବାଘର ରାମ୍ପୁଡ଼ା ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ହିରାପୁର ଗ୍ରାମର ସେନାପତି
Read More...

ପରିବେଶ ସୁରକ୍ଷା ନେଇ ଟିଟିସିଲେଟରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ସାଇକେଲ ଯାତ୍ରା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତର ଟିଟିସିଲେଟ ଗ୍ରାମରୁ ବଙ୍ଗୋମୁଣ୍ଡା ଫାଷ୍ଟ ଅନୁଷ୍ଠାନର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା ରାଲି ସାଇକେଲ ଆରୋହୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ
Read More...

ଝାରସୁଗୁଡ଼ାରେ ଏସ୍‌ସିବିର ୪ ଜଣିଆ ମନସ୍ତତ୍ୱବିତ୍ ଟିମ୍ : ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡ଼ାରେ ଏସ୍‌ସିବିର ୪ ଜଣିଆ ମନସ୍ତତ୍ୱବିତ୍ ଟିମ୍ ପହଞ୍ଚିଛନ୍ତି । ଏମାନଙ୍କ ଭିତରେ ଦୁଇଜଣ ମାନସିକ ରୋଗ ବିଶେଷଜ୍ଞ ଥିବା ସୂଚନା ରହିଛି । ଗୋପାଳଙ୍କର ମାନସିକ ସ୍ଥିତି
Read More...