Monthly Archives

January 2021

ଲାୟନ୍ସ କ୍ଲବ ପକ୍ଷରୁ କୁଷ୍ଠାଶ୍ରମଠାରେ କମ୍ବଳ, ମାକ୍ସ ଓ ସାନିଟାଇଜର ବଣ୍ଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ ଅଧୀନସ୍ଥ ଝାଇଯୋର କୁଷ୍ଠାଶ୍ରମଠାରେ ଅନୁଷ୍ଠାନ ପକ୍ଷରୁ ୨୩ ଖଣ୍ଡ କମ୍ବଳ, ମାକ୍ସ, ସାନିଟାଇଜର ବଣ୍ଟନ କରାଯାଇଥିଲା ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ମହିଳା ସମାଜସେବୀ ଜୟନ୍ତୀ ବେହେରା,
Read More...

ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଚୟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅନୂକୁଳ୍ୟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଚୟନ ଉପଲକ୍ଷେ ଅୟୋଜିତ କାର୍ୟ୍ୟକ୍ରମରେ ବଛା ଯାଇଥିବା ୭ଜଣ ଚାଷୀମାନଙ୍କ ଦ୍ୱାରା ନିଜସ୍ୱ ଅଭିଜ୍ଞତା ଓ ଜ୍ଞାନ କୈାଶଳ
Read More...

ଜାତୀୟ ସ୍ତର ଗୀତା ପାଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର କୃତିତ୍ୱ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଗୀତା ପ୍ରଚାର ମଣ୍ଡଳ, ଭାରତ ଦ୍ୱାରା ଆୟୋଜିତ ହୋଇଥିବା ଜାତୀୟ ଗୀତା ପାଠ ପ୍ରତୀଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, କଣ୍ଟାବାଞ୍ଜିର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସମେଷ୍ନା ପ୍ରିୟଦର୍ଶିନି ଗୁରୁ କନିଷ୍ଠ ବର୍ଗରେ ଦଶମ ସ୍ଥାନ ଅଧିକାର କରି
Read More...

କୋଭିଡ କଟକଣା ମଧ୍ୟରେ ପରମ୍ପରା ଅନୁସାରେ ଆସନ୍ତା ୧୯ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା : ପଡ଼ିବ ବଳି

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ଦେଓଗାଁ ବ୍ଲକର ପ୍ରସିଦ୍ଧ ଶୁଲିଆ ଯାତ୍ରା । ସେଥିପାଇଁ ଚାଲିଛି ପସ୍ତୁତି । ଚଳିତ ବର୍ଷ କୋଭିଡ କଟକଣା ଭିତରେ ପରମ୍ପରା ଅନୁଯାୟୀ ପଡିବ ବଳି ବୋଲି ଦେହେରିଆମାନେ ମତ ପ୍ରକାଶ କରିଛନ୍ତି । ମଙ୍ଗଳବାର ଶୁଲିଆ ଖଳାରେ
Read More...

ଚାଷୀଙ୍କ ଦ୍ୱାରା ୨୪ ଘଣ୍ଟା ଧରି ଡିପ୍ ବୋରୱେଲ ଗାଡି ଓ ଜେଇ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : " ବିଜୁ କୃଷକ ବିକାଶ " ଯୋଜନା ଅନୁଯାୟୀ ୪ଜଣ ଚାଷୀଙ୍କୁ ଗୋଟିଏ କ୍ଳସଟର ମାଧ୍ୟମରେ ଡିପବୋର ୱେଲ ଓ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବାର ଯୋଜନା ଗତ କିଛି ବର୍ଷ ଧରି ରାଜ୍ୟରେ ଚାଲିଛି । ଏଥି ପାଇଁ ପ୍ରତ୍ୟେକ ଚାଷୀ ରାଜ୍ୟର ଉଠା ଜଳ ସେଚନ ବିଭାଗକୁ ଅନଲାଇନ
Read More...

କୃଷି ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଦଳୀ ଚାଷକୁ ବୀମା ଭୁକ୍ତ କରିବା ପାଇଁ ଦାବୀ କଲେ ଚାଷୀ

ପ୍ରସ୍ତାବିତ କେବିକେ ଅଞ୍ଚଳର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବୀଦେଓଗାଁ, (ମନୀଷ କୁମାର ସାହୁ): କଦଳୀ ଚାଷ ଦେଖି ମୋର ଆଖି ପବିତ୍ର ହୋଇଗଲା, ଉପକୂଳ ଅଞ୍ଚଳରେ ବାତ୍ୟା ପାଇଁ ଏହି ଚାଷ ହେଉ ପାରୁ ନାହିଁ ପଶ୍ଚିମାଞ୍ଚଳରେ ଭଲ ହେଉଛି । କଦଳୀଠୁ ସୁଖା କଦଳୀ ପତ୍ରର ଚାହିଦା ଢେର ଅଧିକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୭ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବୋଙ୍ଗମୁଣ୍ଡା ବ୍ଲକ ଅରସାତୁଲା, ଭୁସୁଲାଡ ଓ ସିନ୍ଧେକେଲା ଗ୍ରା.ପ.ରୁ ଜଣେ
Read More...

ବୁଲୁଛନ୍ତି ଛୁଆ ବାଘ : ସିଟିଭି କ୍ୟାମେରାରେ କଏଦ

ଧର୍ମଗଡ, (କେପିଏନ୍‌ଏସ୍‌): ଗୁରୁବାର ରାତି ୧୦ଟା ବେଳେ ୨ଟି ବାଘ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ପରିସରରେ ବୁଳୁଥିବାର ଚିତ୍ର ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ କିଛି ଦିନ ତଳେ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା । ଏହାକୁ ନେଇ
Read More...

ଆମେରିକା ଦେଲା ଚୀନକୁ ବଡ ଝଟକା : ସାଓମୀ ସମେତ ୯ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟେଡ୍‌ କଲା

ୱାଶିଂଟନ୍‌, ଆମେରିକାର ପ୍ରତିରକ୍ଷା ବିଭାଗ ଗୁରୁବାର ଚୀନ୍‌ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍‌ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟ୍‌ କରିଛି । ଚୀନ୍‌ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍‌ ନିର୍ମାତା କମ୍ପାନୀ ସାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।ଜୁନ୍‌ ୨୦୨୦ରେ ପ୍ରତିରକ୍ଷା
Read More...

ସରକାର ଏବଂ କୃଷକ ସଂଗଠନର ବୈଠକ ଶେଷ : ହୋଇ ପାରିଲା ନାହିଁ ସମାଧାନ, ଜାନୁଆରୀ ୧୯ରେ ପୁଣି ପରବର୍ତ୍ତୀ ଆଲୋଚନା

ନୂଆଦି‌ଲ୍ଲୀ : ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଉ ଏକ ରାଉଣ୍ଡ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ କମିଟି ପରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା, କିନ୍ତୁ ଏଥର ମଧ୍ୟ କିଛି ସମାଧାନର ବାଟ ଫିଟିନାହିଁ । କୃଷକ ସଂଗଠନ ପକ୍ଷରୁ କୃଷି ଆଇନ
Read More...