Yearly Archives

2021

ବରିଷ୍ଠ ଠିକାଦାର ପ୍ରଶାନ୍ତ କୁମାର ପତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହର ବରିଷ୍ଠ ସୁନାମଧନ୍ୟ ଠିକାଦାର ପ୍ରଶାନ୍ତ କୁମାର ପତି (ପତି ଠିକାଦାର)ଙ୍କ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ଦିନ ରାତି ୧୧ଟାରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଯକୃତ ଜନୀତ
Read More...

ଦେବାଳୟ ପବିତ୍ର ପୀଠ ସୁରକ୍ଷା କମିଟି ସମଲେଇ ମନ୍ଦିର ମରାମତି ନେଇ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନଠାରେ ଦେବାଳୟ ସୁରକ୍ଷା କମିଟି ଆବାହକ ବିକାଶ ସା’ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମଲେଇ ମନ୍ଦିର ପାଶ୍ୱର୍ ଦେବାଦେବୀ ମରାମତି ସମୟରେ ଭାଙ୍ଗି ଯାଇଥିବାରୁ ଏ ବିଷୟରେ ପ୍ରଶାସନ ପଦକ୍ଷେପ ନେବା
Read More...

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ

ରବିବାର ଭେଟ୍ରାନ ଫାଇନାଲ ରୁରାଲଷ୍ଟାର ବନାମ ବ୍ଳୁଷ୍ଟାର ଓ ୟୁଥ ଫାଇନାଲ ଖଲିଆପାଲି ବନାମ ଗଇଁନ୍ତଲା ମଧ୍ୟରେ ମୁକାବିଲା ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ୟୁଥ ଦ୍ୱତୀୟ
Read More...

ସଚେତନତା ହିଁ ମାନବିକ ଅଧିକାର ହନନକୁ ରୋକି ପାରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ବଲାଙ୍ଗିରଠାରେ ଗଣ୍ଡାବଜା ପରିବାର ତରଫରୁ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର,
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ଚତୁର୍ଥ ମ୍ୟାଚ ନାଏକ ଏକାଡେମୀ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ଟିଟିଲାଗଡ଼ ଦଳ ପ୍ରଥମେ ନାଏକ କ୍ରିକେଟ
Read More...

ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଟାଇମ୍‌ପାସ୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର

ଭବାନୀପାଟଣା, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ଟାଇମ୍‌ପାସ୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର ପାଇଁ କଳାହାଣ୍ଡିର ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗଳ୍ପ ସଂକଳନ ‘ଖଂଗାର୍‌’ ଯୋଗ୍ୟ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମନରେଗା ଟଙ୍କା ପାଇବାରୁ ବଞ୍ଚିତ : ଇନସେଟିଭ୍‌ ଟଙ୍କା ମଧ୍ୟ ମିଳିନଥିବା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର କାଶୀପାଣି ଗ୍ରାମର ୨୦୨୯ - ୨୦ ବର୍ଷର ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଘର ସଂପୂର୍ଣ୍ଣ ଭାବେ ନିର୍ମାଣ କରି ସାରିଥିବା ବେଳେ ଏକ
Read More...

ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ନ୍ତଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ମୋ ପରିବାର ଓ ଆର୍ନ୍ତଜାତୀୟ ମାନବାଧିକାର ପରିଷଦ ସୁନ୍ଦରଗଡ ବୋର୍ଡ ଓ ରାଉରକେଲା ୟୁନିଟ ପକ୍ଷରୁ ମିଳିତ ଭାବେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
Read More...

ଜଗଦା ୱେଲଫେୟାର ଆସୋସିଏସନ୍ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ୱେଲଫେୟାର ଆସୋସିଏସନ୍ ତରଫରୁ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ଓ ଅନ୍ୟ ୧୩ଜଣ ସହିଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ଅଧ୍ୟକ୍ଷ ଅଶୋକ କକ୍କଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ
Read More...

କଳିଙ୍ଗ ଇସ୍ପାତ ଶ୍ରମିକ ସଂଘ ସଭାପତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ ଇସ୍ପାତ ଶ୍ରମିକ ସଂଘର ସଭାପତି ଅନିଲ ମିଶ୍ରଙ୍କ ଆଇଜିଏଚ୍‌ଠାରେ ବିୟୋଗ ଘଟିଛି । ତାଙ୍କର ଶେଷକୃତ୍ୟ ବେଦବ୍ୟାସ ଠାରେ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଚିତ୍ତରଂଜନ ଜେନାଙ୍କ ସଭାପତିତ୍ବରେ ଶୋକସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...