Yearly Archives

2021

ଜରାସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଚ.ଆଇ.ଭି, ଟି.ବି ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜାଦି କା ମହୋତ୍ସବ ପରିପ୍ରେକ୍ଷୀରେ ଦେଓଗାଁ ବ୍ଲକ ଜରାସିଂହା ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରେଡ ରୀବନ କ୍ଳବ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଗଣମାଧ୍ୟମ ଅଭିଯାନ କାର୍ଯ୍ୟକ୍ରମରେ
Read More...

ଧର୍ମପ୍ରାଣା ମହିଳାଙ୍କ ବିୟୋଗ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଭାଲେର ଗ୍ରାମର ଅବସର ପ୍ରାପ୍ତ ସରକାରୀ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟେଲଙ୍କ ସହଧର୍ମିଣୀ ଧର୍ମପ୍ରାଣା ଲକ୍ଷ୍ମୀ ବିଳାସ ପଟେଲ ୬୦ ବର୍ଷ ବୟସରେ ବହୁ ଚିକିତ୍ସା ସତ୍ୱେ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି ।
Read More...

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲାଠୋର, (ପୁସ୍ତମ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ୍ ଖେଳ ପଡିଆରେ ତୃତୀୟ ବର୍ଷ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ଦଳ ଯୋଗଦାନ କରିଥିଲେ । ଫାଇନାଲ ମ୍ୟାଚ୍ ଝାଙ୍କ୍ରିପାଲି ଦଳ ଚାମ୍ପିୟନ ହୋଇଥିବା ବେଳେ ଜାମଚୁଆଁ ଦଳ ରନର୍ସରେ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ ଏକାଡେମୀ ବିଜୟୀ

ନବକିଶୋର, ନାଏକ ଏକାଡେମୀ, ଟିଟିଲାଗଡ଼, ୱାଏଫସିସି ସୁପର ଲିଗ୍‌କୁ ଉନ୍ନିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଦ୍ୱାଦଶ ଦିନରେ ନାଏକ କ୍ରିକେଟ ଏକାଡେମୀ ଓ ଏଫ୍‌ସିସି ଦଳ ମଧ୍ୟରେ
Read More...

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ : କଲେଜଛକ ଭେଟ୍ରାନ୍‌ ଓ ଗଇଁନ୍ତଲା ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଦ୍ୱିତୀୟ ଦିବସରେ ପ୍ରଥମ ଖେଳରେ କଲେଜଛକ ଭେଟ୍ରାନ୍‌ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ ତତ୍ୱାବଧାନରେ
Read More...

ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଆଜି ଅପରାହ୍ନର ସାଢେ଼ ୫ଟା ସମୟରେ ସରକାରଙ୍କ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରାଯିବା ନିଷ୍ପତ୍ତିକୁ ବିରୋଧ କରାଯାଇ
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଗାନ୍ଧିବାଦୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ…

କଟକ, (କେପିଏନ୍‌ଏସ୍‌) : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଏବଂ ସମାଜସେବୀ ନାଟ୍ୟକାର ସ୍ୱର୍ଗତଃ ନୃସିଂହଚରଣ ଦାସ, ଚିତ୍ରଶିଳ୍ପୀ ଓ ସମାଜସେବୀ ଓ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ
Read More...

ସରକାରୀ କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଫୋଟୋ ହେଲେ ଟିଏମସି ନେତ୍ରୀ : ସୋସିଆଲ ମିଡିଆରେ ଭାଇରାଲ, ରାଜନୈତିକ ଉତ୍ତେଜନା…

କୋଲକାତା : ସରକାରୀ କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଫୋଟ ହୋଇଛନ୍ତି ଟିଏମସି ନେତ୍ରୀ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ରାଜନୈତିକ ଉତ୍ତେଜନା ସୃଷ୍ଟି ସୃଷ୍ଟି କରିଛି । ତେବେ ଏହି ଟିଏମସିର ନେତ୍ରୀ ଜଣକ ହେଉଛନ୍ତି ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀ ମୌତି
Read More...

ଫୁଗୁଡା ମା’ ବସ୍ତ୍ରେନ ୟଙ୍ଗ ମାସ କ୍ଲବର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ଫୁଗୁଡା ଗ୍ରାମରେ ଥିବା ମା' ବସ୍ତ୍ରେନ ୟଙ୍ଗ ମାସ କ୍ଲବର ଦ୍ଵିତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ମହେଶ୍ୱର
Read More...

ବ୍ୟାଙ୍କ ଘରୋଇକରଣକୁ ବିରୋଧ କଲା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ : ଡିସେମ୍ବର ୯ ତାରିଖ କଳା ବ୍ୟାଜ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରାଯିବା ନିଷ୍ପତ୍ତିକୁ ବିରୋଧ କରିଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ଡିସେମ୍ବର ୯ ତାରିଖ ଦିନ ସାରା ଦେଶର ୧୦ ଲକ୍ଷ ବ୍ୟାଙ୍କ
Read More...