Yearly Archives

2022

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୩ଟି ବିଷୟରେ ଖୋଲିଲା ପିଜି

କେନ୍ଦୁଝର : ସ୍ଥାନୀୟ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ଟି ବିଷୟରେ ପିଜି ବା ସ୍ନାତକୋତ୍ତର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି । ସବୁ ବିଭାଗରେ ୧୬ ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖା ହେବ । ସେହିପରି ଭୂତତ୍ତ୍ୱ
Read More...

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୬ ମୃତ, ୨୪ ଆହତ

କାବୁଲ : ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୨୪ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ରାର୍ଥନା ସମୟରେ ଏହି
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଚାଲାଣ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ(୫୨)ଙ୍କୁ ଗାଁ ପାଖ ଏକ ଧାନ ଖଳାରେ ନୃଶଂସ ଭାବେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା । ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ମୃତକଙ୍କ ସ୍ତ୍ରୀ ସାଧନୀ
Read More...

୮ ବ୍ଲକକୁ ପାନୀୟଜଳ ଯୋଗାଣ ନେଇ କ୍ୟାବିନେଟ୍‌ ଅନୁମୋଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟଜଳ ଯୋଗାଇ ଦିଆଯିବ । ଏଥି ନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ
Read More...

ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ମୃତ୍ୟୁ

କେନ୍ଦୁଝର : ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍‌ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚମ୍ପୁଆ
Read More...

ଖବରକାଗଜ “ସକାଳ”ର ତୃତୀୟ ବର୍ଷରେ ପଦାର୍ପଣ : ବ୍ରହ୍ମପୁର ଅଫିସ ତରଫରୁ ବିଶିଷ୍ଟ ବ୍ୟକ୍ତିଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖବରକାଗଜ 'ସକାଳ' ସଫତଳାର ସହ ତୃତୀୟ ବର୍ଷରେ ପଦାର୍ପଣ କରିଛି । ଏ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ସକାଳ ଓ ନନ୍ଦିଘୋଷ ଟିଭି ଗୃପ ପକ୍ଷରୁ ଡ଼ିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼୍‌ସ ଦିବସ ଭାବେ ପାଳନ ପରିପ୍ରେକ୍ଷୀରେ ପ୍ରଭାତ ଫେରି ସ୍ୱରୂପ ଏକ
Read More...

ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ପିଜି ଡ଼ିଗ୍ରୀ ଶ୍ରେଣୀ ଖୋଲିବାକୁ ଅନୁମୋଦନ ସରକାରଙ୍କ ଏକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଭାବେ ବହୁବର୍ଷ ପୂର୍ବରୁ ମାନ୍ୟତା ମିଳିଥିବା ବେଳେ ଏଠାରେ ସ୍ନାତକୋତ୍ତର ଓଡ଼ିଆ ଓ ଇତିହାସ ବିଭାଗ ୧୯୯୩-୯୪ ଶିକ୍ଷାବର୍ଷରେ
Read More...

ବିଶ୍ୱ ଏଡ଼୍‌ସ ଦିବସ ଉପଲକ୍ଷେ ସଚେତନତା ରାଲିର ଶୁଭାରମ୍ଭ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ବିଶ୍ୱ ଏଡ଼୍‌ସ ଦିବସ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟଫାଟକ ଠାରୁ ସିଡିଏମ୍‌ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବାକୁ ଥିବା ରାଲିର ଶୁଭାରମ୍ଭ କଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଏହି ଅବସରରେ ସିଡିଏମ୍‌ଓ କାର୍ଯ୍ୟାଳୟ
Read More...

ରୋଲବଲ ଚାମ୍ପିୟନସିପ୍‌ରେ ସଫଳତା ଅର୍ଜନ କଲା ଓଡ଼ିଶା ଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣେରେ ଅନୁଷ୍ଠିତ ଏକ୍‌ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନସିପ୍‌ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି । ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି । ଫାଇନାଲରେ ଏହି ଦଳ
Read More...

ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ଅବା ପ୍ରାବଣ ଷଷ୍ଠୀରେ ବିଶ୍ୱନୀୟନ୍ତା ଭଗବାନଙ୍କ “ଘୋଡଲାଗି ବେଶ” ଲାଗି…

ମହାପ୍ରଭୁ କଳା ଶ୍ରୀମୁଖ ହେ କାଳିଆ ସାଆନ୍ତ, ଜୟ ଜଗନ୍ନାଥ । ଶ୍ରୀକ୍ଷେତ୍ର ଅଧୀପତି ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ବଡ ଭାଇ ବଳଭଦ୍ରଙ୍କ ସହ ଭଗିନୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହ ନିୟତି ଚକ୍ରକୁ ସମ୍ମାନ ଜଣାଇ ଋତୁ ଅନୁସାରେ ନିଜର ବେଶ, ପରମ୍ପରା ନୀତିରେ ପରିବର୍ତ୍ତନ
Read More...