Monthly Archives

January 2021

ଡି. ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରି ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କଟକରେ ପ୍ରକାଶ ରାଓଙ୍କୁ ସାକ୍ଷାତ କରିବା ବେଳର ଫଟୋକୁ ସେୟାର କରିଛନ୍ତି । ମୋଦୀ ଟ୍ୱିଟ
Read More...

ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ଏକ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଆବାହକ ଧିରେନ ମହାନ୍ତିଙ୍କ ସଭାପତି‌ତ୍ୱରେ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି
Read More...

୧୫୦ଲିଟର ଚୋରା ଦେଶୀ ରନ୍ଧାମଦ ଜବତ

କେନ୍ଦ୍ରାପଡା : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୫୦ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ର୍ନିେଶ କ୍ରମେ ଅବକାରୀ ଅଧ୍ୟକ୍ଷ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ
Read More...

ରାଜେନ୍ଦ୍ର ପାର୍କ ମାର୍କେଟ ଅଂଚଳରେ ପିଇବା ପାଣି ଓ ପରିଶ୍ରାଗାର କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର ପାର୍କ ଅଂଚଳରେ ଥିବା ବସଷ୍ଟେଣ୍ଡରୁ ପାଟଣା ହୋଟେଲ ଛକ ଅଂଚଳରେ ପରିଶ୍ରାଗାର ନ ଥିବାରୁ ଅଂଚଳବାସୀ ବିଶେଷ କରି ମହିଳାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଂଚଳରେ ମ୍ୟୁନିସିପାଲିଟି ତରଫରୁ ଏକ ଘଣ୍ଟାଘର କରାଯାଉଥିବାରୁ
Read More...

ଝାରସୁଗୁଡା ଜିଲ୍ଲାରେ ଅଭାବନୀୟ ଘଟଣା : ବାପାକୁ ହତ୍ୟା କରି ପୁଅ ଗିରଫ

ଝାରସୁଗୁଡା : ବାପାକୁ ହତ୍ୟା କରି ପୁଅ ଗିରଫ ହୋଇଛି ବୋଲି ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି । ଖବର ଅନୁସାରେ ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅ‌ନ୍ତର୍ଗତ ବଞ୍ଜାରୀ ଗ୍ରାମ ହରିଜନ ପଡାର ଲକ୍ଷ୍ମଣ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ
Read More...

ଟିକାକରଣ ନେଇ ଏସସିବି ଭେଷଜ ବିଭାଗ ଦେଲା ସୂଚନା : ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଟିକା

ଭୁବନେଶ୍ୱର : ଟିକାକରଣକୁ ନେଇ ଏସସିବି ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ୧୬୦ଟି କେନ୍ଦ୍ରରେ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ପ୍ରତି କେନ୍ଦ୍ରରେ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବ । ଦୈନିକ ସକାଳ ୯ଟାରୁ
Read More...

ଯାଦବ ଭବନ ଅଫିସ ଗୃହ ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ମହାସଭା ନବନର୍ମିତ ଅଫିସ୍‌ ଗୃହ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂହଦେଓ ଯୋଗଦେଇ ଏହାକୁ ଉଦଘାଟଡନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା ସଭାପତିତ୍ୱ କରିଥିବା ବେଳେ ପୂର୍ବତନ
Read More...

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗିକୃତ ସମାଜ ସେବା ବିଶେଷ କରି ଗରୀବ ଓ ଅବହେଳିତମାନଙ୍କ
Read More...

ବିଭନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ଶାଖା ସଂଘ ତରଫରୁ ବଲାଙ୍ଗିର ସର୍କିଟ ହାଉସରେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ନେତୃତ୍ୱରେ ସଂପାଦକ ହରେକୃଷ୍ଣ ରଥ ଉପଦେଷ୍ଟା ସୁଚିତ୍ରା ସୁନା, ସାଂଗଠାନିକ ସଂପାଦକ ଜୟଦେବ ବିଶି, କୋଷାଧ୍ୟକ୍ଷ ଉପେନ୍ଦ୍ର
Read More...

ସାବଧାନ ! ଅନଲାଇନରେ ବିକ୍ରି ହେଉଛି ନକଲି କରୋନା ଭ୍ୟାକସିନ୍‌

ଜେନିଭା : ସ୍ୱିଜରଲ୍ୟାଣ୍ଡର ସ୍ୱାସ୍ଥ୍ୟ ନିୟାମକ ସ୍ୱିସମେଡିକ୍‌ ଅନଲାଇନ୍‌ କରୋନା ଭ୍ୟାକସିନ୍‌ ନ କିଣିବାକୁ ଚେତାବନୀ ଦେଇଛି । ସେ କହିଛି ଯେ ଅନଲାଇନରେ ନକଲି କରୋନା ଭ୍ୟାକସିନ୍‌ ବିକ୍ରି ହେଉଛି । ଏହିଭଳି ସ୍ଥିତିରେ ଅପରାଧିକ ପ୍ରବୃତିର ବ୍ୟକ୍ତି ଓ ସଂସ୍ଥା ଇଣ୍ଟରନେଟରେ ନକଲି ଭ୍ୟାକସିନ
Read More...