Yearly Archives

2021

କୃଷିକ୍ଷେତ୍ରରେ ଜୈବିକ ସାର ପ୍ରୟୋଗ, ମାଟି ମା’ ଓ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଉଦ ଡିସେମ୍ବର ଜାତୀୟ କୃଷକ ଦିବସ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଗୁଆଲିପଡା ପଂଚାୟତ ଗୁଡପାଇଲ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ କୃଷକମାନଙ୍କ
Read More...

ଶିଶୁ କବିତା ସଙ୍କଳନ ଝୁମୁରୁ ଝାଇଁ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଚାଟିଁପଲା ଗ୍ରାମର ସୁନାମଧନ୍ୟ ଶିଶୁ ସାହିତ୍ୟିକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ ଝୁମୁରୁ ଝାଇଁ ଉନ୍ମୋଚିତ ହୋଇଯାଇଛି । ରବିବାର ଦିନ ନନ୍ଦନକାନନ ନିକଟସ୍ଥ ତିଳୋତ୍ତମା କଲ୍ୟାଣ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ସ୍ୱତନ୍ତ୍ର କାର୍ୟ୍ୟନିର୍ବାହୀ ବୈଠକ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ରାଜୀବ ପାଣି ସମସ୍ତ ସଦସ୍ୟାଙ୍କୁ
Read More...

ବୀରତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଟ ନାଗରିକ ସଂଘ, ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ମିଳିତ ସହଯୋଗରେ ଆସନ୍ତା ୩୧ ଡିସେମ୍ବର "ବୀରତା ଦିବସ" ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ବରଗଡ଼ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।
Read More...

ରକ୍ତଦାନ କରି ନରସିଂହଙ୍କ ଜନ୍ମ ଦିନ ପାଳିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜନନେତା କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୨ତମ ଜନ୍ମ ଦିବସ ରକ୍ତ ଦାନ ଶିବିର ଆୟୋଜନ କରି ପାଳନ କଲା ଛାତ୍ର କଂଗ୍ରେସ । ଏହି ଅବସରରେ ଛାତ୍ର, ଯୁବ ଆଦି ବହୁ ସଂଖ୍ୟାରେ
Read More...

ଖଦ୍ୟୋତ ଅନୁଷ୍ଠାନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନର ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ସମ୍ବାଦିକ ଆକୁଳ ବେହେରା ବିବରଣୀ ପାଠ କରିଥିଲେ । ଖଦ୍ୟୋତ ଅନୁଷ୍ଠାନର ଆଗାମୀ ଦିନରେ ଶୀତବସ୍ତ୍ର ବଣ୍ଟନ, ନୈତିକ ଶିକ୍ଷା ଉପରେ
Read More...

ବରଗଡ଼ ଜିଲ୍ଲାର ୨୧୪ ଜଣ ଖବରକାଗଜ ହକର କୋଭିଡ ସହାୟତା ପାଇଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖବର କାଗଜ ହକର ମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତା ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ଭାର୍ଚୁଆଲ ମୋଡରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାରେ ପଞ୍ଜିକୃତ ୨୧୪ ଜଣ ହକର ୬ହଜାର ଟଙ୍କା ଲେଖାଏଁ ସ୍ବତନ୍ତ୍ର ସହାୟତା
Read More...

ଆଇନ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ଶେଷ ବର୍ଷ ଛାତ୍ରମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଶେଷ ହେବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ସଂଜିବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ଶିକ୍ଷାର ବିଭିନ୍ନ ଦିଗ ଓ
Read More...

ମାଓ ଅଂଚଳରେ ବଲାଙ୍ଗିର ପୋଲିସର ଜନ ସଂପର୍କ ଶିବିର : ପୋଲିସ ଜନତା ମଧ୍ୟରେ ବନ୍ଧୁତା କିକ୍ରେଟ ମ୍ୟାଚ

ପୋଲିସ ଦ୍ୱାରା ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର, ଛତା, ମଶାରୀ, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଠ୍ୟ ଉପକରଣ ବଂଟନ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧୀନସ୍ଥ ମାଓ ପ୍ରଭାବିତ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ବଲାଙ୍ଗିର ପୋଲିସ ଦ୍ୱାରା ଜନ ସଂପର୍କ ଶିବିର
Read More...

ବଲାଙ୍ଗିର ଓପନ୍‌ ଫାଏଡ୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ୍‌ ଦ୍ୱାରା ଆୟୋଜିତ ପ୍ରଥମ ବଲାଙ୍ଗିର ଓପନ୍‌ ଫିଡେ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ
Read More...