Daily Archives

ନରସିଂହଙ୍କ ପ୍ରେସ ବିବୃତ୍ତି : ତିନି ମାସ ପରେ ହେବ ବାଏପାସ୍‌ର ଟେଣ୍ଡର ପ୍ରକ୍ରିୟା, ଟ୍ରକ ଟର୍ମିନାଲ ପାଇଁ ପ୍ରକ୍ରିୟା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବହୁ ଦିନର ଦାବୀ ପୁରଣ ହେବାର ଦିନ ପାଖେଇ ଆସୁଛି । ଦୀର୍ଘ ବର୍ଷରୁ ବାଏପାସ ନିର୍ମାଣ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ବଲାଙ୍ଗିରରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ । ସମସ୍ତ ସଂଗଠନ, ସାଧାରଣ ଜନତା, ରାଜନୈତିକ
Read More...

ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ଯୋଗ ସଂଯୋଜକ ହେଲେ ଅକ୍ଷୟ କୁମାର ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଯୁବ ମୋର୍ଚ୍ଚା ଜିଲ୍ଲା କମିଟିରେ ଝାରବନ୍ଧ ବ୍ଲକ ଯୁବ ନେତା ଅକ୍ଷୟ କୁମାର ପ୍ରଧାନଙ୍କୁ ଯୁବ ମୋର୍ଚ୍ଚାର ଯୋଗ ସଂଯୋଜକ ଭାବେ ସ୍ଥାନ ମିଳିଥିବାରୁ
Read More...

ବିଦେଶୀ ମଦ ଦୋକାନ ସହରରୁ ସ୍ଥାନାନ୍ତର ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ମୁଖ୍ୟଛକ(ଇନ୍ଦିରା ଏବଂ ଶାସ୍ତ୍ରୀଛକ)ରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ସଂପୁର୍ଣ୍ଣ ଭାବେ ସ୍ଥାନାନ୍ତର ଦାବୀ କରିଛି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ
Read More...

ଲଖମରା ବିଜେପିର ଦ୍ୱିତୀୟ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପାଇକମାଲ ବ୍ଲକ, ଲଖମରା ମଣ୍ତଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ମହୁଲପାଲି ଶ୍ରୀ ଅରବିନ୍ଦ ଭବନଠାରେ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ବରଗଡ
Read More...

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଚାଷୀମାନଙ୍କ ବିଭିନ୍ନ ଫସଲର ପାଣିପାଗ ଜନିତ ହେଉଥିବା କ୍ଷତିକୁ ବୀମା ଯୋଜନାରେ ସାମିଲ କରି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି,
Read More...

ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ୩ କିଲୋମିଟର ଷ୍ଟ୍ରେଚର୍‌ରେ ବୁହା ହେଲେ ରୋଗୀ : ରାସ୍ତା ମରାମତି ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଦାବଜୋରି ଗ୍ରାମ ଭିର୍କାପଡ଼ାରେ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ତେବେ ଆଜି ଜଣେ
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ଟ୍ୱିଟ ପରେ ନିର୍ମାଣ ହେବ ନୂତନ ପୋଲ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଗହମ ନିକଟସ୍ଥ ସମକୋଈ ପୋଲ ବିପଦ ମୁହାଁ ହୋଇପଡିଥିଲା । ପୋଲକଡରେ ଥିବା ସୁରକ୍ଷା ବାଡ଼ ଅଧାରୁ ଅଧିକାଂଶ ଭାଙ୍ଗିଯାଇଛି । ପୋଲ ଉପରେ ଥିବା ସନ୍ଧି ଗୁଡିକ ଖୋଲି ହୋଇଯାଇଥିଲା । ଅପରପକ୍ଷେ ସୁରକ୍ଷା ବାଡ଼ ଭାଙ୍ଗି ଯାଇଥିବାରୁ ଯାନବାହାନ
Read More...

କୃଷକ ଉତ୍ପାଦକ ସଂଘ ବୋର୍ଡ ସଦସ୍ୟଙ୍କ ଜିଲ୍ଲା ସ୍ତରୀୟ କର୍ମଶାଳା

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି କୃଷି ଉତ୍ପାଦର ସହଜ ବଜାରୀକରଣ ବ୍ୟବସ୍ଥା ହେଲେ ଚାଷୀଙ୍କ ଆୟ ଦ୍ଵିଗୁଣିତ ହୋଇପାରିବ । ସମସ୍ତ ବିଭାଗର ସମନ୍ୱୟରେ ଜିଲ୍ଲାରେ ଥିବା କୃଷକ ଉତ୍ପାଦକ ସଂଘ ଗୁଡ଼ିକର ଉତ୍ପାଦକୁ ବଜାରୀକରଣ ବ୍ୟବସ୍ଥା କରାଯିବା ବିଷୟ ଆଜି ଏକ କର୍ମଶାଳା ଅତିଥି ମାନେ
Read More...

ସମାଜସେବୀଙ୍କ ଉଦ୍ୟମ କ୍ରମେ କରୋନାରେ ମୃତ ବ୍ୟକ୍ତିଙ୍କ ଅସହାୟ ପରିବାରକୁ ମିଳିଲା ସହାୟତା

କଟକ : କଟକ ରାଜେନ୍ଦ୍ର ନଗର ବାସିନ୍ଦା ଅଶୋକ ମିଶ୍ର ଗତବର୍ଷ ଅକ୍ଟୋବର ମାସ ୧୪ ତାରିଖ ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଅଶୋକ ଥିଲେ ଏହି ପରିବାର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତି । ଅଶୋକଙ୍କ ପରିବାର କହିଲେ ବାପା, ମା', ସ୍ତ୍ରୀ ଓ ୨ଝିଅ ରୀତିକା ଓ ଅଦିତି ସବୁଠାରୁ ଦୁଃଖର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ ବ୍ଲକ ବିଜେପୁର ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ. ୮ରୁ ଜଣେ ଏବଂ ମୁରିବାହାଲ ବ୍ଲକ
Read More...
error: Content is protected !!