Monthly Archives

January 2021

ସମ୍ବଲପୁରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ସମ୍ୱଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁରରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । କଚେରୀ ଛକଠାରେ ସକାଳ ସାଢେ ୮ରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ପତାକା ଉତ୍ତୋଲନ କରିଥିଲେ । ଏଥିରେ ଜିଲ୍ଲାପାଳ ଶୁଭମ ଶକ୍ସେନା, ଉତ୍ତରାଂଚଳ ଆଇଜି
Read More...

୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ
Read More...

ଟାଇଗର ୟୁଥ୍‌ କ୍ଲବ୍‌ ପାଳନ କଲା ୭୨ତମ ଗଣତନ୍ତ୍ର ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୨ ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପତାକା ଉତ୍ତୋଳନ କଲେ ଶିବାନନ୍ଦ ବିଶି । ଏଥିରେ କ୍ଲବ ସଭାପତି ପାର୍ଥ କର୍ଣ୍ଣ, ସମ୍ପାଦକ ସୁମନ୍ତ ମିଶ୍ର, କୋଷାଧ୍ୟକ୍ଷ ଦେବରାଜ ନାଗ, ସୁରେଶ ଚନ୍ଦ୍ର କ‌ମ୍ପ, ସୁଶୀଲ
Read More...

ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ କୁମାର ସାହୁ

ପୁରୀ : ଆଜି ଦେଶରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ସବୁଠୁ ଭାରତ ମାତାର ଜୟଗାନ ହେଉଛି
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ସାଧାରଣ ସଂପାଦକ ବଳରାମ ମିଶ୍ର, ସାଂଗଠାନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର, ବରିଷ୍ଠ
Read More...

ଟିକରି ସୀମାରେ ୩୦ କିଲୋମିଟର ପର୍ୟ୍ୟନ୍ତ କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ଟିକରି ସୀମାରେ ୩୦ କିଲୋମିଟର ପର୍ୟ୍ୟନ୍ତ କୃଷକଙ୍କ ଟ୍ରାକ୍ଟର ରାଲି ଚାଲିଥିବା ସୂଚନାରେ କୁହାଯାଇଛି । ପ୍ୟାରେଡରେ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି ନେଉଥିବାର ଦେଖାଯାଉଛି । ଟ୍ରାକ୍ଟର ରାସ୍ତାର ଗୋଟିଏ ପାର୍ଶ୍ୱରେ ଚାଲୁଥିବା ବେଳେ ଅନ୍ୟ ପା‌ଶ୍ୱର୍ରେ
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୨ତମ ଗଣତନ୍ତ୍ର ଦିବସ ଜିଲ୍ଳା କାର୍ୟ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏଥିରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ମହାମନ୍ତ୍ରୀ ତଥା କୋର କମିଟି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଭୋଳ ମୁଖ୍ୟ ଅତିଥି
Read More...

ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଛି

ନୂଆଦିଲ୍ଲୀ : ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଧୀରେ ଧୀରେ ଆଗକୁ ବଢ଼ୁଛି । ଏଥିସହିତ ରାଜପଥ ଉପରୁ ଆକାଶରେ ଚାରୋଟି ଏମଆଇ ହେଲିକପ୍ଟର ରାଷ୍ଟ୍ରୀୟ ଭବନ ଆଡକୁ ଉଡୁଥିବା ଦେଖିବାକୁ ମିଳିଛି । ଏହି ହେଲିକପ୍ଟରଗୁଡ଼ିକ ଦର୍ଶକଙ୍କ ଉପରେ ଫୁଲ ବିଂଛୁଛନ୍ତି । ଏହା ପୂର୍ବରୁ
Read More...

ନୃସିଂହନାଥ କପ୍‌ ଇଣ୍ତୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲା‌ଙ୍ଗିରର ସୋନୁ ଓ ପ୍ରତିକ ଚମ୍ପିଆନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଥିବା ପଡିଆରେ ୨୨ତମ ନୃସିଂହନାଥ କପ ଇଣ୍ତୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲା‌ଙ୍ଗିରର ସୋନୁ ଓ ପ୍ରତିକ ଚମ୍ପିଆନ ହୋଇଛନ୍ତି । ଦିନକିଆ ଏହି ଖେଳରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫଇନାଲ ଖେଳରେ
Read More...

ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଖେଳ ଶିକ୍ଷକ ପ୍ରଶାନ୍ତ ଥାନାପତିଙ୍କ ଅନୁରୋଧ କ୍ରମେ ଅଧକ୍ଷ ବସନ୍ତ କୁମାର ମନହୀରା ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ଅଣ
Read More...