Monthly Archives

January 2021

ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଭିତ୍ତିହୀନ ଭୟକୁ ଦୂର କରିବା ପାଇଁ କରୋନା ଟିକା ନେଇଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କରୋନା ଟିକା ନେଇଛନ୍ତି । ଏହାଦ୍ୱାରା ସେ ସମସ୍ତ ଆଶଙ୍କା, ଗୁଜବ ଏବଂ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ
Read More...

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ମନ୍ଦିର ପରିଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଶାସନିକ ଅଧିକିରୀଙ୍କ ସମେତ ଦିନିକିଆ କଣ୍ଟାମାଳ ପରିଦର୍ଶନରେ ଆସି ବିଭିନ୍ନ ଦେବାଦେବୀ ପୀଠ ଓ ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ୟ୍ୟକରଣ ନିମନ୍ତେ ବୌଦ୍ଧର ଅନେକ କୀର୍ତ୍ତିରାଜି ସ୍ଥଳ ଓ ମନ୍ଦିର ପରିଦର୍ଶନ ପରେ
Read More...

ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହେଲା କୋଭିଡ ଟୀକା : ପ୍ରଥମ ଟୀକା ନେଲେ କୋଭିଡ ଇନ୍‌ଚାର୍ଜ ଡା.ଗିରିଜା ଶଙ୍କର ଉଦ୍‌ଗାତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଭାରତରେ ଆଜି କୋଭିଡ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟୀକାକରଣ । ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ପ୍ରଥମ କୋଭିଡ ଟୀକା କୋଭିସିଲ୍‌ଡ଼ ନେଇଛନ୍ତି କୋଭିଡ୍‌
Read More...

ପ୍ରଥମ ଖୁଣ୍ଟିଗୋରା ବ୍ୟାଡ୍‌ମିଣ୍ଟନ୍‌ ଲିଗ ଉଦ୍‌ଯାପିତ, ସୋନମ‐ସୁନିଲ ଯୋଡି ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବ୍ୟାଡ୍‌ମିଣ୍ଟନ ଆସୋସିଏସନ ଦ୍ବାରା ସ୍ଥାନୀୟ ସତ୍‌ସଙ୍ଗ ପଡିଆରେ ଆୟୋଜିତ ହୋଇଥିଲା ପ୍ରଥମ ଖୁଣ୍ଟିଗୋରା ଫ୍ଲଡ୍‌ଲାଇଟ୍‌ ମ୍ୟାନ୍‌ସ ବ୍ୟାଡ୍‌ମିଣ୍ଟନ ଲିଗ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ନକ ଆଉଟ ଭିତ୍ତିରେ ୩ସେଟ
Read More...

ସର୍ବ ପୁରାତନା ସିନେ ପତ୍ରିକା ‘ବାଣୀ ଚିତ୍ର’ର ସଂପାଦକ ପରୀକ୍ଷିତ ଜେନା ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସର୍ବ ପୁରାତନ ସିନେ ପତ୍ରିକା ‘ବାଣୀ ଚିତ୍ର’ର ସଂପାଦକ ପରୀକ୍ଷିତ ଜେନା(୭୯) ଆଉ ନାହାନ୍ତି । ଆଜି ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି
Read More...

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କର ପରଲୋକ ହୋଇଯାଇଛି । ଆଜି ସକାଳେ ହିମାଂଶୁ ହୃଦଘାତର ଶିକାର ହୋଇଥିଲେ ଓ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅନେକ ସାକ୍ଷାତକାରରେ ଏହି ଦୁଇ କ୍ରିକେଟର ଭାଇ ସେମାନଙ୍କ ସଫଳତା ପଛରେ ତାଙ୍କ
Read More...

ପ୍ରତୀକ୍ଷାର ଅନ୍ତ ହେଲା, କରୋନା ଟୀକା ଆସିଲା : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ହୋଇଛି । ଦେଶବାସୀଙ୍କୁ କରୋନା ଟୀକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାର୍ବଜନୀକ ଟୀକାକରଣ ଅଭିଯାନର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରି କହିଛନ୍ତି । ଭାରତରେ ସର୍ବବୃହତ୍‌ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ
Read More...

୧୦ ଫୁଟ ତଳକୁ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା ତଳକୁ ଓଲଟି ପଡିଛି । ଦୁର୍ଘଟଣା ଫଳରେ ଡ୍ରାଇଭର ଜଣଙ୍କ ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ
Read More...

ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍‌କ ଯିବା ବଢିବାକୁ ଲାଗୁଥିବା ବେଳେ ରୋଜଗାର ଦେବା ପାଇଁ ସରକାରଙ୍କ ଯୋଜନା ଫେଲ ମାରୁଥିବା ପରିଲକ୍ଷିତ ହେଉଛି । ତେବେ ନାମକୁମାତ୍ର ପ୍ରଶାସନର କଟକଣା, ମନରେଗା ଯୋଜନାରେ ନିଯୁକ୍ତି ପ୍ରୟାସ ପ୍ରହସନ
Read More...

୪ ହଜାର ୪୮୫ ଜଣ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର : ୪ ହଜାର ୪୮୫ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ବିଦ୍ୟାଳୟରେ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହେବେ । ଶୁକ୍ରବାର ଏନେଇ ରାଜ୍ୟ
Read More...