Yearly Archives

2021

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଠାରେ ଯୁଧିଷ୍ଠିର ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ଯୁଧିଷ୍ଠିର ମିଶ୍ର ମେମୋରିଆଲ ଆୟୋଜକ କମିଟି ତରଫରୁ ପ୍ରଥମ ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ମ୍ୟାଚଟି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ
Read More...

ଲକ୍ଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ଲଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ଯୋଗେଶ୍ୱର ପତୋରା ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଗ୍ରାମର ପ୍ରାୟ ଶତାଧିକ ଭାଗବତ ପ୍ରେମୀ ଭକ୍ତମାନେ ଯୋଗଦାନ କରିଥିଲେ । ମନ୍ଦିର ପୂଜାରୀ ସୁବାଷ ପାଢୀ ପୂଜା କାର୍ଯ୍ୟ କରି
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବିଶ୍ଵ ଏଡ଼ସ୍ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟଠାରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ଲଲିତେନ୍ଦୁ ନାୟକଙ୍କ ନେତୃତ୍ଵରେ ଓ ଯୁବ ରେଡକ୍ରସ୍‌ର ପରାମର୍ଶ ଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଅଧ୍ୟାପିକା ତାପିନୀ ପଣ୍ଡା ଓ ଅଧ୍ୟାପକ
Read More...

ଖଲିଆପାଲି ସ୍କୁଲରେ ଏଡସ୍‌ ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ସଭାରେ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୮ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ବନ ବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ଦୋକାନରେ ଚଢାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୋବାଇଲ ଟିମ ଓ ଦେଓଗାଁ ବନବିଭାଗ ମିଳିତ ଭାବେ ତୁଷୁରା ଓ ଚାଣ୍ଟିପଦର ଗ୍ରାମର ଗୋଟିଏ ଲେଖାଏଁ ଦୋକାନ ଉପରେ ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଢାଉ ଦେଖି ତୁଷୁରା ସହରର ବିଭିନ୍ନ ଫର୍ଣ୍ଣିଚର
Read More...

ବଲାଙ୍ଗିରରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଶିଶୁ ସୁରକ୍ଷା ସଚେତନତା ରଥ ପରିକ୍ରମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଶିଶୁ ସୁରକ୍ଷା ସଚେତନା ରଥକୁ ସବୁଜ ପତାକା ଦେଖାଇ ଦୁଇ ଦିନ ପାଇଁ ବଲାଙ୍ଗିର ଜିଲ୍ଲାରେ ପରିକ୍ରମା କରିି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଉଦ୍‌ଘାଟନ କରିଛନ୍ତି । ସଚେତନତା ରଥଟି ବଲାଙ୍ଗିର ଜିଲ୍ଲାର ବିଭିନ୍ନ
Read More...

କେନ୍ଦୁଭଟାରେ କ୍ଷୁଦ୍ରଦାନା ଶସ୍ୟର ପୁଷ୍ଟିସାର ସଂପର୍କୀତ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ କ୍ଲବ ତାଳିମ ଗୃହଠାରେ କ୍ଷୁଦ୍ର ଦାନାଶସ୍ୟର ପୁଷ୍ଟିସାର ଉପରେ ଏକ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗର ସହାୟତାରେ ୨ ଦିନ ଧରି ଚାଲିଥିବା ଉକ୍ତ କର୍ମଶାଳାରେ
Read More...

ଆସୁଛି ଲଘୁଚାପ : ଚାଷୀ ମୁଣ୍ଡରେ ଚଡ଼କ, ଖୋଲିନି ମଣ୍ଡି

ଧାନ ଅମଳ ବେଳେ ବି ଶାନ୍ତ ନାହିଁ ଚାଷୀର ମନ ମ.ରାମପୁର, (ହେମନ୍ତ ସାହୁ) : ଚାଷୀଟିଏ କେତେ ସଂଘର୍ଷ କରେ ଜୀବନରେ । ନିଜ ଜମିକୁ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଧାନ ଅମଳ ଯାଏଁ ବିଭିନ୍ନ ସମୟରେ ପ୍ରକୃତିର ପ୍ରକୋପ ସହିବାକୁ ପଡ଼େ । ଧୋଇ, ମରୁଡ଼ିଠାରୁ ଆରମ୍ଭ କରି ଧାନ ବୁଣିବା ସମୟରେ
Read More...

କଫ୍‌ ସରିଫ ଜବତ ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହ।) : ବେଲପଡା ଥାନା ଧୁମାଭଟା ଗ୍ରାମରେ ବେଆଇନ କଫ ସରିଫ ବ୍ୟବସାୟ ଚଳାଇଥିବା ଜନୈକ ବ୍ୟବସାୟୀଙ୍କୁ ଆଜି ବେଲପଡା ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଧୂମାଭଟା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ନିଜ ଫୋଟୋ ଦୋକାନରେ କଫ ସରିଫ ବ୍ୟବସାୟ
Read More...