ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସଭାର ତ୍ରୟୀବାର୍ଷିକ ଅଧିବେଶନ ଓ ନୂଆଁଖାଇ ଭେଟ୍ଘାଟ୍
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନରସିଂହ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ତ୍ରୟୀବାର୍ଷିକ ଅଧିବେଶନ, କର୍ମକର୍ତ୍ତା ନିର୍ବାଚନ ଓ ନୂଆଁଖାଇ ଭେଟ୍ଘାଟ୍ ସଭାପତି ଗିରିଧାରୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଭଗବାନ ପର୍ଶୁରାମଙ୍କ!-->…
Read More...
Read More...