Monthly Archives

January 2021

ଗ୍ରାମାଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଗ୍ରାମରେ କରୋନା ସଚେତନତା ଓ ମାକ୍ସ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଲୋଇସିଂହାର ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ । ଯେତେଦିନ
Read More...

ଅସହାୟଙ୍କ ‘ଭଗବାନ’ଙ୍କୁ ଅପରାଧୀ କହିଲା ବିଏମସି

ମୁମ୍ବାଇ : ଲକଡାଉନ୍‌ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚା ସାଉଁଟିଥିବା ଅଭିନେତା ସୋନୁ ସୁଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଏମସି । ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ବିଏମସି ସୋନୁ ସୁଦଙ୍କୁ କହିବା ସହ ସେ ବାରମ୍ବାର କାର୍ୟ୍ୟାନୁଷ୍ଠାନ ନିଆଯିବା ପରେ ମଧ୍ୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳର ୱାର୍ଡ ନଂ.୯ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍‌ ଜାମଖୁଣ୍ଟା, ମୁଣ୍ଡପଦର ଓ ସିନ୍ଧେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ,
Read More...

ଧୋନୀଙ୍କ କୁକୁଡା ପାଳନର ସ୍ୱପ୍ନକୁ ଭାଙ୍ଗିଦେଲା ବାର୍ଡ ଫ୍ଲୁ

ଇନ୍ଦୋର : ବାର୍ଡ ଫ୍ଲୁ ସବୁଆଡେ ବ୍ୟାପିବାରେ ଲାଗିଛି । କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର କାୟା ବିସ୍ତାର କରୁଛି ଏହି ରୋଗ । ତେବେ ମିଳିଥିବା ସୂଚନା ଅନୁସାରେ, ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର
Read More...

୩ ମାସରେ ଘର ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ସଇଁନ୍ତଲା ବ୍ଳକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ କିଛି ମାସ ହେଲା ବିଡିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇଛନ୍ତି ଏବଂ ଲୋକଙ୍କ ପାଇଁ ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ
Read More...

ବିବାହକୁ ନେଇ ପ୍ରଥମ ଥର ଏଭଳି କହିଲେ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜର ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ତାଙ୍କ କୋ-ଷ୍ଟାରମାନଙ୍କ ସହ ଲଭ୍‌ ଲାଇଫ୍‌ ଓ ରିଲେସନ୍‌ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ଯେବେ କୁହନ୍ତି ସଲମାନ କେବେ ବିବାହ କରିବେ, ବିବାହ କରି ପଇସା ବରବାଦ
Read More...

ବ୍ଳକ ସ୍ତରୀୟ ଖେଳକୁଦ କମିଟି ଗଠନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କ ତତ୍ତ୍ୱାବଧାନରେ ଏକ ବ୍ଳକ ସ୍ତରୀୟ ଖେଳକୁଦ କାର୍ୟ୍ୟକାରୀ କମିଟି ଗଠନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଭାବେ
Read More...

ଶିକ୍ଷାମନ୍ତ୍ରୀ ପରିଦର୍ଶନ କଲେ କଳାହାଣ୍ଡିର ବିଭିନ୍ନ ବିଦ୍ୟାଳୟ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ସ୍କୁଲ…

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି । ସେ ଆଜି ସକାଳ ୧୦ଟାରେ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର,
Read More...

ବିନା ଡ଼ାକ୍ତରରେ ନର୍ସ ଦ୍ୱାରା ପ୍ରସବ : ଛୁଆ ଜନ୍ମ ହେବାର ୫ ଘଣ୍ଟା ପରେ ମା’ର ମୃତ୍ୟୁ : ଚିକିତ୍ସା ଅବହେଳା…

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣାରେ ନର୍ସଙ୍କ ଦ୍ୱାରା ପ୍ରସବ ପରେ ଛୁଆ ଜନ୍ମ ଦେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ନର୍ସଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ମତେ ତୁଷୁରା ସହରର ରାମ
Read More...

ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି । ଟ୍ୱିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ
Read More...