Monthly Archives

January 2021

ଜନଗହଳିପୂର୍ଣ୍ଣ ଛକଠାରେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପିନେଲେ ଦୁଇ ଲୁଟେରା

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଉତ୍‌ପାତ୍‌ । ଅଜି ଦିନବେଳା ଆନନ୍ଦପୁର ଜନଗହଳିପୂର୍ଣ୍ଣ ବ୍ରିଜ୍‌ ଛକଠାରେ ଏକ ପଲସର ବାଇକରେ ଆସି ଜଣେ ମହିଲାଙ୍କ ଠାରୁ ଟଙ୍କାବ୍ୟାଗ୍‌ ଲୁଟିନେଇ ଫେରାର୍‌ ମାରିଛନ୍ତି ଲୁଟେରା । ତେବେ ମହିଲା ଜଣକ ଆନ୍ଦପୁର ପଇତାପାଣି ଗାଁର ମମତା ଓଡାନ୍‌ ହୋଇଥିବା ବେଳେ ସେ
Read More...

ଡା‌କ୍ତର‌ଙ୍କ ବଦଳିକୁ ନେଇ ଜୋର‌ ଧରିଲା ଜନ ଅସ‌ନ୍ତୋଷ

ଗୁଡଭେଲା, (ଅଜିତ କୁମାର ସାହୁ) : ଗୁଡଭେଲା ଡାକ୍ତରଙ୍କ ବଦଳିକୁ ନେଇ ଜୋର ଧରିଛି ଜନ ଅସେ‌ନ୍ତାଷ ।ଡାକ୍ତରଙ୍କ ବଦଳିକୁ ବାତିଲ କରିବା ଦାବିରେ ଗୁଡଭେଲା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ଗତ ୨ ଦିନ ତଳେ ସଇଁ‌ନ୍ତଲା ବ୍ଲକ୍
Read More...

ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ : ଗ୍ରାମବାସୀଙ୍କ ସହାୟତାରେ ୩ ଡକାୟତଙ୍କୁ ଧରିଲା ଲୋଇସିଂହା ପୋଲିସ

ଲୋଇସିଂହା, (କେପିଏନ୍‌ଏସ୍‌) : ଜଙ୍ଗଲ ରାସ୍ତାରେ ପୋଲିସ ଡକାୟତଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ । ଫିଲ୍ମ ଷ୍ଟାଇଲରେ ବନ୍ଧୁକକୁ ଖାତିର ନକରି ଡକାୟତଙ୍କର ସାମ୍ନା କରୁଛି ପୋଲିସ । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାରା ଦେଇ ହାତରେ ଢେଲା ଧରି ଛିଡ଼ା ହୋଇଛନ୍ତି । ଡ଼କାୟତ ବନ୍ଧୁକ ଧରି ଫୁଟାଇ
Read More...

ବାଲୁକା କଳାରେ ଟୀକାଦାନର ପ୍ରଥମ ଦିବସ ଝଲକ୍‌

ପୁରୀ : ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ । ଦୀର୍ଘ ନଅ ମାସ ଧରି ସାରା ବିଶ୍ୱ କରୋନା ଭୂତାଣୁ ଦ୍ୱାରା ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାଡ ମାରିବ । ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହଲ
Read More...

ମହିଳା ଜଣକ ନିଜ ଜୀବନ ବଞ୍ଚାଇବାକୁ ଖୁବ୍‌ ଦୌଡ଼ିଲେ : ତଥାପି ଗୁଳି ମାରି ହତ୍ୟା କଲା ଅଭିଯୁକ୍ତ

ହରିୟାଣା : ହରିୟାଣାର ଟୋହାନା ସହରରେ ଜଣେ ଓକିଲଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆତଙ୍କ ସୃଷ୍ଟି କରିଛି । କୁହାଯାଇଛି ଯେ, ହତ୍ୟାକାରୀଠାରୁ ରକ୍ଷା ପାଇବା ପାଇଁ ଓକିଲ ଚିମନଲାଲ ଗୋୟଲଙ୍କ ପତ୍ନୀ କୁସୁମଲତା ଖୁବ୍‌ ଦୌଡ଼ିଥିଲେ । ସେ ଏକ ଦୋକାନ ଆଡକୁ ଦୌଡ଼ିଗଲେ । ସ୍ୱାମୀଙ୍କୁ
Read More...

ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର : ଝାରପଡା ଜେଲରେ ରବି ଦୁଲ୍ଲା ନାମକ ଜଣେ ବିଚାରଧୀନ କଏଦୀର ମୃତ୍ୟୁ । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ ଗିରଫ
Read More...

ବାଇକରୁ ପଡି ରାସ୍ତାକଡରେ ଯୁବକଙ୍କ ମୃତ୍ୟୁ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ରାସ୍ତାକଡରେ ବାଇକରୁ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆପାଲି ଗ୍ରାମ ରାସ୍ତାକଡରେ ଏକ ସିମେଣ୍ଟ ମିକ୍ସଚର ମେସିନ୍‌ ରାସ୍ତାକଡରେ ଛିଡ଼ା ହୋଇଥିଲା । ବଣାଇଁଗଡ ସହର ପଟୁ ନୂଆପାଲି ଗ୍ରାମକୁ ସେହି ଗ୍ରାମର
Read More...

ଶୀତ ବସ୍ତ୍ର ବଣ୍ଟନ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହିଁ ମାଧବ ସେବା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ଅନେକ ବୃଦ୍ଧବୃଦ୍ଧା ଗରିବ ନୀରିହ ମାନଙ୍କୁ
Read More...

ଦେଉଳି ଗ୍ରାମରେ ମକର ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦେଉଳି ଗ୍ରାମରେ ମକର ସକ୍ରାନ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତା ଭାବରେ ଚମ୍ପୂ ସେଠଙ୍କ ସହ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଭାବରେ
Read More...

ଆଜିି ଓଡ଼ିଶାରୁ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୧୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୩ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୭୫ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...