Yearly Archives

2021

ଫାଇଭ ଟି ସ୍ମାର୍ଟ ସ୍କୁଲର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଫାଇଭ ଟି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ଆଉ ୮ଟି ସରକାରୀ ହାଇ ସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକ ୪ଟି ଉଚ୍ଚ ବିଦ୍ୟାଳୟ ହରିରାଜପୁର ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ବାଦିମୁଣ୍ଡା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ମତେ ପ୍ରତ୍ୟେକ ପ୍ରାଥମିକ ସ୍କୁଲରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ସୁପ୍ରିମକୋର୍ଟର ଆଦେଶ ଥିବା ସ୍ୱତେ ଓଡ଼ିଶା ସରକାର
Read More...

ଅଦିନିଆ ବର୍ଷାରେ କପା ଓ ଧାନ ଚାଷୀ ଛାନିଆ : ଦଲାଲ ହାତରେ ଧଳାହୀରା

ସଇଁନ୍ତଲା, (ଅଜିତ କୁମାର ସାହୂ) : ମାସକ ତଳେ ଲଗାଣ ବର୍ଷା ପ୍ରଭାବରେ ଚାଷଜମି ଜଳାର୍ଣ୍ଣବ ହୋଇଥିବା ସହ ଅଦିନିଆ ବର୍ଷାରେ ଧାନ ଫସଲରେ ଗଜା ମଧ୍ୟ ଦେଖାଦେଇ ଥିଲା । କିନ୍ତୁ ବର୍ତ୍ତମାନ କପା ଚାଷୀଙ୍କୁ ଘାରିଛି ବାତ୍ୟା । ଧାର କରଜ ଆଣି ଚାଷୀ ନିଜ ବିଲରେ କପା ଚାଷ କରିଥିବା ବେଳେ ଦଲାଲ
Read More...

ବାରଡୁଲ ଗ୍ରାମରେ କୃଷକ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ବାରଡୁଲ ଗ୍ରାମରେ କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ଉମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିଧାନ
Read More...

ଜୁଆ ଆଡ୍ଡା ଉପରେ ଲୋଇସିଂହା ପୋଲିସର ଚଢ଼ାଉ : ୩ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ବେଆଇନ ଭାବେ ଜୁଆଖେଳ ଚାଲିଥିବା ବେଳେ ଲୋଇସିଂହା ପୋଲିସ ଚଢ଼ାଉ କରି ୩ ଜଣକୁ ଗିରଫ କରିଛି । ସେମାନେ ହେଲେ ଲୋଇସିଂହା ବ୍ଲକ ସରଗାଡ଼ ଗ୍ରାମର ଯଦୁମଣି ପାତ୍ର, ଲୁଚକିବାହାଲର ତ୍ରିନାଥ ସାହୁ ଓ ରଘୁ ମହାନନ୍ଦ । ତେବେ ଏହି ଜୁଆଖେଳର ମୁଖ୍ୟ କାର୍ପଟଦାର
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଟିକାମିତ୍ର ରଥ ପରିକ୍ରମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କୋରାନା ଭୁତାଣୁ ଯୋଗୁଁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରତିଷେଧକ ମୂଳକ ଟୀକାକରଣ ପାଇଁ ସରକାର ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ଲୋକଙ୍କ ମନରେ ଆଜି ବି ଟୀକାକରଣକୁ ନେଇ ଅନେକ ଦ୍ଵନ୍ଦ ଓ ସନ୍ଦେହ ରହିଛି । ଏହି ଅଭାବନୀୟ
Read More...

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଧିକାର କର୍ମଶାଳା, ଜଳ, ପରିମଳ ଓ ସ୍ଵଚ୍ଛତା ଉପରେ ସର୍ବଧର୍ମ ଗୋଷ୍ଠୀଙ୍କ ଆହ୍ୱନ

ବଲାଙ୍ଗିର, (କେପିଏନଏସ୍) : ସ୍ଥାନୀୟ ତ୍ରିବେଣୀ ହୋଟେଲ କନ୍ଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପୋଗ୍ରାମ ମେନେଜର ନିର୍ମଳା କୁମାରୀଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ
Read More...

‘ଏମ୍‌ଏମ୍‌ ଫାର୍ମା ଏଣ୍ଡ୍‌ ହେଲ୍‌ଥ୍‌ କେୟାର୍‌’ ଉଦ୍‌ଘାଟନ କଲେ ସମାଜସେବୀ ଶ୍ରୀକର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖରନଗର ଠାରେ ‘ଏମ୍‌ଏମ୍‌ ଫାର୍ମା ଏଣ୍ଡ୍‌ ହେଲ୍‌ଥ୍‌ କେୟାର୍‌’ ମେଡିକାଲ ଷ୍ଟୋରକୁ ଉଦ୍‌ଘାଟନ କରିଛନ୍ତି ସାଇଟ୍‌ ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର । ଲୋକଙ୍କୁ ଉଚିତ ମୂଲ୍ୟରେ ତଥା ଉଚିତ ସମୟରେ ସମସ୍ତ
Read More...

ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାବା ସାହେବ ଡ଼ଃ.ଭିମାରାଓ ରାମଜୀ ଆମ୍ବେଦକରଙ୍କ ୬୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ ପୂର୍ବକ ଏହି ଅବସରରେ ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘ ଓ ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।
Read More...