Yearly Archives

2021

ଖରିଫ୍ ଧାନ ସଂଗ୍ରହ ମାର୍କେଟ ୟାର୍ଡଗୁଡିକ ବୁଲି ଦେଖିଲେ ଜିଲ୍ଲାପାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଖରିଫ୍ ଧାନ ସଂଗ୍ରହ କିପରି ଚାଲିଛି ତାହାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ମାର୍କେଟ ୟାର୍ଡଗୁଡିକ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ବୁଲି ଦେଖିଥିଲେ । ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଗୁଡେଶିରା ମୁଣ୍ଡିକୁ ପରିଦର୍ଶନ
Read More...

ଗର୍ତ୍ତ ମଧ୍ୟରୁ ଗୋମାତାକୁ ଉଦ୍ଧାର କଲେ ଯୁବନେତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ଗାଇ ଗର୍ତ୍ତ ମଧ୍ୟରେ ପଡିଯାଇଥିଲା । ସୂଚନା ଅନୁସାରେ ଦୀର୍ଘ ତିନିଦିନରୁ ଉର୍ଦ୍ଧ ସେହି ଗର୍ତ୍ତ ମଧ୍ୟରୁ ଗୋମାତା (ଗାଈ)ଟି ଉଠିବାକୁ ଚେଷ୍ଟା କରି ମଧ୍ୟ ଉଠିପାରୁନଥିଲା । ଫଳରେ ଗାଇଟି
Read More...

ଜବରଦଖଲ ଉଚ୍ଛେଦକୁ ତୀବ୍ର ବିରୋଧ : ପୌରପାଳିକା ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଅଂଚଳବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନ ସହରରେ ପୁଣି ଥରେ ଜବର ଦଖଲ ଉଚ୍ଛେଦ ଆରମ୍ଭ କରିଛି । କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ତରଫରୁ ସହରର ଫଲସା ପତ୍ରି ଅଂଚଳରେ ଉଚ୍ଛେଦ କରାଯାଇଥିବା ବେଳେ ସହରର ବିଭିନ୍ନ ଅଂଚଳବାସିନ୍ଦାଙ୍କୁ ଉଚ୍ଛେଦ ଭୟ ଘାରିଛି । ଆଜି ସହରର ପ୍ରାୟ ୭ଟି
Read More...

ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୧ ପାଳିତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୧ ଜିନ୍ଦଲ ନଗର ପରିସର ସ୍ଥିତ 'ଆଶା ଦି ହୋପ' କେନ୍ଦ୍ରଠାରେ ପାଳିତ ହୋଇଯାଇଛି । ନାରାୟଣ ମହାପାତ୍ର, ଡିଏସ୍‌ଏସ୍‌ଓ, ଶ୍ରୀମତୀ ଅନିତା ମିତ୍ତଲ, ଶ୍ରୀମତୀ ଅନିନ୍ଦିତା
Read More...

ବରଗଡ ଆର୍‌ଏମ୍‌ସିର ବିଭିନ୍ନ ମଣ୍ଡିକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଚଳିତ ଖରିଫ ଋତୁରେ ବରଗଡ ଜିଲ୍ଲାରେ ପର୍ୟ୍ୟାଯ କ୍ରମେ ଆରମ୍ଭ ହୋଇଥିବା ଧାନସଂଗ୍ରହ ପକ୍ରିୟାକୁ ତଦାରଖ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ମୋନିଷା ବାର୍ନାଜୀ ବରଗଡ ନିଯନ୍ତ୍ରଣ ବଜାର କମିଟି ଅଧୀନସ୍ଥ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ପ୍ରଥମେ
Read More...

ସାଇରାମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ପ୍ରଥମ ଦିନରେ ଦେଓଗାଁ ଓ ନାଇକେନସିରା ବିଜୟୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବଡ଼ବନ୍ଧ ପଞ୍ଚାୟତର ସିଲେଟକାନି ଗାଁର ସାଇରାମ ଫୁଟବଲ ଏାସାସିଏସନ ଆନୁକୂଲ୍ୟରେ ୧୩ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦିନରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ ମୁଖ୍ୟ ଅତିଥି
Read More...

୧୯ତମ ସ୍ପାଟନ କ୍ଲବର ଫୁଟବଲ ଟୁର୍ଣ୍ଣାମେଣ୍ଟ : ମଣ୍ଡଳ ଓ ମୁଣ୍ଡାଗାଁ ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ରାଜେଶ୍ଵର କୁମୁରା ଯୋଗଦେଇ ଥିବା
Read More...

ଆଲୋକ ଶିଖା ଭିନ୍ନକ୍ଷମ ସଂଘ ପକ୍ଷରୁ ଗୌଡଗୋଠରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ 

ଦେଓଗାଁ, (ମନୀଷ କୁମାର ସାହୁ) : ଆଲୋକ ଶିଖା ଭିନ୍ନକ୍ଷମ ସଂଘ ପକ୍ଷରୁ ଗୌଡ଼ଗୋଠ ପଞ୍ଚାୟତ କାର୍ଯ୍ୟାଳୟରେରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି କୁନ୍ଦୁରୁ ରଣା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୌଡଗୋଠ ସରପଞ୍ଚ ପ୍ରତିମା
Read More...

କନ୍ଧେନଝୁଲାରେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ, ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମରେଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମର ଅଜୁର୍ନ ରାୟଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି (୩୦)ଙ୍କ ଗତକାଲି ରାତିରେ
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରୟଣ ବେହେରାଙ୍କ ବିୟୋଗରେ ବଲାଙ୍ଗିର ପ୍ରେସ କ୍ଲବ କକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପ୍ରେସ କ୍ଲବ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏହି ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ରଙ୍କ
Read More...