Yearly Archives

2022

ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଣ୍ଡା ମାଡ ଘଟଣା : ପୁଇଁନ୍ତଲା ଥାନାରେ ଦୁଇ ଜଣ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଣ୍ଡା ମାଡ ଘଟଣାକୁ ନେଇ ପୁଇଁନ୍ତଲା ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ପେକ୍ସ ପରିଦର୍ଶନରେ ଯିବା ସମୟରେ ବିଜେଡି କର୍ମୀ ମାନେ
Read More...

ସାଇବର ଥାନା ପୋଲିସ ଦ୍ୱାରା ସନ୍ତୋଷ ଭୋଳ ଗିରଫ ନେଇ ଏସ୍‌ଡିପିଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ବ୍ୟକ୍ତି ସନ୍ତୋଷ ଭୋଳ ଆଜି ସାଇବର ପୋଲିସ ଦ୍ୱାରା ଗିରଫ ହୋଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ସନ୍ତୋଷ ବିରମୁଣ୍ଡା ଠାରେ ଥିବା ଲୋଇସିଂହା ଅଂଚଳର କିଛି ଲୋକମାନଙ୍କଠୁ ଚାକିରି
Read More...

ପେନସନ୍ ଓ ପ୍ରମୋସନ ଅଦାଲତ ଖୁବ୍‌ଶୀଘ୍ର

ପେନସନ୍ ପାଇବାକୁ ଥିବା କର୍ମଚାରୀଙ୍କ ପାଇଁ ଖୋଲିବ ହେଲ୍ପଡେସ୍କପଦୋନ୍ନତି ପାଇଁ ବିଚାର କରିବେ କମିଟି ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର । ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନିୟମାନୁଯାୟୀ
Read More...

କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି କଟାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଓ ସମ୍ପାଦକ ଦିନେଶ ଭୋଇଙ୍କ ସମ୍ପାଦନାରେ ଏକ ଗୀତ, ପ୍ରବନ୍ଧ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ
Read More...

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ଷକ ସାଜିଲେ ଶିକ୍ଷକ ଦିବସ କୁମାର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସ୍ୱେଚ୍ଛାସେବୀ ତଥା ଶିକ୍ଷକ ଦିବସ କୁମାର ସାହୁ ତାଙ୍କର ନିଃସ୍ୱାର୍ଥପର ସେବା ମନୋଭାବ ପାଇଁ ସବୁଠାରେ ପରିଚିତ ଅଛନ୍ତି । ମଙ୍ଗଳବାର ଦିନ ତାଙ୍କର ଏକ କାର୍ଯ୍ୟକୁ ଗାଇସିଲେଟ ବ୍ଲକର
Read More...

କପିଲାଭଟା ଏମ୍‌ଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ବିଇଓଙ୍କ ଦ୍ୱାରସ୍ଥ ହେଲେ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଏମ୍‌ଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଆଜି ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ ଦ୍ୱାରସ୍ଥ ହୋଇ ଆଲୋଚନା କରିଛନ୍ତି କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ । କପିଲାଭଟା ଏମ୍‌ଇ ସ୍କୁଲରେ ପ୍ରଥମରୁ
Read More...

ବଲାଙ୍ଗିର ଲୋକ ଉତ୍ସବର ସ୍ମରଣିକା ପାଇଁ ଲେଖା ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଆସନ୍ତା ୨୦ ଜାନୁୟାରୀରୁ ୨୪ ଜାନୁୟାରୀ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଏକ ସୁଦୃଶ୍ୟ ସ୍ମରଣିକା ପ୍ରକାଶ ପାଇବ । ସ୍ମରଣିକା ନିମନ୍ତେ ପଶ୍ଚିମ ଓଡିଶାର ଲୋକ ସାହିତ୍ୟ, ଲୋକ ଧାରା, ଲୋକ
Read More...

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଠାରେ ମହାମହର୍ଷି ବ୍ୟାସଦେବ ଓ ଶ୍ରୀ ଗଣେଶଙ୍କ ବିଗ୍ରହ ସ୍ଥାପନା ପରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଆଜି
Read More...