Yearly Archives

2022

ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ସରୋଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ସରୋଜ କୁମାର ମେହେର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ବିଧାୟକ ଶ୍ରୀ ମେହେର ନିଜ ନିର୍ବାଚନ ମଣ୍ଡଳୀରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକୁ ନେଇ
Read More...

ବିଭିନ୍ନ ଦାବୀକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି, ସିଆଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସ୍‌ଡବ୍ଲୁଏଫ୍‌, ଏଲ୍‌ପିଏଫ୍‌ ଓ ଅନ୍ୟାନ୍ୟ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ତରଫରୁ ବାରମ୍ବାର ନିର୍ମାଣ ଶ୍ରମିକ ମାନଙ୍କର
Read More...

ଶିବଜ୍ୟୋତି ଧାମର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲୁଗାଁ : ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ୨୯ତମ ଶିବଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ
Read More...

୮ ଦଫା ଦାବୀ ନେଇ ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ମାଲକାନଗିରି : ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ୮ ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘ ଶାଖାର ସଭାପତି ପ୍ରକାଶ
Read More...

ଜଙ୍ଗଲରୁ ଉଦ୍ଧାର ଅସୁସ୍ଥ ଭାଲୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଞ୍ଜନଗର : ଏକ ଅସୁସ୍ଥ ଭାଲୁକୁ ଗୁରୁତର ଅବସ୍ଥାରେ ବନ କର୍ମଚାରୀମାନେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହୋଇଛି । ପରେ ଏହାର ବ୍ୟବଚ୍ଛେଦ କରାଯାଇ ଭାଲୁଟିକୁ ଲାଲ ସିଂ ନର୍ସରୀ ପରିସରରେ ପୋତି ଦିଆଯାଇଛି । ସୂଚନା ଅନୁସାରେ, ସ୍ଥାନୀୟ ଜାଡଧାର
Read More...

୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ : ଦୁଲୁକିବ କୋଶଳ କଳାମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁଲୁକିବ କୋଶଳ କଳାମଣ୍ଡଳ ବୋଲି କଳାକାରମାନେ ମତ ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ ପିପି ଏକାଡେମୀ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା ଘର ସହ ଗୁହାଳ

ସୁକିନ୍ଦା : ସୁକିନ୍ଦା ଥାନା ନିକଟସ୍ଥ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଓ ଗୃହ ସଂଲଗ୍ନ ଏକ ଗୁହାଳ ପୋଡି ଯାଇଥିବା ଖବର ମିଳିଛି । ଉକ୍ତ ଘରେ ବସନ୍ତ ନାୟକଙ୍କ ବଡ ପୁଅ ଦେବାନନ୍ଦ ନାୟକ ନିଜ ସ୍ତ୍ରୀ ଏବଂ ୪ ମାସର ଝିଅକୁ ଧରି ରହୁଥିଲେ । ବୁଧବାର ଅପରାହ୍ନରେ ଘରେ କେହିନଥିବା
Read More...

ବେଳାମାର୍ଗରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଇକୋ ରିଭେରିଆ

କୋଣାର୍କ : ପୁରୀ-କୋଣାର୍କ ବେଳାମାର୍ଗ ଲିଆଖିଆ ବ୍ରିଜ କୁଶଭଦ୍ରା ନଦୀ କୂଳରେ ଇକୋ ରିଭେରିଆ ଉଦ୍‌ଘାଟିତ ହୋଇଯାଇଛି । ଅତିଥି ଭାବେ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି ଯୋଗଦେଇ ଫିତା କାଟି ଏହାକୁ ଉଦ୍‌ଘାଟନ କରିଥିଲେ । ନଦୀ କୂଳିଆ ଗ୍ରାମ ପରିବେଷରେ ପର୍ୟ୍ୟଟକଙ୍କୁ ଏହା ବେଶ
Read More...

ଏବେ ଆପ୍‌ ହାତରେ ଏମ୍‌ସିଡି

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଆମ୍‌ ଆଦମୀ ପାର୍ଟି । ଦୀର୍ଘ ୧୫ ବର୍ଷ ହେଲା ଭାରତୀୟ ଜନତା ପାର୍ଟି କବ୍‌ଜାରେ ଥିବା ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)କୁ କେଜରିୱାଲଙ୍କ ଆପ୍‌ ହାତେଇ ନେଇଛି । ମୋଟ ୨୫୦ଟି ସିଟ୍‌ ମଧ୍ୟରୁ ସଂଖ୍ୟା ଗରିଷ୍ଠତା
Read More...

ରୁଚିକା ହୋଟେଲରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ସହର ମେଡିକାଲ ଛକରେ ଥିବା ରୁଚିକା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ପ୍ରାୟ ୧ଟା ବେଳେ ହୋଟେଲର ଦ୍ଵିତୀୟ ମହଲାରେ ବିଦ୍ୟୁତ୍ ସର୍ଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଧୀରେ ଧୀରେ ଏହା ହୋଟେଲର ଅନ୍ୟ ଆଡକୁ ବ୍ୟପିଥିଲା ।
Read More...