Yearly Archives

2022

ବ୍ରହ୍ମପୁର ମେଡିକାଲ କମ୍ପାସ ସ୍କୁଲ ପରିସରରେ ଦୁଇ ଜଣ ପୂର୍ବତନ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଭୌଗଳିକ ସୂଚନା କଂଗ୍ରେସରେ 'ଚିଲିକା ଦା ପ୍ରୋଭାଇଡ଼ର' ଚିଲିକା ଉପକୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଙ୍ଗ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ବେକ୍ଷଣ ରିପୋର୍ଟ ପାଇଁ, ବ୍ରହ୍ମପୁରର ମେଡିକାଲ
Read More...

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଗଞ୍ଜାମବାସୀଙ୍କ ତରଫରୁ ପ୍ରତ୍ୟେକ ବର୍ଷ ବସ୍‌ ସେବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିରହି ଆସିଛି । ଶୁକ୍ରବାର ଦିନ ଗଞ୍ଜାମ ସହରବାସୀଙ୍କ ପକ୍ଷରୁ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ
Read More...

ସିପିଆଇ ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଆଞ୍ଚଳିକ ପରିଷଦ ଜୋନ୍‌ର କରାପଲ୍ଲୀ ଗ୍ରାମରେ ସିପିଆଇ ଶାଖାର ବାର୍ଷିକ ସମ୍ମିଳନୀ ସୋମବାରିଆ
Read More...

ସହରର ରେଷ୍ଟୁରାଣ୍ଟ, ଢାବା ଓ ରାସ୍ତାକଡରେ ଥିବା ହୋଟେଲଗୁଡିକୁ ଚଢାଉ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ତରଫରୁ ସହରରେ ଥିବା ରେଷ୍ଟୁରାଣ୍ଟ, ଢାବା ଓ ରାସ୍ତାକଡର ହୋଟେଲଗୁଡିକୁ ଚଢାଉ କରାଯାଇଛି । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିବା ବେଳେ ଚଢାଉରେ ସହରର ରେଷ୍ଟୁରାଣ୍ଟ, ଢାବା ଓ ରାସ୍ତାକଡରେ ଥିବା
Read More...

ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ

କୁସମେଲକୁ ହରାଇ ସମଲେଶ୍ୱରୀ କ୍ଲବ ସେମିଫାଇନାଲରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ କଲ୍ୟାଣ ଯୁବ ସଂଘ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ପ୍ରତିଯୋଗିତା ଚତୁର୍ଥ ଦିନର ଖେଳ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଖେଳରେ ୧-୦ ଗୋଲରେ ସକମାକୁ
Read More...

ସିଏନ୍‌ସି ମହାବିଦ୍ୟାଳୟର କ୍ୟାରିୟର କନ୍‌କ୍ଲେଭ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟରେ ଚାଲିଥିବା କ୍ୟାରିୟର କନ୍‌କ୍ଲେଭ ଉଦ୍‌ଯାପିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ସଂପୂର୍ଣ୍ଣ ଭାବରେ ଗଢି ତୋଳିବା ଏବଂ ଏକ ଉଜ୍ୱଳ ଭବିଷ୍ୟତ ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ
Read More...

ନଟରାଜ କଳା ପରିଷଦର ରଜତ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦ ଆଜି ଐତିହାସିକ କୋସଲ କଳାମଣ୍ଡଳ ଠାରେ ତାର ରଜତ ଜୟନ୍ତୀ ଉତ୍ସବ ପାଳନ କରିଛି । ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ
Read More...

ସଦର ଥାନାକୁ ଆସି ଆତ୍ମସମର୍ପଣ କଲା ପଳାତକ ଆସାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ଥାନାକୁ ଆସି ଆତ୍ମସମର୍ପଣ କରିଛି ପଳାତକ ଆସାମୀ ବୁଠି ଓରଫ ରାଜେଶ ନାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ଆସାମୀ ବୁଠି ବଲାଙ୍ଗିର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଚୋରି ଓ ରାହାଜାନି ମାମଲାରେ ବଲାଙ୍ଗିର ଏସ୍‌ଡିଜିଏମଙ୍କ କୋର୍ଟରେ
Read More...

ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଲା କନ୍ୟାକିରଣ ଫାଉଣ୍ଡେସନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଛି କନ୍ୟାକିରଣ ଫାଉଣ୍ଡେସନ୍‌ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଡେବିରିପାଲି ଗ୍ରାମର ଦୀପାଞ୍ଜଳି ଖମାରୀ(୧୬) ୧୦ ବର୍ଷ‌ ଆଗରୁ ନିଜ ବାପାଙ୍କୁ ହରାଇ ବିଧବା ମା' ସହ
Read More...

ପାଟଣାଗଡ଼ ହସ୍ପିଟାଲରେ ଡାକ୍ତର ପଦବୀ ପୂରଣ ଦାବୀରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଗଣଧାରଣା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଡାକ୍ତରଖାନା ଆଗରେ କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ର ଉପଖଣ୍ଡ
Read More...