Yearly Archives

2021

ମନରେଗା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ରାସ୍ତା ପାର୍ଶ୍ବରେ ଥିବା ଖରଡିଆମୁଣ୍ଡା ମାଟି ଉନ୍ନତି ଓ ପାହାଚ ନିର୍ମାଣ ଫେଜ-୧ ଓ ଫେଜ-୨ କାମର ଦୁର୍ନୀତି ସମ୍ବନ୍ଧରେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଅନୁଯାୟୀ ତା ୯/୧୨/୨୧ରିଖ
Read More...

କୁନୁରଠାରେ ସହିଦ ହୋଇଥିବା ସିଡିଏସ୍‌ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନମାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ…

ଢେଙ୍କାନାଳ, (ତାପଦ ଦାସ) : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଗତକାଲି ସନ୍ଧ୍ୟାରେ କୁନୁରଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନମାନଙ୍କ ସମ୍ମାନାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଭାବପୂର୍ଣ୍ଣ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ
Read More...

ଅଏଁଲାସାରୀ ହାଇସ୍କୁଲରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଲକ୍ଷ୍ମୀକାନ୍ତଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଁଲାସାରୀ ହାଇସ୍କୁଲରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଲକ୍ଷ୍ମୀକାନ୍ତ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସହ ଅନେକ କାଳଜୟୀ ଜାତୀୟ ଭାବନା ଉଦ୍ରେକକାରୀ
Read More...

ସଂସଦରେ ଉଠିଲା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା, ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବୀ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ
Read More...

ଆଜି ଶ୍ରାଦ୍ଧବାର୍ଷିକୀ : ମହାନ୍‌ ସଂଗୀତ ନିର୍ଦେଶକ ସରୋଜ ନନ୍ଦ

ଗଣେଶ ବାରିକ୍ କେରି କେରି ସୁନା ଦୁବ… ମୁଁ ତ ବଡ଼ ଦେଉଳର ପାରା… ତୋ ଆଗରେ କିଛି ଧୂପ… ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ… କଳା ଠାକୁର ମୋ କଳା ଠାକୁର… ଛ ଖଣ୍ଡ କାଠରେ ହେବ ସବାରୀ… ପ୍ରଥମ ପ୍ରେମର ପ୍ରଥମ ଚିଠି… ବାଟରେ ଚାଲୁ ଚାଲୁ… ଗାଁ ମଝିରେ ଚାନ୍ଦିନୀ… ଆଇନା କେବେ ମିଛ କହେନା…
Read More...

ଭାରତୀୟଙ୍କ ଛାତିରେ ଜାଗା କରିଗଲେ ସେନା ମୁଖ୍ୟ

ମ.ରାମପୁର, (ହେମନ୍ତ ସାହୁ) : ବିମାନ ଦୁର୍ଘଟଣାରେ ପରଲୋକ ପ୍ରାପ୍ତି ହୋଇଥିବା ସେନା ମୁଖ୍ୟ ସବୁ ଭାରତୀୟଙ୍କ ଛାତିରେ ଘର କରିଗଲେ । ତାଙ୍କରି ଏବଂ ଅନ୍ୟ ମାନଙ୍କ ଓ ଦୁଃଖଦ ପରଲୋକ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଆଜି କଳାହାଣ୍ଡିର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଆୟୋଜିତ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରାଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ର ଉଦ୍‌ଘାଟନ କରିଥିଲେ । ଏଥିରେ ବହୁ ଯୁବ ରକ୍ତଦାତା ରକ୍ତଦାନ କରିଥିଲେ । ଉକ୍ତ
Read More...

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ
Read More...

ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ତରଫରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ଏମ୍‌ଆଇ- ୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚିଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱତଙ୍କ ସମେତ ଭାରତୀୟ ସେନାର ୧୩ ଜଣ ଯବାନ ମୃତ୍ୟୁବରଣ କରିଥିବା ବେଳେ
Read More...

ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନତା ଏବଂ ମାସ୍କ ବିତରଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ସ୍ଥାନୀୟ ଗୋଳେଇଛକ ନିକଟରେ ଲୋକଙ୍କୁ ମାସ୍କ ବ୍ୟବହାର ଉପରେ ସଚେତନତା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ମାସ୍କ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।ପୋଲିସ ପକ୍ଷରୁ ବହୁ ଲୋକଙ୍କୁ
Read More...