Monthly Archives

January 2021

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଜାତୀୟ ଉତ୍ସବ
Read More...

ସମ୍ପିଆ ଗ୍ରାମରେ ନୂତନ ନଳକୂପ ବସାଯିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଳକ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ସମ୍ପିଆ ଗ୍ରାମରେ ଏକ ନୂତନ ନଳକୂପ ବସାଯିବ । ସମ୍ପିଆ ଓ ବନୁପାଲି ପାଇଁ ସମ୍ପିଆ ଗାଁ ମୁଣ୍ଡରେ ଏକ ଗଭୀର ନଳକୂପ ଖନନ କରି ଦୁଇ ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା ।
Read More...

ଆସନ୍ତା ୧୧ରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆସନ୍ତା ଜାନୁୟାରୀ ୧୧ ତାରିଖରୁ ବରଗଡ଼ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ନାମା ଜାରି କରାଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଦେଶ ସଂଖ୍ୟା VI - 28/2020-45/EMG.dated 5-1-2021
Read More...

ପଦ୍ମପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ଥାନା ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଥାନା ପଦ୍ମପୁର ସମ୍ମୁଖରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କଟକ ଜିଲ୍ଲା ମହଂଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ହିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରାଯାଇ ଆକ୍ରୋଶ
Read More...

ପାଇକମାଲ ବ୍ଲକ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଧୀନସ୍ଥ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ତକୁ ନେଇ ପାଇକମାଲ କଂଗ୍ରେସ ଦଳ ପକ୍ଷରୁ ପାଇକମାଲ ଥାନା ଅଧିକାରୀଙ୍କ ଜରିଆରେ ବରଗଡ଼ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆଜି । ପ୍ରଥମେ କଂଗ୍ରେସ ଦଳ ପକ୍ଷରୁ
Read More...

ଗାଜିଆବାଦ : ଅଧିକାରୀମାନଙ୍କୁ ୩୦% କମିଶନ, ଶ୍ମଶାନ ଘାଟ କଣ୍ଟ୍ରାକ୍ଟରଙ୍କ ସ୍ୱୀକାରୋକ୍ତି

ଗାଜିଆବାଦ : ଗାଜିଆବାଦର ମୁରାଦନଗରରେ ଶ୍ମଶାନ ଘାଟର ଛାତ ଭୁଷୁଡ଼ି ଯାଇଥିବା ମାମଲାରେ ଗିରଫ ହୋଇଥିବା କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀ କ୍ୟାମେରାରେ ଏହି ଆଶ୍ଚର୍ୟ୍ୟଜନକ ଘଟଣା ପ୍ରକାଶ କରିଛନ୍ତି ଏବଂ ଏହି ଶବଦାହ କ୍ଷେତ୍ରର ଛାତ ନିର୍ମାଣରେ ଥିବା ପରଦାକୁ ହଟାଇ ଦେଇଛନ୍ତି । ଗିରଫ କଣ୍ଟ୍ରାକ୍ଟର
Read More...

ଉପାନ୍ତ ଅଞ୍ଚଳରେ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କଲା ବଦାନ୍ୟ ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଦାନ୍ୟ ବନ୍ଧୁ ପକ୍ଷରୁ ଉପାନ୍ତ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି । ଏଥିପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ପକ୍ଷରୁ ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ
Read More...

ଚକ୍ଷୁଦାନ କରିବେ ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦର୍ଶପଡ଼ାର ପ୍ରିୟଙ୍କା ତ୍ରିପାଠୀ ଚକ୍ଷୁଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେ ଏଥିପାଇଁ ‘ଦୃଷ୍ଟି ଦାନ’କୁ ସଂପର୍କ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ଆବଶ୍ୟକ ଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କ ଚକ୍ଷୁ କାମରେ ଆସୁ ବୋଲି ସେ
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ମାତୃଛାୟା ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସୀମାନଙ୍କ ସହିତ ନୁଆ ବର୍ଷ ପାଳନ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ସଦା ସର୍ବଦା ଅସହାୟଙ୍କ ସେବାରେ ସମର୍ପିତ । ଯାହାର କେହି ନାହିଁ, ତାର ସଂପର୍କ ସ୍ୱେଚ୍ଛାସେବୀ ସଂଘ ଅଛି । ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛି ସଂଘ । ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଚକରକେନ୍ଦ ସ୍ଥିତ ମାତୃଛାୟା ଶାନ୍ତି
Read More...

ସୁଜିତ ନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ଜର୍ଜଗଡରେ ଚାଲିଥିବା ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କୁଆପାଲି ଦଳ ଓ ପାଇକମାଲ କଲୋନୀ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । କୁଆପାଲି ଦଳ ୨୦ ଓଭରରେ ୧୫୪ ରନ
Read More...