Daily Archives

ଲୋଇସିଂହା ବ୍ଲକସ୍ତରୀୟ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବିଡ଼ିଓ ବିଜୟ କୁମାର ହୋତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗଦେଇ
Read More...

ଢୋଲବନ୍ଧ ଗ୍ରାମରେ ନାଟକ ‘ନିଶା ଦିଏ ଦଶା’ ମଞ୍ଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଜମଳା ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପନୀ ଅବସରରେ ରାଜକୁମାର ସାହୁଙ୍କ ଲିଖିତ ସଚେତନ ଧର୍ମୀ ନାଟକ 'ନିଶା ଆଣିଦିଏ ଦଶା' ପରିବେଷତ ହୋଇଯାଇଛି । ନିଶା ନିବାରଣ ଉପରେ
Read More...

ନିଆଁରା ଢଙ୍ଗରେ ଜନ୍ମଦିନ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କ ୩୮ତମ ଜନ୍ମଦିନ ପାଳନ ସ୍ଥାନୀୟ ସରଣ୍ଡା ଶିବ ମନ୍ଦିର ଓ କୁଷ୍ଠାଶ୍ରମରେ ପାଳନ ହୋଇଯାଇଛି । ପ୍ରଥମେ ଅତାବିରା କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କୁ ଭାତ, ଡାଲି ଓ
Read More...

ଧନୁଯାତ୍ରା ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜର୍ଜ ହାଇସ୍କୁଲ ମୀନା ବଜାର ପଡିଆରେ ଗତକାଲି ବୁଧବାର ଦିନ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଗରିବ, ସାଧାରଣ ଜନତା ଏହାର ଲାଭ
Read More...

ହକି ବିଶ୍ୱକପ୍ ଟ୍ରଫିକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ସ୍ଵାଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷ ହକି ବିଶ୍ୱକପ୍ ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ
Read More...

ଶେଷ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨

• ଶେଷ ସନ୍ଧ୍ୟାରେ ସମ୍ବଲପୁରୀ, ଓଡ଼ିଶୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ବଲିଉଡ଼୍‌ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଦର୍ଶକ ମଜ୍ଜିଗଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେଷ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨ । ଅଗଣିତ ଜନତାଙ୍କ ଖୁସି ଲହରୀ ବିସର୍ଜନ ହୋଇଯାଇଛି ସେହି
Read More...

ଜଙ୍ଗଲୀ ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ପଞ୍ଚାୟତ ଲେପଟାଗୁଡ଼ାରେ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଗୁରୁତର
Read More...

ହକି ବିଶ୍ୱକପ୍‌ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ଭେଟିଛନ୍ତି । ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍‌ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ପୋଚ ଓ ମଦ ରନ୍ଧା ଉପକରଣ ଜବତ

ତିଗିରିଆ : ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍, କଟକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ଆଠଗଡ଼ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ମିଳିତ
Read More...

ରବି ଧାନ ଚାଷ ନିମନ୍ତେ ମେଗାଲିଫ୍ଟରୁ ଜଳସେଚନ ପାଇଁ ନିର୍ମାଣ ଯନ୍ତ୍ରୀଙ୍କୁ ଭେଟିଲେ ଚାଷୀ ନେତା

କୋକସରା : ଆସନ୍ତା ରବି ଋତୁ ଧାନଚାଷ ପାଇଁ କୋକସରା ବ୍ଲକର କୋକସରା ଓ ମାଝୀଗୁଡା ପଞ୍ଚାୟତ ପର୍ଯ୍ୟନ୍ତ ମେଗାଲିଫ୍ଟ କେନାଲରୁ ଜଳସେଚନ ସମ୍ପ୍ରସାରଣ କରିବାକୁ କୋକସରା ବ୍ଲକର ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ ଓ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି
Read More...