Monthly Archives

June 2021

ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସନ୍ଧିଗ୍ଧ ପ୍ରେମିକ ଅଟକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଷ୍ଟେଟବ୍ୟାଙ୍କ ନିକଟସ୍ଥ ମଣ୍ଟୁ କଲୋନୀରୁ ବୁଧବାର ଅପରାହ୍ନରେ ପୋଲିସ ଜନୈକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ଛାନଭିନ ଚଳାଇଥିବା ଜଣାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୋଇସିଂହା
Read More...

ଅମିତାଭ ବଚ୍ଚନ ଏବଂ ଜୟାଙ୍କ ବିବାହକୁ ୪୮ ବର୍ଷ ପୂରିଲା, ବିଗ୍ ବି ସେୟାର କଲେ ବିଶେଷ ଚିତ୍ର

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ବିବାହର ୪୮ ବର୍ଷ ସମାପ୍ତ କରିଛନ୍ତି । ଏହି ବିଶେଷ ଅବସରରେ ବିଗ୍ ବି ସୋସିଆଲ ମିଡିଆରେ ତାଙ୍କ ବିବାହର ଏକ ଆକର୍ଷଣୀୟ ଚିତ୍ର ସେୟାର କରିଛନ୍ତି । ଯେଉଁମାନେ ତାଙ୍କୁ ଏବଂ ଜୟାଙ୍କୁ ବିବାହ ବାର୍ଷିକୀରେ
Read More...

ଗତ ୨୪ ଘଂଟାରେ ୮୮୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୨୩୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୫୪୨୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୯୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

୩ରୁ ୮ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ୨୮ଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ଦିନ ସମ୍ପୂର୍ଣ୍ଣ ହୋଇ ସାରିଥିବ ସେହି ହିତାଧିକାରୀଙ୍କୁ ତା
Read More...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁଡ଼ା ପାଳନ ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ଅଭିବୃଦ୍ଧି ଓ ସଶକ୍ତିକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି । ଦେଶୀ ନାମରେ ନାମିତ ଏହି ଯୋଜନା ମାଧ୍ୟମରେ
Read More...

ବ୍ୟାସକବି ସାହିତ୍ୟ ସଂସଦ ନୀଳଗିରିର ପ୍ରଥମ ମାସିକ ଭର୍‌ଚୁଆଲ କବିତା ଆସର ଅନୁଷ୍ଠିତ

ବାଲେଶ୍ୱର : ଗତ ତା.୩୦.୦୫.୨୦୨୧ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବ୍ୟାସକବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ୱର ଆନୁକୂଲ୍ୟରେ ପ୍ରଥମ ଭର୍‌ଚୁଆଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆସରରେ ଓଡ଼ିଶାର ଯଶ୍ୱସୀ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ବରେଣ୍ୟ ସଭ୍ୟ ବିଚିତ୍ରାନନ୍ଦ
Read More...

ଅନ୍ତେବାସୀଙ୍କୁ ସାହା ହେଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି କେମିତି କରୋନା ଭୁତାଣୁକୁ ଦମନ କରି ହେବ ସେ ନେଇ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ଯୋଗୁଁ ଅନେକ ଗରିବ ଅସହାୟ ମଧ୍ୟବିତ୍ତ ଶ୍ରେଣୀର ପେଟ ପାଟଣା ପୁରା ଠପ
Read More...

ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଜି ଠାରୁ ଡୁମେରବାହାଲ ୩୩ କେଭି. ଫିଡ଼ରରୁ ବିକଳ୍ପ ବିଦ୍ୟୁତ ସରବରାହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଡୁମେରବାହାଲ ୩୩ କେଭି. ଫିଡ଼ରରୁ ବିକଳ୍ପ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଭୀମ ଭୋଇ ମେଡ଼ିକାଲ କଲେଜ ସ
Read More...

ମନ୍ଥର ନିର୍ମାଣକୁ ନେଇ ମନ୍ତ୍ରୀ କ୍ଷ୍ୟୁବ୍ଧ : ଟିଟିଲାଗଡ ନିକଟରେ ଆଇଟିଆଇ କଲେଜ ସଂପୂର୍ଣ୍ଣ ହେବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନୂଆକରି ଗଢ଼ି ଉଠିଥିବା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ ଭାବରେ ଟିଟିଲାଗଡ ସଇଁନ୍ତଲା ମୁଖ୍ୟ ରାସ୍ତା ଶଗଡ଼ ଘାଟ ଗ୍ରାମପଞ୍ଚାୟତର ଶାନ୍ତି ନଗର ନିକଟରେ
Read More...

ପ୍ରଭାତ ଚେରିଟେବୁଲ ଟ୍ରଷ୍ଟ ତରଫରୁ ମାଗଣା ଅକ୍‌ସିଜେନ୍ ସେବା ଆରମ୍ଭ

ସୋହେଲା, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ଅକ୍‌ସିଜେନ୍ ଗୁରୁତର ରୋଗୀଙ୍କ ପାଇଁ ଜୀବନ ପ୍ରଦାନର କାର୍ଯ୍ୟ କରିଥାଏ । ଆମ ରାଜ୍ୟରେ ପ୍ରସ୍ତୁତ ଅକସିଜେନ୍ ଦେଶର ବିଭିନ୍ନ ରାଜ୍ୟର ରୋଗୀଙ୍କୁ ଜୀବନ ରକ୍ଷା କରି ପାରିଛି । କରୋନା ମହାମାରୀ ସମୟରେ ଏହା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ
Read More...